AFFILIATE MARKETING

https://binomo.com?a=90810425bb57&t=0

Monday, March 4, 2024

ଖବର ଆଜିର

COASTAL NEWS ODIA 1724

*ଖବର ଆଜିର* 
*ତାରିଖ ୦୪/୦୩/୨୪, ସୋମବାର*

ଭୁବନେଶ୍ବର _(CNO) 
*୧-୩୫ ଡିଗ୍ରୀ ଉପରେ ୧୩ ସହର , ରାଜ୍ୟର ବିଭନ୍ନ ସ୍ଥାନରେ ପ୍ରବଳ ଖରା। ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ।*

*୨-ନିର୍ମାଣ ଶ୍ରମିକଙ୍କ ପେନସନ ବୃଦ୍ଧି କଲେ ରାଜ୍ୟ ସରକାର: ୫୦୦ ପରିବର୍ତ୍ତେ ପାଇବେ ୧୦୦୦ ଟଙ୍କା।*

*୩-କଳାହାଣ୍ଡି, ବଲାଙ୍ଗୀର ଓ ବରଗଡ଼ରେ ନୂଆ - ଓ ଛାତ୍ରବୃତ୍ତି ପ୍ରଦାନ।୫ରୁ ମ୍ୟାଜିକ୍ କାର୍ଡ ପାଇଁ ପଞ୍ଜିକରଣ ଆରମ୍ଭ।*

*୪-ଭୁବନେଶ୍ୱର: ଚାଲିଛି ଦଳ ଡିଆଁ,ସବୁଠି ଛକା ପଞ୍ଜା,ମିଶ୍ରଣ ରାଜନୀତିରେ ପଛରେ ନାହିଁ କଂଗ୍ରେସ।*

*୫-CBSEର ବଡ଼ ପଦକ୍ଷେପ,ଏଣିକି ସବୁ ସ୍କୁଲରେ ପଢାଯିବ କୋଡିଂ ଓ ଏଆଇ (AI)ର ବ୍ୟବହାର ।  ଯାହାଫଳରେ ସହଜରେ ପିଲା ପାଇପାରିବେ ଚାକିରି।*

*୬-ଭୁବନେଶ୍ୱର:ମରିବି ଅମର ଶୁଭଜିତ୍, ୮ ଜଣଙ୍କୁ ନୂଆ ଜୀବନ ଦେବ ୮ ବର୍ଷର କୁନିପୁଅ।*

*୭-ଟୁଇନସିଟିର ମଦ୍ୟପ ଗାଡ଼ି ଚାଳକ ସାବଧାନ; ଫାଇନ୍ କି ଥାନାରୁ ଜାମିନ୍ ନୁହେଁ, ସିଧା ଯିବେ ଜେଲ୍ !* 

*୮-ଟିପିଏନଓଡିଏଲର ନୂଆ ସିଇଓ ଭାବେ ଦାୟିତ୍ୱ ଗ୍ରହଣ କଲେ ଦ୍ୱିଜଦାସ ବସକ୍ । ୩ଦଶନ୍ଧରୁ ଅଧିକ ସମୟ ଧରି ରହିଛି ବିଦ୍ୟୁତ୍ ବିତରଣ କ୍ଷେତ୍ରରେ ଅଭିଜ୍ଞତା।*

*୯-ଚଣ୍ଡିଖୋଲରେ ୧୯, ୬୦୦ କୋଟିର ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ।*

*୧୦-କେନ୍ଦ୍ରାପଡାକୁ ଗଡିବ ଯାତ୍ରୀବାହୀ ଟ୍ରେନ୍: ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ।*

*୧୧-ଭୁବନେଶ୍ୱର:ନିର୍ବାଚନ ପୂର୍ବରୁ କଡ଼ା ସୁରକ୍ଷା, ପହଞ୍ଚିଲେ ୭୫ କମ୍ପାନୀ ସିଏପିଏଫ।*

*୧୨-ପୁରୀ:ଶ୍ରୀମନ୍ଦିରରେ ଅଣହିନ୍ଦୁ, ୯ ଅଟକ,୪ଜଣ ମନ୍ଦିରକୁ ପ୍ରବେଶ କରିଥିବାବେଳେ ଆଉ ୫ଜଣ ବାହାରେ ଥିଲେ।*

*୧୩-ଭୁବନେଶ୍ୱର:କୁମାରଖୁଣ୍ଟିରେ ହାତୀଙ୍କ ପାଠଶାଳା, ୬ରୁ ଆରମ୍ଭ ହେବ ପାଠପଢା।*

*୧୪-୫ ଡକାୟତଙ୍କୁ ଗିରଫ କଲା ଜଟଣୀ ପୋଲିସ, ମାରଣାସ୍ତ୍ର ସହ ଡକାୟତି ପାଇଁ ବ୍ୟବହୃତ ସାମଗ୍ରୀ ଜବତ।*

*୧୫-ଭବାନୀପାଟଣା,ଛତିଗୁଡ଼ା ଛକ:ବୁଲେଟ-ବୋଲେରୋ ଧକ୍କା, ୨ ମୃତ।*

*୧୬-ମହାକାଳପଡ଼ା:DRDO କ୍ୟାମ୍ପରେ ଅଘଟଣ, ନିଜକୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା।*

*୧୭-କଟକ ମଙ୍ଗୁଳି ଟୋଲଗେଟ୍ ନିକଟରୁ ୩୫୧ଟି ବିରଳ ପ୍ରଜାତିର କଇଁଛ ଉଦ୍ଧାର, ୩ ଗିରଫ।*

*୧୮-ବିଜେପିରେ ମିଶିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି।*

*୧୯-UPI’ ସେବା ଆରମ୍ଭ କଲା ଫ୍ଲିପକାର୍ଟ,ଏହି ସେବା ବ୍ୟବହାର କଲେ କମ୍ପାନୀ ୟୁଜର୍ସଙ୍କୁ ସୁପରକଏନ୍, କ୍ୟାସବ୍ୟାକ୍ ଓ ବ୍ରାଣ୍ଡ ଭାଉଚର୍ ପରି ସୁବିଧା ପ୍ରଦାନ କରିବ।* 

*୨୦-ସାମାଜିକ ଗଣମାଧ୍ୟମ ଜରିଆରେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କଲେ ଡା. ହର୍ଷବର୍ଦ୍ଧନ।*

*୨୧-ଶେହବାଜ ଶରିଫ୍ ୨ୟ ଥର ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଆଜି ଶପଥ ଗ୍ରହଣ କରିବେ।*

.              

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...