AFFILIATE MARKETING

https://binomo.com?a=90810425bb57&t=0

Thursday, December 18, 2025

ଦୁଷ୍କର୍ମ ମାମଲାର ସମାଧାନ ପାଇଁ ଲାଞ୍ଚ ନେଉଥିଲେ ଆଇଆଇସି

ଥାନାରେ ଭିଜିଲାନ୍ସ ଟିମ୍‌ର ଚଢାଉ

ଲକ୍ଷ୍ମୀପୁର, ୧୮/୧୨: ଭିଜିଲାନ୍ସ ଜାଲରେ ମହିଳା ଆଇଆଇସି। କୋରାପୁଟ ଜିଲ୍ଲାର ଦଶମନ୍ତପୁର ଥାନା ଆଇଆଇସି ଏକ ଦୁଷ୍କର୍ମ ମାମଲାରେ ସମାଧାନ ପାଇଁ ଲାଞ୍ଚ ନେବା ବେଳେ‌ ତାଙ୍କୁ ଧରିଲା ଭିଜିଲାନ୍ସ। ଆଇଆଇସି ସୁକମା ହାଁସଦା ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଲେ।

ପୂର୍ବ ଯୋଜନା ମୁତାବକ, ଦଶମନ୍ତପୁର ଥାନାରେ ଭିଜିଲାନ୍ସ ଟିମ୍‌ର ଜାଲରେ ଫସିଥିଲେ ଆଇଆଇସି। ଭିଜିଲାନ୍ସ ଥାନା ଗେଟ୍ ବନ୍ଦ କରି ଭିତରେ ଥିବା ସୂଚନା ମିଳିଛି। ଦଶମନ୍ତପୁର ଥାନା ଭିତରେ IICଙ୍କୁ ଜୟପୁର ଭିଜିଲାନ୍ସ ଟିମ ପଚରାଉଚରା କରୁଛି।

No comments:

COASTAL NEWS

ଶ୍ରୀମଦ୍ ଭାଗବତପ୍ରଥମ ସ୍କନ୍ଧ — ତୃତୀୟ ଅଧ୍ୟାୟ ଅବତାର ଚରିତ

ଶ୍ରୀମଦ୍ ଭାଗବତ ପ୍ରଥମ ସ୍କନ୍ଧ — ତୃତୀୟ ଅଧ୍ୟାୟ ଅବତାର ଚରିତ ସୂତ ଉବାଚ ସୂତ କହନ୍ତି ଶୁଦ୍ଧ ଚିତ୍ତେ । ହରଷେ ମୁନିଙ୍କ ଅଗ୍ରତେ ॥ ଶୁଣ ସକଳ ମୁନି...