AFFILIATE MARKETING
Friday, January 12, 2024
ସଂକ୍ଷିପ୍ତ ସମ୍ବାଦ

Thursday, January 11, 2024
ପରଲୋକରେ ରାଜମାତା
ଆଳି - (CNO) ଆଳିର ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଦେବଙ୍କ ମା’ ସୁଶ୍ରୀ ଦେବୀଙ୍କର ୧୦ ତାରିଖ ବୁଧବାର ଅପରାହ୍ନରେ ରେ ପରଲୋକ ହୋଇଯାଇଛି । କଟକ ସ୍ଥିତ ବାସ ଭବନରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।
୧୯୫୦ ମସିହାରେ ଅକ୍ଟୋବର ୧୦ ତାରିଖରେ ଜନ୍ମ ଗ୍ରହଣ କରିଥିବା ସୁଶ୍ରୀ ଦେବୀ। ୧୯୭୧ରେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୧୯୯୦ ମସିହାରେ ଜନତା ଦଳରୁ ଆଳି ନିର୍ବାଚନ ମଣ୍ଡଳୀରୁ ଲଢ଼ିଥିଲେ। ସେ କଂଗ୍ରେସର ଦୋଳଗୋବିନ୍ଦ ନାୟକଙ୍କୁ ପରାସ୍ତ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୦ରୁ ୧୯୯୫ ମସିହା ପର୍ଯ୍ୟନ୍ତ ବିଧାୟକ ଭାବେ ରହିଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ରାଜ୍ୟସଭାର ସାଂସଦ ହୋଇଥିଲେ। ୨୦୦୨ରୁ ୨୦୦୮ ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟା ରହିଥିଲେ।
ଦିବଂଗତା ରାଜାମାତା ସୁଶ୍ରୀ ଦେବୀ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ସ୍ୱର୍ଗତ ରାଜା ସାହେବ ଶରତ ଦେବଙ୍କ ପତ୍ନୀ ଏବଂ ଓଡିଶା ଶିଳ୍ପ, ଶକ୍ତି ଏବଂ ଏମଏସଏମଇ ମନ୍ତ୍ରୀ ପ୍ରତାପ ଦେବଙ୍କ ମାତା। ସାଂସଦ ଭାବରେ କାର୍ଯ୍ୟ କରିବା ସମୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସଦ କମିଟିର ସଦସ୍ୟା ଥିଲେ।
ଆଳି ରାଜମାତା ସୁଶ୍ରୀ ଦେବୀ (10 ଅକ୍ଟୋବର 1950 - 10 ଜାନୁଆରୀ 2024) ବିଜୁ ଜନତା ଦଳର ଜଣେ ଭାରତୀୟ ରାଜନେତା ଥିଲେ ଏବଂ ଭାରତୀୟ ସଂସଦର ଉପର ଗୃହରେ ରାଜ୍ୟସଭାରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଥିବା ଭାରତ ସଂସଦର ସଦସ୍ୟା ଥିଲେ।
ଓଡିଶା ରାଜନୈତିକ ଇତିହାସରେ ସ୍ଵର୍ଣ୍ଣ ଅକ୍ଷର ରେ ଲିପିବଦ୍ଧ ହୋଇ ରହିବ ଜଣେ ସଫଳ ରାଜନେତା ଭାବେ ମହୀୟସୀ ନାରୀନେତ୍ରୀ ସୁଶ୍ରୀ ଦେବୀଙ୍କ ନାମ l କ୍ଷମତାରେ ଥିବା ବେଳେ ନିଜ ନିର୍ବାଚନମଣ୍ଡଳୀ ର ଉନ୍ନତି ପାଇଁ ଦଳମତ କୁ ଗୁରୁତ୍ଵ ନଦେଇ ନିର୍ବାଚନମଣ୍ଡଳୀ ରେ ବହୁ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରାଇଥିଲେ ଓ ଦଳମତ ନିର୍ବିଶେଷରେ ଗରିବ ଓ ଅବହେଳିତ ବର୍ଗର ଉନ୍ନତିକଳ୍ପେ କାର୍ୟ କରୁଥିଲେ l ଦୁର୍ନୀତିମୁକ୍ତ ସୁସ୍ଥ ପ୍ରଶାସନ ଦେବାକୁ ପ୍ରୟାସ କରି ସେ ବିରୋଧର ସମ୍ମୁଖୀନ ହୋଇଥିଲେ କିନ୍ତୁ ଥରେ ନିଷ୍ପତ୍ତି ନେବାପରେ ପଛକୁ ଫେରିବା ତାଙ୍କ ନୀତି ବିରୋଧୀ ଥିଲା l ଭୋଟ ସର୍ବସ୍ଵ ରାଜନୀତି କୁ ସେ ଅନୁସରଣ କରିନଥିଲେ l ମମତାମୟୀ ମା ଭାବେ ସେ ଆଳି ବାସୀଙ୍କ ହୃଦୟରେ ସର୍ବଦା ଉଜ୍ଜୀବିତ ରହିବେ l
10 ରେ ଆରମ୍ଭ 10 ରେ ଶେଷ l ଶେଷରେ ଆଳି ବାସୀଙ୍କୁ ନିଜ ସ୍ନେହ ଶ୍ରଦ୍ଧା ଓ ଆଶିର୍ବାଦ ରୁ ବଞ୍ଚିତ କରି ରାଜମାତା ସୁଶ୍ରୀ ଦେବୀ 10 ଜାନୁଆରୀ 2024 ରେ 73 ବର୍ଷ ବୟସରେ ଇହଲୋକ ସମ୍ବରଣ କରି ବୈକୁଣ୍ଠକୁ ପ୍ରାପ୍ତି କରିଛନ୍ତି l

Monday, January 8, 2024
ମୃତ ଡ୍ରାଇଭରଙ୍କ ପରିବାରକୁ ମିଳିଲା ଅନୁକମ୍ପା ରାଶି

Sunday, January 7, 2024
ଭିତରକନିକାରେ ମେଳି ବାନ୍ଧୁଛନ୍ତି ବିଦେଶୀ ପକ୍ଷୀ 16 ବର୍ଷ ମଧ୍ୟରେ ସର୍ବାଧିକ

ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନ

ଆଜିର ରାଶିଫଳ

ପ୍ରକାଶ ପାଇଲା ଭୋଟର ତାଲିକା

Saturday, January 6, 2024
ସ୍ଥଗିତ ରହିବ ନାହିଁ ଡ୍ରାଇଭର ଆନ୍ଦୋଳନ

ଆଜିର ରାଶିଫଳ

Friday, January 5, 2024
ଠାକୁର ଅଭିରାମ ପରମହଂସ ଦେବଙ୍କ ଭକ୍ତ ସମ୍ମିଳନୀ

ଆଳିରେ ମିଶନ ଶକ୍ତି ଏମ୍ ବି କେ ମହିଳାମାନଙ୍କୁ କମ୍ପ୍ୟୁଟର ଶିକ୍ଷାଦାନ

ଆଜିର ରାଶିଫଳ

ସମଲିଙ୍ଗୀ ସମ୍ପର୍କରୁ ହତ୍ୟା ! ଚାଲିଗଲା ଯୁବକଙ୍କ ଜୀବନ Transgender man held for brutal morder

Thursday, January 4, 2024
ଘନ କୁହୁଡି ହେଉଛି କାଳ ରାସ୍ତା ପାଲଟୁଛି ମରଣଯନ୍ତା

ହତ୍ୟା ଆଉ ପ୍ରତିଶୋଧ KILLING A BLACKMAILER GIRLFRIEND ବ୍ଲାକ୍ମେଲ କରୁଥିଲା ମଡେଲ ଗର୍ଲଫ୍ରେଣ୍ଡ ! ଗୁଳିକରି ଉଡ଼ାଇଦେଲା ଗ୍ୟାଙ୍ଗଷ୍ଟର ବୟଫ୍ରେଣ୍ଡ

ହୋଟେଲ ରୁମ୍ରେ IIT ଛାତ୍ରୀଙ୍କ ମୃତଦେହ, ତଦନ୍ତ କରୁଛି ପୁଲିସ IIT-Guwahati student from Telangana found dead in hotel room after New Year party
ହୋଟେଲ ରୁମ୍ରେ IIT ଛାତ୍ରୀଙ୍କ ମୃତଦେହ, ତଦନ୍ତ କରୁଛି ପୁଲିସ
IIT-Guwahati student from Telangana found dead in hotel room after New Year party

No more blood will be sold କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆଉ ବିକ୍ରି ହେବନି ବ୍ଲଡ୍

ବୋଲେରୋ ଓଲଟି ୭ ଗୁରୁତର ଜଣେ ଆଶାକର୍ମୀଙ୍କ ମୃତ୍ୟୁ

Wednesday, January 3, 2024
ନୂଆବର୍ଷରେ ପାଇଁ ବୌଦ୍ଧରେ ପର୍ଯ୍ୟଟକଙ୍କ ଭିଡ, ମୁଖ୍ୟ ଆକର୍ଷଣ 'ଅକ୍ସି ଟୁରିଜିମ'

ନିଯୁକ୍ତି ସୂଚନା

ବୟଫ୍ରେଣ୍ଡ ସହ ବୁଲିବା ହେଲା କାଳ, ଗଣ ଦୁଷ୍କର୍ମର ଶିକାର ହେଲେ ନାବାଳିକା ୧୧ ଅଭିଯୁକ୍ତ ଗିରଫ

COASTAL NEWS
ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି
ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ବିଜେପିର ଆକ୍ସନ ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି ଭୁବନେଶ୍ୱର, ୦୧/୦୭: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହ...
