AFFILIATE MARKETING

https://binomo.com?a=90810425bb57&t=0

Thursday, March 28, 2024

COASTAL NEWS ODIA 1791 ବିଧାନସଭା ଓ ଲୋକସଭା ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି

COASTAL NEWS ODIA 1791

ବିଧାନସଭା ଓ ଲୋକସଭା ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି




ଭୁବନେଶ୍ବର - (CNO) ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଦୀର୍ଘ ୧୫ଦିନ ପରେ ଭିଡିଓ ମାଧ୍ୟମରେ ଗଣମାଧ୍ୟମକୁ ଆସି ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ନିଜର ଦଳୀୟ ପ୍ରାର୍ଥୀ ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦଳ ୭୨ ବିଧାନସଭା ଓ ୯ ଲୋକସଭା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ । ସମ୍ବଲପୁରରୁ ପ୍ରାର୍ଥୀ ହେଲେ ପ୍ରଣବ ପ୍ରକାଶ ଦାସ ।ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

କାହାକୁ କେଉଁଠୁ ମିଳିଲା ଟିକେଟ୍ ?


ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା 

କଳାହାଣ୍ଡି - ଲମ୍ବୋଧର ନିଆଳ
ସମ୍ବଲପୁର - ପ୍ରଣବ ପ୍ରକାଶ ଦାସ
ସୁନ୍ଦରଗଡ - ଦିଲ୍ଲୀପ ତିର୍କୀ
ମୟୂରଭଞ୍ଜ - ସୁଦାମ ମାର୍ଣ୍ଡି
କେନ୍ଦ୍ରାପଡା - ଅଂଶୁମାନ ମହାନ୍ତି
ନବରଙ୍ଗପୁର - ପ୍ରଦୀପ ମାଝୀ
ଭୁବନେଶ୍ୱର - ମନ୍ମଥ ରାଉତରାୟ
କୋରାପୁଟ - କୌଶଲ୍ୟା ହିକ୍କକା
ଆସ୍କା - ରଞ୍ଜିତା ସାହୁ

ବିଧାନସଭା ପ୍ରାର୍ଥୀ

ବିଷମ କଟକ - ଜଗନ୍ନାଥ ସାରକା
ଗୁଣୁପୁର - ରଘୁନାଥ ଗମାଙ୍ଗ
ରାୟଗଡା - ଅନୁସୂୟା ମାଝୀ
ବରଗଡ - ଦେବେଶ ଆଚାର୍ଯ୍ୟ
ବିଜେପୁର - ରୀତା ସାହୁ
ଅତାବିରା - ସେହ୍ନାଙ୍ଗିନୀ ଛୁରିଆ
ଭଟଲି - ସୁଶାନ୍ତ ସିଂ
ଜଳେଶ୍ୱର - ଅଶ୍ୱିନୀ କୁମାର ପାତ୍ର
ବସ୍ତା - ସୁବାସିନୀ ଜେନା
ଭଣ୍ଡାରୀପୋଖରୀ - ସଞ୍ଜୀବ ମଲ୍ଲିକ
ଭଦ୍ରକ - ପ୍ରଫୁଲ ସାମଲ
ବାସୁଦେବପୁର - ବିଷ୍ମୁବତ୍ର ରାଉତରାୟ
ଧାମନଗର - ଡକ୍ଟର ସଞ୍ଜୟ କୁମାର ଦାସ
ଚାନ୍ଦବାଲି - ବ୍ୟୋମକେଶ ରାୟ
ବିଜ୍ଞାରପୁର - ପ୍ରମିଳା ମଲ୍ଲିକ
ଧର୍ମଶାଳା - ପ୍ରଣବ ବଳବନ୍ତରାୟ
ଯାଜପୁର - ସୁଜାତା ସାହୁ
ସୁକିନ୍ଦା - ପ୍ରୀତିରଞ୍ଜନ ଘଡେଇ
ଢେଙ୍କାନାଳ - ସୁଧୀର ସାମଲ
କାମାକ୍ଷାନଗର - ପ୍ରଫୁଲ କୁମାର ମଲ୍ଲିକ
ପରଜଙ୍ଗ - ନୃସିଂହ ସାହୁ
ପାଲଲହଡା - ମୁକେଶ ପାଲ
ଛେଣ୍ଡିପଦା - ସୁଶାନ୍ତ କୁମାର ବେହେରା
ସୋନପୁର - ନିରଞ୍ଜନ ପୂଜାରୀ
ଲୋଇସିଂହା - ନିହାର ରଞ୍ଜନ ବେହେରା
ପାଟଣାଗଡ - ସରୋଜ ମେହେର
ବଲାଙ୍ଗୀର - କଳିକେଶ ନାରାୟଣ ସିଂହଦେଓ
ଟିଟିଲାଗଡ - ଟୁକୁନି ସାହୁ
ନୂଆପଡା - ରାଜେନ୍ଦ୍ର ଢୋଲକିଆ
ଉମରକୋଟ - ନବୀନା ନାୟକ
ଝରିଗାଁ - ରମେଶ ଚନ୍ଦ୍ର ମାଝୀ
ନବରଙ୍ଗପୁର - କୌଶଲ୍ୟା ପ୍ରଧାନୀ
ଡାବୁଗାଁ - ମନୋହର ରନ୍ଧାରୀ
ଲାଞ୍ଜିଗଡ - ପ୍ରଦୀପ କୁମାର ଦିଶାରୀ
ଜୁନାଗଡ - ଦିବ୍ୟଶଙ୍କର ମିଶ୍ର
ଧର୍ମଗଡ - ପୁଷ୍ପେନ୍ଦ୍ର ସିଂ ଦେଓ
ଭବାନୀପାଟଣା - ଲତିକା ନାୟକ
ଜି ଉଦୟଗିରି - ସାଲୁଗା ପ୍ରଧାନ
କଣ୍ଟାମାଳ - ମହିଧର ରଣା
ବୌଦ୍ଧ - ପ୍ରଦୀପ କୁମାର ଅମାତ
ବଡମ୍ବା - ଦେବୀ ପ୍ରସାଦ ମିଶ୍ର
ବାଙ୍କୀ - ଦେବୀରଞ୍ଜନ ତ୍ରିପାଠୀ
ଆଠଗଡ - ରଣେନ୍ଦ୍ର ପ୍ରତାପ ସ୍ୱାଇ
କଟକ ଚୌଦାର - ସୌଭିକ ବିଶ୍ୱାଳ
ନିଆଳି - ପ୍ରମୋଦ ମଲ୍ଲିକ
କଟକ ସଦର - ଚନ୍ଦ୍ରସାରଥୀ ବେହେରା
ପାଟକୁରା - ଅରବିନ୍ଦ ମହାପାତ୍ର
ଆଳି - ପ୍ରତାପ ଦେବ
ରାଜନଗର - ଧ୍ରୁବ ସାହୁ
ମହାକାଳପଡା - ଅତନୁ ସବ୍ୟସାଚ୍ଚୀ ନାୟକ
ପୁରୀ - ସୁନୀଲ ମହାନ୍ତି
ବ୍ରହ୍ମଗିରି - ଉମାକାନ୍ତ ସାମନ୍ତରାୟ
ସତ୍ୟବାଦୀ - ସଞ୍ଜୟ ଦାସବର୍ମା
ପିପିଲି - ରୁଦ୍ର ପ୍ରସାଦ ମହାରଥୀ
ଜଟଣୀ - ବିଭୂତି ବଳବନ୍ତରାୟ
ରଣପୁର - ସତ୍ୟନାରାୟଣ ପ୍ରଧାନ
ଦଶପଲ୍ଲା - ରମେଶ ଚନ୍ଦ୍ର ବେହେରା
ନୟାଗଡ - ଅରୁଣ ସାହୁ
ଭଞ୍ଜନଗର - ବିକ୍ରମ କେଶରୀ ଆରୁଖ
ପୋଲସରା - ଶ୍ରୀକାନ୍ତ ସାହୁ
କବିସୂର୍ଯ୍ୟନଗର - ଲତିକା ପ୍ରଧାନ
ଛତ୍ରପୁର - ସୁବାଷ ଚନ୍ଦ୍ର ବେହେରା
ସୋରଡା - ସଂଘମିତ୍ରା ସ୍ୱାଇଁ
ହିଞ୍ଜିଳି - ନବୀନ ପଟ୍ଟନାୟକ
ଗୋପାଳପୁର - ବିକ୍ରମ କୁମାର ପଣ୍ଡା
ଦିଗପହଣ୍ଡି - ବିପ୍ଲବ ପାତ୍ର
ଚିକିଟି - ଚିନ୍ମୟ ନନ୍ଦ ଶ୍ରୀରୂପଦେବ
କୋଟପାଡ - ଚନ୍ଦ୍ରଶେଖର ମାଝୀ
କୋରାପୁଟ - ରଘୁରାମ ପୋଡାଲ
ମାଲକାନଗିରି - ମାନସ ମାକାମ୍ବୀ
କାଶୀପୁର - ବଦ୍ରିନାରାୟଣ ପାତ୍ର
ପାଟଣା - ଜଗନ୍ନାଥ ନାୟକ


No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...