AFFILIATE MARKETING

https://binomo.com?a=90810425bb57&t=0

Tuesday, December 30, 2025

ବାବା ଅଭିରାମ


ଦେ ମୋତେ ବାଇଆ କରି, 
ଆରେ ମୋର ବାଇଆ ଉଚ୍ଚା ।
ଛାଡିବି ମୁଁ ଲଙ୍ଗଳା ହୋଇ (ଦୁ) 
ତାଳିମାରି ଦେଖିବୁ ମଜା 

ଆହେ ମୋର ବନବିହାରୀ, 
ମୋତେ ଦିଅ ଲଙ୍ଗଳା କରି ।

ସଂସାରର ଭୂଷଣମାନ 
ତୁମ୍ଭ ଲାଗି କରିବି ତେଜା.        
     
ମନ୍ତ୍ର କ୍ରିୟା ହୀନ ମୋହର, 
ଭକ୍ତି ନାହିଁ ତୁମ ପୟର

ତୁମ୍ଭ ଘରେ ନାହିଁ ଭାତ 
କହିବାକୁ ଲାଗୁଛି ଲଜ୍ଜା

ତୁମ୍ଭେ ଭୋକ୍ତା ମୁଁ ଅଟେ ବଟୁ, 
ଭାବେ ଦେଲେ ସକଳ ଚାଟୁ

ଏହି କାରଣରୁ ହେ ନାଥ 
କରି ଦିଅ ମୋତେ ଅପୂଜା
ଅଷ୍ଟ ଅଳଙ୍କାରେ ମଣ୍ଡିତ, 
ମୁହିଁ କରିବି ନୃତ୍ୟ ବଜା ।


ଲତା ଅଭ୍ୟନ୍ତରେ ରହି ତୁ,
 ମୃଦୁ ମୃଦୁ ମୁରଲୀ
ଅଭିରାମ ବାଇଆ ବର, 

ରସରାଜ ମୁରଲୀଧର ।


ଛନ୍ଦା ପାଦେ ଜୀବନକୁ ମୁଁ, ବନ୍ଧା ଦେଇ ବଜାଏ ବାଜା ॥ 
||

No comments:

COASTAL NEWS

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ

ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍‌ ସଫଳ ସ୍କାଏରୁଟ୍‌ ଏରୋସ୍ପେଶ ପକ୍ଷରୁ ନିର୍ମିତ ବିକ୍ରମ-୧କୁ ଲଞ୍ଚ କଲା ଇସ୍ରୋ ସ୍କାଏରୁଟ୍‌ ଏରୋସ୍ପେଶ ଟିମ୍‌ କୁ ଶୁଭେଚ୍ଛ...