AFFILIATE MARKETING

https://binomo.com?a=90810425bb57&t=0

Friday, March 29, 2024

COASTAL NEWS ODIA 1794 ରାସ୍ତାରେ ରିଲ୍ କରିବା ପଡିଲା ମହଙ୍ଗା, ଗିରଫ ହେଲେ ୨ ଯୁବତୀ ଓ ଜଣେ ଯୁବକ

COASTAL NEWS ODIA 1794

ରାସ୍ତାରେ ରିଲ୍ କରିବା ପଡିଲା ମହଙ୍ଗା, ଗିରଫ ହେଲେ ୨ ଯୁବତୀ ଓ ଜଣେ ଯୁବକ 


ନୂଆଦିଲ୍ଲୀ - (CNO) ରାସ୍ତାରେ ରିଲ୍ କରିବା ପଡିଲା ମହଙ୍ଗା, ଗିରଫ ହେଲେ ଦୁଇ ଯୁବତୀ । ଏହା ପୂର୍ବରୁ ସେ ଦେଶର ରାଜଧାନୀ ଦିଲ୍ଲୀ ମେଟ୍ରୋରେ ରିଲ୍ ବନାଉଥିବାର ଦେଖିବା ପାଇଁ ମିଳିଥିଲା । ଯାହା ପରେ ବର୍ତ୍ତମାନ ପୋଲିସ ଉଭୟଙ୍କୁ ଗିରଫ କରିଛି । ଟ୍ରାଫିକ ନିୟମ ପାଳନ ନକରିବାରୁ ପୋଲିସ ପ୍ରଥମେ 33 ହଜାର ଟଙ୍କା ଚାଲାଣ  କାଟିଥିଲା, ଯାହା ପରେ ଦୁଇ ଯୁବତୀ କହିଥିଲେ ଚାଲାଣ ଭରିବା ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ । 

ଭାଇରାଲ ହେଉଥିବା ଏହି ଦୁଇ ଯୁବତୀଙ୍କ ନାଁ ହେଉଛି ପ୍ରୀତି ମୌର୍ଯ୍ୟ ଏବଂ ଭିନିତା । ସ୍କୁଟି ଚଳାଉଥିବା ପୁଅର ନାମ ହେଉଛି ପୀୟୁଷ । ଏହି ଦୁଇ ଯୁବତୀ ପ୍ରଥମେ ଦିଲ୍ଲୀ ମେଟ୍ରୋରେ ରିଲ୍ ବନାଉଥିଲେ ପରେ ନୋଏଡା ରାସ୍ତାରେ ବାଇକ୍ ରେ ଷ୍ଟଣ୍ଟ୍ କରୁଥିବାର ଦେଖିବା ପାଇଁ ମିଳିଥିଲା । ଯାହା ରରେ ପୋଲିସ ୮୦ ହଜାର ଚାଲାଣ କାଟିବା ସହ ଉଭୟ ଝିଅ ଓ ଜଣେ ପୁଅଙ୍କ ବିରୋଧରେ ଏକ ମାମଲା ରୁଜୁ ମଧ୍ୟ କରିଥିବା ନେଇ ସୂଚନା ରହିଛି । 


ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା କରି ଉକ୍ତ ଯୁବତୀ କହିଛନ୍ତି, ରିଲ୍ ଭାଇରାଲ ହେବା ପରେ ପୋଲିସ ସେମାନଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲା । ଏବଂ ଏକ ମାମଲା ରୁଜୁ କରିବା ପାଇଁ ମଧ୍ୟ କହିଥିଲା ଯାହା ପରେ ୨ ଯୁବତୀ ତାଙ୍କ ପାଖରେ ଟଙ୍କା ନଥିବା କଥା କହିଥିଲେ । ଏବଂ ପୋଲିସକୁ କ୍ଷମା ମାଗିଥିଲେ । 

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...