AFFILIATE MARKETING

https://binomo.com?a=90810425bb57&t=0

Thursday, December 18, 2025

ଦୁଷ୍କର୍ମ ମାମଲାର ସମାଧାନ ପାଇଁ ଲାଞ୍ଚ ନେଉଥିଲେ ପୋଲିସ ବାବୁ

ଥାନାରେ ଭିଜିଲାନ୍ସ ଟିମ୍‌ର ଚଢାଉ

ଲକ୍ଷ୍ମୀପୁର, ୧୮/୧୨: ଭିଜିଲାନ୍ସ ଜାଲରେ ଆଇଆଇସି। କୋରାପୁଟ ଜିଲ୍ଲାର ଦଶମନ୍ତପୁର ଥାନା ଆଇଆଇସି ଏକ ଦୁଷ୍କର୍ମ ମାମଲାରେ ସମାଧାନ ପାଇଁ ଲାଞ୍ଚ ନେବା ବେଳେ‌ ତାଙ୍କୁ ଧରିଲା ଭିଜିଲାନ୍ସ। ଆଇଆଇସି ସୁକମା ହାଁସଦା ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଲେ।

ପୂର୍ବ ଯୋଜନା ମୁତାବକ, ଦଶମନ୍ତପୁର ଥାନାରେ ଭିଜିଲାନ୍ସ ଟିମ୍‌ର ଜାଲରେ ଫସିଥିଲେ ଆଇଆଇସି। ଭିଜିଲାନ୍ସ ଥାନା ଗେଟ୍ ବନ୍ଦ କରି ଭିତରେ ଥିବା ସୂଚନା ମିଳିଛି।

No comments:

COASTAL NEWS

ଚଳିତ ବର୍ଷର ବନ୍ୟା କ୍ଷୟକ୍ଷତିର ଚୂଡାନ୍ତ ଆକଳନ ଏବଂ କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ବିସ୍ତୃତ ସମୀକ୍ଷା

ଚଳିତ ବର୍ଷର ବନ୍ୟା କ୍ଷୟକ୍ଷତିର ଚୂଡାନ୍ତ ଆକଳନ ଏବଂ କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ବିସ୍ତୃତ ସମୀକ୍ଷା ପ୍ରାୟ ସମସ୍ତ ଜିଲ୍ଲାରେ କ୍ଷତିପୂରଣ ବଣ୍...