AFFILIATE MARKETING

https://binomo.com?a=90810425bb57&t=0

Wednesday, May 21, 2025

ତ୍ରି-ସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ

ତ୍ରି-ସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ

ଜୁନ୍ ୨୩ରେ ହୋଇଥାନ୍ତା ଉପନିର୍ବାଚନ

ଭୁବନେଶ୍ୱର, ୨୧/୦୫: ରାଜ୍ୟରେ ହେବାକୁ ଥିବା ତ୍ରି-ସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖିଛନ୍ତି ନିର୍ବାଚନ କମିଶନ। ରାଜ୍ୟରେ ମୌସୁମୀ ଶୀଘ୍ର ଆଗମନକୁ ଦୃଷ୍ଟିରେ ରଖି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି ବୋଲି ରାଜ୍ୟ ନିର୍ବାଚନ କମିଶନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆଗୁଆ ମୌସୁମୀ ଯୋଗୁଁ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିପାରେ ଏବଂ ଭୋଟରଙ୍କୁ ଅସୁବିଧାରେ ପକାଇବାର ସମ୍ଭାବନା ଥିବାରୁ ଉପନିର୍ବାଚନ ସ୍ଥଗିତ ରଖାଯାଇଛି।

୧୦୪୩ ୱାର୍ଡ ମେମ୍ବର, ୪୩ଟି ସରପଞ୍ଚ, ୪୦ଟି ପଞ୍ଚାୟତ ସମିତି ସଭ୍ୟ ଓ ୫ଟି ଜିଲ୍ଲା ପରିଷଦ ସଭ୍ୟ ଆସନ ପୂରଣ ପାଇଁ ଜୁନ ୨୩ ତାରିଖରେ ଉପନିର୍ବାଚନ ହେବାର ଥିଲା। ଏଥିପାଇଁ ମେ’ ୨୬, ୨୮, ୨୯, ୩୦ ଏବଂ ୩୧ ତାରିଖରେ ପ୍ରାର୍ଥିପତ୍ର ଦାଖଲ ହୋଇଥାନ୍ତା। ଜୁନ୍‌ ୨୩ରେ ଭୋଟ ହୋଇ ୨୪ରେ ଭୋଟ ଗଣତି ହୋଇଥାନ୍ତା।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...