*ଆଜିର ସମୟରେ (ଯୁଗରେ):-*
1 = ପରିବାର କମିଗଲା।
2 = ସମ୍ପର୍କ କମିଗଲା
3 = ନିଦ କମିଗଲା।
4 = କଥା ହେବା କମିଗଲା ।
5 = ପ୍ରେମ କମିଗଲା ।
6 = ପୋଷାକର କ୍ଷେତ୍ରଫଳ କମିଗଲା ।
7 = ମନୁଷ୍ୟର ଲାଜ-ସରମ କମିଗଲା।
8 = ମନୁଷ୍ୟର ସତ୍ୟକଥା କମିଗଲା।
9 = ମନୁଷ୍ୟର ସଭ୍ୟତା କମିଗଲା।
10 = ସନ୍ତାନ ଜନ୍ମ ହେବା କମିଗଲା ।
11 = ଘର ଖାଦ୍ୟ ଖାଇବା କମିଗଲା।
12 = ବହି ପଢ଼ିବା କମିଗଲା।
13 = ଭାଇ-ଭାଇ ଭଲପାଇବା କମିଗଲା।
15 = ଚଲା-ବୁଲା କରିବା କମିଗଲା।
16 = ରାତ୍ରିରେ ନିଦ୍ରା କମିଗଲା।
17 = ଘି, ଲହୁଣୀ ଖାଇବା କମିଗଲା ।
18 = ତମ୍ବା, ପିତ୍ତଳ, କଂସା ବାସନ ବ୍ୟବହାର କମିଗଲା।
19 =ସଂସାରରେ ସୁଖ କମିଗଲା ।
20 = ଘରକୁ ଅତିଥି ଆସିବା
କମିଗଲା।
21 = ପାରିବାରିକ ମନର ମିଳନ କମିଗଲା ।
22 = ତ୍ୟାଗ ଭାବ କମିଗଲା।
23 = ପଡୋଶୀଙ୍କ ସହ ସମ୍ପର୍କ କମିଗଲା।
24 = ଗୁରୁଜନଙ୍କ ପ୍ରତି ସମ୍ମାନ କମିଗଲା ।
25= ମନୁଷ୍ୟର ମାନବିକତା କମିଗଲା।
26= ଅନ୍ୟକୁ ସହଯୋଗ କରିବା କମିଗଲା।
*କିଛି ବଢ଼ିଛି ମଧ୍ୟ*
1 = ମା' ଙ୍କ ଅପେକ୍ଷା ଶାଶୁଙ୍କ ଉପରେ ପ୍ରେମ ବଢିଗଲା ।
2 = ଭଉଣୀ ଅପେକ୍ଷା ଶାଳୀଙ୍କ ଉପରେ ଅଧିକ ପ୍ରେମ ବଢିଗଲା ।
3 = ଭାଇଙ୍କ ଅପେକ୍ଷା ଶଳାଙ୍କ ଉପରେ ଅଧିକ ନିର୍ଭର ବଢିଗଲା ।
4 = ଟଙ୍କା ବଢ଼ିଗଲା କିନ୍ତୁ ତା ଠୁ ଅଧିକ ଚିନ୍ତା ବଢିଗଲା ।
5 = (ଫାଷ୍ଟ ଫୁଡ୍, ଓ ଜଂକ୍ ଫୁଡ୍ ବଢିଗଲା )ତା ପାଈଁ ରୋଗ ମଧ୍ୟ୍ୟ ବଢିଗଲା ।
6 = ବଡ଼ ବଡ଼ ଘର ବଢିଗଲା କିନ୍ତୁ କମ ଆୟୁରେ ମୃତ୍ୟୁ ମଧ୍ୟ୍ୟ ବଢିଗଲା ।
7 = ମିଛ-ପାପ ବଢିଗଲା।
8 = ମଶା ବଢ଼ିଗଲେ।
9 = ନଗ୍ନତା ବଢିଗଲା।
10 = ଦୁଷ୍କର୍ମ ବଢ଼ିଗଲା।
11= ଈର୍ଷ୍ୟା-କ୍ରୋଧ ବଢ଼ିଗଲା।
12= ଆନନ୍ଦ / ଖୁସି /ସୁଖ ଘର ଭିତରେ ନୁହଁ, ଘର ବାହାରେ ଖୋଜିବା ବଢିଗଲା ।
13= ସତରେ ନୁହେଁ ସେଲ୍ଫି ଫୋଟ ରେ ସୁନ୍ଦର ଦିଶିବା ବଢିଗଲା ।
14= ଅନ୍ୟ କୁ ଈର୍ଷା କରିବା ବଢିଲା।
15=ପ୍ରଚୁର ପରିମାଣରେ ପନି ପରିବା ଥାଇଁ ମଧ୍ୟ୍ୟ ଜୀବଜନ୍ତୁ ହତ୍ୟା କରି ଖାଇବା ବଢିଗଲା ।
*ତେଣୁ ଚେଷ୍ଟା କରିବା ଘର, ପରିବାର ଓ ବନ୍ଧୁ ମାନଙ୍କ ପ୍ରତି ଅଧିକ ଯତ୍ନବାନ୍ ହେବା ସମସ୍ତ ଙ୍କ ସହିତ ଉତ୍ତମ ସମ୍ପର୍କ ରଖିବା*।
Today's Sad Reality of our Society 👍
No comments:
Post a Comment