AFFILIATE MARKETING

https://binomo.com?a=90810425bb57&t=0

Saturday, March 16, 2024

ବଢ଼ିଲା ସମିତି ସଭ୍ୟଙ୍କ ଦରମା; ୭୫୦୦ରୁ ୯୫୦୦ ଟଙ୍କାକୁ ବୃଦ୍ଧି

COASTAL NEWS ODIA 1773

ବଢ଼ିଲା ସମିତି ସଭ୍ୟଙ୍କ ଦରମା; ୭୫୦୦ରୁ ୯୫୦୦ ଟଙ୍କାକୁ ବୃଦ୍ଧି 


ଭୁବନେଶ୍ବର _(CNO) ବଢ଼ିଲା ସମିତି ସଭ୍ୟଙ୍କ ଦରମା । ୭୫୦୦ରୁ ୯୫୦୦ ହେଲା ସମିତି ସଭ୍ୟଙ୍କ ଦରମା । ସରକାର ଏବେ ଦରମା ବଢାଇଥିବା ବେଳେ ସେମାନେ ଆନ୍ଦୋଳନ କରିଥିଲେ । ଆଉ ସରକାର ପୁଣି ତାଙ୍କ ଦରମା ବଢାଇଛନ୍ତି। ଆସନ୍ତା ଏପ୍ରିଲ ୧ ତାରିଖରୁ ଲାଗୁ ହେବ ବର୍ଦ୍ଧିତ ଦରମା। 

ଗତକାଲି ଭୁବନେଶ୍ୱରରେ ବିଶାଳ ରାଲି କରିଥିଲେ ସମିତି ସଭ୍ୟ । ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା: ଏହି ସ୍ଥାନରେ ୧୫ଟଙ୍କା କମିଲା ପେଟ୍ରୋଲ-ଡିଜେଲ୍‌ ଦର ପଞ୍ଚାୟତ ସମିତି ସଦସ୍ୟମାନେ ପୂର୍ବରୁ ୨,୩୫୦ ଟଙ୍କା ପାଉଥିଲେ । ଆଉ ଗତ ମାର୍ଚ୍ଚ ୧୨ ତାରିଖରେ ସରକାର ତାଙ୍କ ଦରମା ୭,୫୦୦ ଟଙ୍କାକୁ ବଢ଼ାଇଥିଲେ । ଏ ନେଇ ତୀବ୍ର ସେମାନେ ଆନ୍ଦୋଳନ କରିଥିଲେ । ଫଳରେ ସରକାର ଦରମା ବୃଦ୍ଧି କରିଛନ୍ତି

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...