AFFILIATE MARKETING

https://binomo.com?a=90810425bb57&t=0

Thursday, May 15, 2025

ABDOଙ୍କ ଘରେ ଭିଜିଲାନ୍ସ ରେଡ୍ଆୟକୁ ଅଧିକ ସମ୍ପତ୍ତି ଅର୍ଜିତ

ଆୟକୁ ଅଧିକ ସମ୍ପତ୍ତି ଅର୍ଜିତ

ଭୁବନେଶ୍ୱର, ୧୫/୦୫: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ (ଏବିଡିଓ) ଅସିତ କୁମାର ପାତ୍ରଙ୍କ ଘରେ ଚଢ଼ାଉ କରାଯାଇଛି। ଆୟ‌ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ସମ୍ପତ୍ତି ଉପରେ ଚଢ଼ାଉ କରାଯାଇଛି। ଏବିଡିଓଙ୍କ ଅଫିସ ସମେତ ଯାଜପୁର, କଟକ, ଭୁବନେଶ୍ୱର ଓ ଭଦ୍ରକର ୭ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ।

ଏହି ଚଢ଼ାଉରେ ୮ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଗଠିତ ଏକ ଟିମ୍ ସାମିଲ ଅଛନ୍ତି।

ଯାଜପୁର ରୋଡ୍ ର କହ୍ନେଇପୁର ନିକଟସ୍ଥ ଚୋରଡ଼ାଠାରେ ଥିବା ଏକ ୪ ମହଲା କୋଠା, କଟକର ଚାଉଳିଆଗଞ୍ଜସ୍ଥିତ ମେଟ୍ରୋ ଆଭେନ୍ୟୁ ଆପାର୍ଟମେଣ୍ଟରେ ଥିବା ତାଙ୍କ ଫ୍ଲାଟ୍, ଯାଜପୁରର ସୁନ୍ଦରୀମୁହାଣ ନିକଟ ଗରଦେଶ୍ୱରସ୍ଥିତ ତାଙ୍କ ପୈତୃକ ଘର, ଭଦ୍ରକ ସାନବନସ୍ତରେ ତାଙ୍କ ସମ୍ପର୍କୀୟଙ୍କ ଘର, ଯାଜପୁର ଧର୍ମଶାଳା ବ୍ଲକସ୍ଥିତ ତାଙ୍କ ସରକାରୀ କ୍ୱାର୍ଟର, ଧର୍ବ୍ଲମଶାଳାରେ ଥିବା ତାଙ୍କ କାର୍ଯ୍ୟାଳୟ ଏବଂ ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ଏକ ବାସଗୃହ ପ୍ଲଟ୍ ଉପରେ ଚଢ଼ାଉ ଚାଲିଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...