AFFILIATE MARKETING
Sunday, November 26, 2023
ଆଜିର ରାଶିଫଳ
ବାଇକ୍ ଚାବି ନ ଦେବାରୁ ମହିଳାଙ୍କୁ ହତ୍ୟା
Saturday, November 25, 2023
ଜଣେ ମହିଳାଙ୍କୁ 32 ଖଣ୍ଡରେ କଟା ଯାଇଥିବା ଖବର ଚାଞ୍ଚଲ୍ଯ ସୃଷ୍ଟି କରିଛି
ବୟସ୍କଙ୍କୁ ଜଗାଦର୍ଶନ ପାଇଁ ନଆସିବାକୁ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ପୁରୀ - (CNO) ସରକାରଙ୍କ ବିଚିତ୍ର ନୀତି, ଭିଡ଼ ପରିଚାଳନାରେ ଅପରଗତା ଲୁଚାଇବାକୁ ଧର୍ମୀୟ ବିଶ୍ବାସ ଉପରେ ଶକ୍ତ ପ୍ରହାର । ଲୋକଲୋଚନକୁ ଆସିଲା ରାଜ୍ୟ ସରକାରଙ୍କ ସନାତନ ବିରୋଧୀ ମାନସିକତା । ବୟସ୍କଙ୍କୁ ଜଗାଦର୍ଶନ ପାଇଁ ନଆସିବାକୁ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । କାର୍ତ୍ତିକମାସରେ ମାହାପ୍ରଭୁଙ୍କ ଦର୍ଶନ କରିବାକୁ ଦୂରଦୂରାନ୍ତରୁ ଧାଇଁଆସିଥାନ୍ତି ବୟସ୍କମାନେ । ଏହି ପରମ୍ପରା ଶହ ଶହ ବର୍ଷ ଧରି ଚାଲିଆସୁଛି । କାର୍ତ୍ତିକମାସ ଖାସ କରି ପଞ୍ଚକ ପାଞ୍ଚଦିନ ପ୍ରତିବର୍ଷ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଲାଗେ । ବହୁ ସଂଖ୍ୟାରେ ବୟସ୍କ ଆସି ମହାପ୍ରଭୁଙ୍କ ଦର୍ଶନ କରନ୍ତି । ତେବେ ଏବର୍ଷ ଭକ୍ତଙ୍କ ଭିଡ ପରିଚାଳନାରେ ବିଫଳ ଶ୍ରୀମନ୍ଦିର ପ୍ରଶାସନ ନିଜ ଅପାରଗତା କୁ ଲୁଚାଇବାକୁ ଧର୍ମୀୟ ଭାବନା ଭକ୍ତି ଉପରେ କରିଛି ପ୍ରହାର ।
ଖୋଦ୍ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୟସ୍କମାନଙ୍କୁ ଶ୍ରୀମନ୍ଦିର ନଆସି ଘରେ ରହି ମାହାପ୍ରଭୁଙ୍କୁ ଡାକିବାକୁ ପରାମର୍ଶ ଦେଇଛନ୍ତି । ଏହାକୁ ନେଇ ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା ତୀବ୍ର ପ୍ରତିକ୍ରିୟା । ଜଗାଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କର ଯନ୍ତ୍ରଣା ଦେଖି ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଆଜି ନିଜ ବ୍ୟଥା ପ୍ରକାଶ କରିଥିଲେ । ଧାଡ଼ିଦର୍ଶନରେ ଅବ୍ୟବସ୍ଥା ନେଇ କ୍ଷୋଭ ପ୍ରକାଶ କରିବା ସହ ରାଜ୍ୟ ଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଭକ୍ତଙ୍କର ଯନ୍ତ୍ରଣା ଅନୁଭବ କରୁବୋଲି କହିଛନ୍ତି ବିଶ୍ବଭୂଷଣ ହରିଚନ୍ଦନ ।
ଏ ସମ୍ପର୍କରେ ଜଗନ୍ନାଥଙ୍କ ଦର୍ଶନ ଶୃଙ୍ଖଳିତ, ଯନ୍ତ୍ରଣା ରହିତ ହେବା ଆବଶ୍ୟକ ଶୀର୍ଷକ ତାଙ୍କ ଆଲେଖ୍ୟ ମଧ୍ୟ ଖବରକାଗଜରେ ପ୍ରକାଶିତ ହୋଇଥିଲା । ଗୋଟିଏ ପଟେ ବାରମ୍ବାର ଦାବି ସତ୍ତ୍ବେ ଶ୍ରୀମନ୍ଦିର 4 ଦ୍ବାର ନଖୋଲି ଜାଣିଶୁଣି ଭକ୍ତଙ୍କ ଭିଡ ବୃଦ୍ଧିକୁ ପ୍ରୋତ୍ସାହନ ଦେଉଥିବା ବେଳେ ବୟସ୍କମାନଙ୍କୁ ମନ୍ଦିର ନଆସିବା ପାଇଁ କେଉଁ ମୁହଁରେ ପରାମର୍ଶ ଦେଉଛନ୍ତି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ମାତ୍ର ୪ ଦିନ ପରେ ଅନିର୍ଦ୍ଦିଷ୍ଟ କାଳ ଲାଗି ବିଧାନସଭା ମୁଲତବୀ
ଆସନ୍ତା କାଲି ରାଜସ୍ଥାନ ବିଧାନସଭା ପାଇଁ ନିର୍ବାଚନ
Friday, November 24, 2023
ଆଜିର ରାଶିଫଳ
ନିର୍ବାଚନ ପୂର୍ବରୁ ମିଳିଲା ଟଙ୍କାର ପାହଡ଼ ଗଦା ଗଦା ନୋଟ୍
ଆଜିର ରାଶିଫଳ
ଆଳି ସ୍ବାସ୍ଥ୍ୟକେନ୍ଦ୍ର ପାଇଖାନାରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର
Thursday, November 23, 2023
ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ
Wednesday, November 22, 2023
ଆଜିର ରାଶିଫଳ
ଦ୍ୱିତୀୟ ଦିନ ଚାଲି ପାରିଲାନି ବିଧାନସଭା
୨୬ ତାରିଖ ସୁଦ୍ଧା ଆଣ୍ତାମାନ ସାଗର ଅଞ୍ଚଳରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ
ଶସ୍ତା ଫ୍ଲାଟ୍ର ଚାବି ବାଣ୍ଟିଲେ ସରକାର
ଭିଜିଲାନ୍ସ ଜାଲରେ ପୋଲିସ ଏସଆଇ
Tuesday, November 21, 2023
ଆଜିର ରାଶିଫଳ
ଭାରତରେ କାର ନିର୍ମାଣ କରିପାରେ ଏଲନ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ ନିର୍ମାଣ କରୁଥିବା କମ୍ପାନୀ
ନୂଆଦିଲ୍ଲୀ (CNO) ଭାରତ ସରକାର ବିଶ୍ୱର ଏକ ନମ୍ବର ଧନୀ ଏଲନ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ ନିର୍ମାଣ କରୁଥିବା କମ୍ପାନୀ ଟେସଲା ସହିତ ବଡ଼ ଚୁକ୍ତି କରିବାର ନିକଟତର ହୋଇଛନ୍ତି। ଏହି ଚୁକ୍ତି ଅନୁଯାୟୀ ଟେସଲା ଭାରତକୁ ଏହାର କାର୍ ଆମଦାନୀ କରିବାକୁ ଅନୁମତି ପାଇବ ଏବଂ ଆଗାମୀ ଦୁଇ ବର୍ଷ ମଧ୍ୟରେ ଭାରତରେ ଏହାର କାର୍ ନିର୍ମାଣ ପାଇଁ ରାସ୍ତା ବାହାରିବ ବୋଲି ରିପୋର୍ଟରୁ ଜଣା ପଡିଛି।
ଜାନୁଆରୀ ମାସରେ ଗୁଜରାଟରେ ହେବାକୁ ଥିବା ‘ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମିଟ୍’ରେ ଏହି ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି। ଇଲେକ୍ଟ୍ରିକ୍ କାର୍ ଏବଂ ରପ୍ତାନି ପାଇଁ ସୁ-ପ୍ରତିଷ୍ଠିତ ଇକୋସିଷ୍ଟମ କାରଣରୁ ଗୁଜୁରାଟ, ମହାରାଷ୍ଟ୍ର ଏବଂ ତାମିଲନାଡୁର ରାଜ୍ୟକୁ କମ୍ପାନୀର କାରଖାନା ପାଇଁ ବିଚାରକୁ ନିଆଯାଉଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।
ଏହି ସମ୍ଭାବ୍ୟ ଚୁକ୍ତିନାମା ଅନୁଯାୟୀ ପ୍ରାରମ୍ଭିକ ପର୍ଯ୍ୟାୟରେ ଟେସଲା ଏହାର କାରଖାନା ନିର୍ମାଣ ପାଇଁ ପ୍ରାୟ ୨ ବିଲିୟନ ଡଲାର ଟଙ୍କା ନିବେଶ କରିପାରେ। ପରେ କମ୍ପାନ ଏହାର ଅଟୋ ପାର୍ଟ୍ସ ସବୁ ଭାରତରୁ କିଣିବା ପାଇଁ ୧୫ ବିଲିୟନ ଡଲାର ଖର୍ଚ୍ଚ କରିବ। ସେହିଭଳି ଆଗକୁ ଟେସଲା ଭାରତରେ ଏହାର ବ୍ୟାଟେରୀ ମଧ୍ୟ ନିର୍ମାଣ କରିପାରେ ।
ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନ ଥିବା ବେଳେ ଏହି ଯୋଜନାଗୁଡିକ ପରିବର୍ତ୍ତନ ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ l ଟେସଲା ସିଇଓ ଏଲନ୍ ମସ୍କ ପୂର୍ବରୁ ଜୁନ୍ ମାସରେ କହିଥିଲେ ଯେ କମ୍ପାନୀ ୨୦୨୪ ମସିହାରେ ଏକ ପରିଦର୍ଶନ ପାଇଁ ଭାରତରେ ଏକ ମହତ୍ଵପୂର୍ଣ୍ଣ ବିନିଯୋଗ କରିବାକୁ ଚାହୁଁଛି।
ବାହନଗା ଟ୍ରେନ୍ ଟ୍ରାଜେଡ଼ି ର ପୁନରାବୃତ୍ତି ହେବାରୁ ଅଳ୍ପକେ ବର୍ତ୍ତୀଲା ଟ୍ରେନ୍ର୍ ଦୁର୍ଘଟଣା
ଆସିଲା ଉତ୍ତରକାଶୀ ଟନେଲ୍ ଭିତରେ ଫସିଥିବା ଶ୍ରମିକଙ୍କ ପ୍ରଥମ ଭିଡ଼ିଓ
ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ
କେନ୍ଦ୍ରାପଡା ଜିଲ୍ଲା ମୋ ସେବା କେନ୍ଦ୍ର ଉଦ୍ୟୋଗୀ ସଂଘ ଗଠିତ
COASTAL NEWS
ପ୍ରେମରେ ଧୋକ୍କା ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ରାଜକନିକା ଅଞ୍ଚଳର ଇଞ୍ଜିନିୟର
Coastal news ଉପକୁଳ ସମାଚାର ପ୍ରେମରେ ଧୋକ୍କା ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ରାଜକନିକା ଅଞ୍ଚଳର ଇଞ୍ଜିନିୟର ଭୁବନେଶ୍ଵର, (CNO) : ପାର୍ବଣ ସମୟରେ ରାଜଧା...