AFFILIATE MARKETING

https://binomo.com?a=90810425bb57&t=0

Wednesday, May 28, 2025

ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ବିଜ୍ଞପ୍ତି ଜାରି କଲା ଗୃହ ବିଭାଗ

ଭୁବନେଶ୍ୱର, ୨୭/୦୫: ଆଜି ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଓଡ଼ିଶା ମହାନଗର ନିଗମ ଅର୍ଥ ସେବା, ଓଡ଼ିଶା ରାଜସ୍ବ ସେବା, ଓଡ଼ିଶା ପ୍ରଶାସନିକ ସେବା ଓ ଓଡ଼ିଶା ପୌର ପ୍ରଶାସନିକ ସେବା ଅଧିକାରୀଙ୍କୁ ବଦଳି କରି ନୂଆ ଦାୟିତ୍ବ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଏ ନେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

 

ନିମ୍ନଲିଖିତ ଓଏଏସ ଅଫିସରଙ୍କ ବିଭିନ୍ନ ପଦବୀକୁ ବଦଳି କରାଯାଇଛି।

• ଅବିନାଶ ମିଶ୍ର- ଦିଗପହଣ୍ଡି ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ

• ଜ୍ଞାନଜିତ ତ୍ରିପାଠୀ- କୋରାପୁଟ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ

• ସୁବର୍ଣ୍ଣପୁର ଉପଜିଲ୍ଲାପାଳ ମାନସ ରଞ୍ଜନ ଭୋଇ- ବିନିକା ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ

• ପ୍ରଦୀପ କୁମାର ପାଢ଼ୀ- ବ୍ୟାସନଗର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ

• ଭଦ୍ରକ ଜିଲ୍ଲାପାଳଙ୍କ ସହକାରୀ ଜିଲ୍ଲାପାଳ ସୁଧାଂଶୁ ମୋହନ ସ୍ୱାଇଁ- ବାସୁଦେବପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ

• ପୁରୀ ପିପିଲିର ଅତିରିକ୍ତ ତହସିଲଦାର ନିହାର ରଞ୍ଜନ ବେହେରା- ଓଡ଼ଗାଁ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ

• ମନୋରଞ୍ଜନ ସୁନା- କୁଚିଣ୍ଡା ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ

• କମଳେଶ ମହାନ୍ତି- କୋଟପାଡ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ

• ରଂଜନ କୁମାର ମାର୍ଥା- ରାଇରାଖୋଲ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ

• ହରିଓମ ଭୋଇ- ସମ୍ବଲପୁର ମ୍ୟୁନିସିପାଲିଟିର ଡେପୁଟି କମିସନର

• ବ୍ରହ୍ମପୁର ବିଇଏମସିର ସହକାରୀ କମିଶନର ନରେନ୍ଦ୍ର ପ୍ରଧାନ- ଅତାବିରା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ

• ପୁରୀ ପୌରପାଳିକାର ଏନଫୋର୍ସମେଣ୍ଟ ଅଫିସର ଲିପ୍ସା ରାୟ- ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ଡେପୁଟି କମିଶନର

• ସ୍ୱାଧୀନ କୁମାର ବିଶ୍ୱାଳ- ପୁରୀ ପୌରପାଳିକାର ଏନଫୋର୍ସମେଣ୍ଟ ଅଫିସର

• କଟକ ସିଏମସିର ଏନଫୋର୍ସମେଣ୍ଟ ଅଫିସର ରୋହିତ କାନ୍ତି ଦାସ- ପୁରୀ ପୌରପାଳିକାର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ

• କଟକ ସିଏମସିର ସହକାରୀ କମିଶନର ସୁମନ୍ତ ଭୋଇ- କଣ୍ଟାବାଞ୍ଜି ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ

• ଭୁବନେଶ୍ୱର ବିଏମସିର ସହକାରୀ କମିଶନର ବିଶାଲ ଗୌରବ ମଲ୍ଲିକ- କବିସୂର୍ଯ୍ୟନଗର ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ

• ଜୟପୁର ପୌରପାଳିକାର ଅତିରିକ୍ତ ଅଧିକାରୀ କୃତିବାସ ସାହୁ- ନୂଆପଡ଼ା ଏନ୍ଏସିନିର୍ବାହୀ ଅଧିକାରୀ

• ସ୍ମୃତି ରଞ୍ଜନ ସାହୁ- ତୁସୁରା ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ

• ନବରଙ୍ଗପୁର ପୌରପାଳିକା ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି- ଫୁଲବାଣୀ ପୌରପାଳିକାର ନିର୍ବାହୀ ଅଧିକାରୀ

• ସୁଜିତ କୁମାର ଚୌଧୁରୀ- ସୁନାବେଡ଼ା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ

• ବଲାଙ୍ଗୀର ପୌରପାଳିକାର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ଦୋରା- ବାଲିମେଳା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ

• ସାମନ୍ତ ବିଶ୍ୱମ୍ବର ମହାପାତ୍ର- ଗୃହ ଏବଂ ଉନ୍ନୟନ ବିଭାଗ

• ଦେବାଶିଷ ବେହେରା- ପୁରୀ କୋଣାର୍କ ଡେଭଲପମେଣ୍ଟ ଅଥରିଟି ଓଏସଡି

• ଭିକ୍ଟର ସୋରେଙ୍ଗ- ସମ୍ବଲପୁର ଏସ୍ଏମ୍ସିର ଡେପୁଟି କମିସନର

• ବିଶ୍ବମ୍ବର ମିଶ୍ର- ଧର୍ମଗଡ଼ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ

• କିରଣ ବେହେରା- ଧର୍ମଗଡ଼ ଏନ୍ଏସି ରାଜଗାଙ୍ଗପୁର ପୌରପାଳିକା।

• ପ୍ରତୀକ ରଥ- ଭବାନୀପାଟଣା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ

• ଗୌରବ ପ୍ରଧାନ- ବେଲପାହାଡ଼ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ

• ବିଜନା ବିଭୂଦତ୍ତ ସାହୁ- ବିଜେପୁର ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ

• ରଣପୁର ଏନଏସିନିର୍ବାହୀ ଅଧିକାରୀ ରଞ୍ଜନ କୁମାର ଦାସ- ପଟ୍ଟାମୁଣ୍ଡାଇ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ

• ଅଶୋକ କୁମାର କର୍ଣ୍ଣ- ନବରଙ୍ଗପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ

• ଜୁବୁଲି ଚରଣ ବେହେରା- କଟକ ସିଏମସିର ଡେପୁଟି କମିଶନର

• ସୁକାନ୍ତ ଚନ୍ଦ୍ର ବେଉରା- ହିଞ୍ଜିଳିକଟ ଏନ୍ଏସିର ପୌର ନିର୍ବାହୀ ଅଧିକାରୀ

• କୋଟପାଡ଼ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ପୂଜା ରାଉତ- ଜୟପୁର ପୌରପାଳିକାର ଅତିରିକ୍ତ ନିର୍ବାହୀ ଅଧିକାରୀ

• ବାଙ୍କୀ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ପଦ କୁମାର ସ୍ୱାଇଁ- କଟକ ସିଡିଏର ଅତିରିକ୍ତ ଭୂମି ଅଧିକାରୀ

• ପଟ୍ଟାମୁଣ୍ଡାଇ ପୌରପାଳିକା ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ- ବାଙ୍କୀ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...