AFFILIATE MARKETING

https://binomo.com?a=90810425bb57&t=0

Tuesday, May 6, 2025

ଦୁର୍ଘଟଣା ପୀଡ଼ିତଙ୍କ ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର

ତୁରନ୍ତ ମିଳିବ ନଗଦ ବିହୀନ ଚିକିତ୍ସା

ଜାଣନ୍ତୁ କେତେ ଟଙ୍କା ପର୍ଯ୍ୟନ୍ତ ପାଇବେ ଚିକିତ୍ସା ସୁବିଧା

ନୂଆଦିଲ୍ଲୀ, ୦୬/୦୫: ଦେଶରେ ସଡ଼କ ଦୁର୍ଘଟଣାରେ ଆହତ ହେଲେ ତୁରନ୍ତ ମିଳିବ ନଗଦ ବିହୀନ ଚିକିତ୍ସା। ଏ ନେଇ କେନ୍ଦ୍ର ସରକାର ମଙ୍ଗଳବାର ଏକ ଯୋଜନା ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଗତ ଜାନୁୟାରୀ ମାସ ୮ ତାରିଖରେ ଏହି ବିଷୟରେ ଘୋଷଣା କରିଥିଲେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ।

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ, ସଡ଼କ ଦୁର୍ଘଟଣା ପୀଡ଼ିତଙ୍କ କ୍ୟାସଲେସ୍ ଚିକିତ୍ସା ଯୋଜନା, ୨୦୨୫ ଅଧୀନରେ ଜଣେ ପୀଡ଼ିତ ଦୁର୍ଘଟଣା ଘଟିବା ପରେ ଯେକୌଣସି ନିର୍ଦ୍ଦିଷ୍ଟ ଡାକ୍ତରଖାନାରେ କ୍ୟାସଲେସ୍ ଚିକିତ୍ସା ପାଇ ପାରିବେ। ଦେଶର ଯେକୌଣସି ସ୍ଥାନରେ ଦୁର୍ଘଟଣା ଘଟିଲେ ବି ଏହି ସୁବିଧା ମିଳିବ। ମେ ୫, ୨୦୨୫ରୁ ଏହା କାର୍ଯ୍ୟକାରୀ ହୋଇଛି।

No comments:

COASTAL NEWS

ଚାଷୀଙ୍କ ଖାତାକୁ ସିଏମ -କିଷାନ ଟଙ୍କା — ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ପଦକ୍ଷେପ

ଚାଷୀଙ୍କ ଖାତାକୁ ସିଏମ -କିଷାନ ଟଙ୍କା — ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ପଦକ୍ଷେପ ନମସ୍କାର। ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ଉପସ୍ତାପକ ଶ...