AFFILIATE MARKETING
Wednesday, November 29, 2023
ଆମ ବ୍ୟାଙ୍କ ସେବା
ସଫଳ ହେଲା ଉଦ୍ଧାର କାର୍ଯ୍ୟ ଟନେଲରୁ ବାହାରିଲେ ୪୧ ଜଣ ଶ୍ରମିକ
Tuesday, November 28, 2023
ସମସ୍ତଙ୍କ ଘରେ ନିଜସ୍ୱ ବିମାନ
ଭିଜିଲାନ୍ସ ଜାଲରେ ବୈପାରିଗୁଡା ଥାନା ଅଧିକାରୀ
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତରେ ୧୬ ଲକ୍ଷ ଟଙ୍କାର ଗଞ୍ଜଜେଇ ଜବତ
ଷ୍ଟକହମ୍ ରେ ହେବ ବିଶ୍ବର ସର୍ବପ୍ରଥମ କାଠର ସହର
ଆଜିର ରାଶିଫଳ
ଗୌହାଟୀର ବାରସାପରା କ୍ରିକେଟ୍ ଷ୍ଟାଡିୟମରେ ଭାରତ ବନାମ୍ ଅଷ୍ଟ୍ରେଲିଆ ତୃତୀୟ ଟି -୨୦
Monday, November 27, 2023
ଆନ୍ତର୍ଜାତିକ ବାଣିଜ୍ୟ ମେଳା ରେ ଓଡିଶା କୁ ମିଳିଲା ସ୍ବର୍ଣ୍ଣ ପଦକ
ଏରଡଙ୍ଗ ଗ୍ରାମରେ ଅଗ୍ନିକାଣ୍ଡ- ୨୦ ଛେଳି ଜୀବନ୍ତ ଦଗ୍ଧ
ଭାରତ ବନାମ ଅଷ୍ଟ୍ରେଲିଆ ଦ୍ୱିତୀୟ ଟି -20 ମ୍ୟାଚରେ, ଅଷ୍ଟ୍ରେଲିଆକୁ 236 ରନର ଟାର୍ଗେଟ ଦେଲା ଭାରତ
ଯୁବତୀଙ୍କୁ ହତ୍ୟା କରି 31 ଖଣ୍ଡ କରିବା ଘଟଣାରେ ଗିରଫ ହେଲେ ଅଭିଯୁକ୍ତ ସ୍ଵାମୀ ଓ ସ୍ତ୍ରୀ
Sunday, November 26, 2023
ଆଜିର ରାଶିଫଳ
ଆଜି ହେବନି ରାତ୍ର ପହୁଡ଼, ବିଳମ୍ବିତ ରାତି ଯାଏଁ ମିଳିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ
ଆଜିର ରାଶିଫଳ
ବାଇକ୍ ଚାବି ନ ଦେବାରୁ ମହିଳାଙ୍କୁ ହତ୍ୟା
Saturday, November 25, 2023
ଜଣେ ମହିଳାଙ୍କୁ 32 ଖଣ୍ଡରେ କଟା ଯାଇଥିବା ଖବର ଚାଞ୍ଚଲ୍ଯ ସୃଷ୍ଟି କରିଛି
ବୟସ୍କଙ୍କୁ ଜଗାଦର୍ଶନ ପାଇଁ ନଆସିବାକୁ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ପୁରୀ - (CNO) ସରକାରଙ୍କ ବିଚିତ୍ର ନୀତି, ଭିଡ଼ ପରିଚାଳନାରେ ଅପରଗତା ଲୁଚାଇବାକୁ ଧର୍ମୀୟ ବିଶ୍ବାସ ଉପରେ ଶକ୍ତ ପ୍ରହାର । ଲୋକଲୋଚନକୁ ଆସିଲା ରାଜ୍ୟ ସରକାରଙ୍କ ସନାତନ ବିରୋଧୀ ମାନସିକତା । ବୟସ୍କଙ୍କୁ ଜଗାଦର୍ଶନ ପାଇଁ ନଆସିବାକୁ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । କାର୍ତ୍ତିକମାସରେ ମାହାପ୍ରଭୁଙ୍କ ଦର୍ଶନ କରିବାକୁ ଦୂରଦୂରାନ୍ତରୁ ଧାଇଁଆସିଥାନ୍ତି ବୟସ୍କମାନେ । ଏହି ପରମ୍ପରା ଶହ ଶହ ବର୍ଷ ଧରି ଚାଲିଆସୁଛି । କାର୍ତ୍ତିକମାସ ଖାସ କରି ପଞ୍ଚକ ପାଞ୍ଚଦିନ ପ୍ରତିବର୍ଷ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଲାଗେ । ବହୁ ସଂଖ୍ୟାରେ ବୟସ୍କ ଆସି ମହାପ୍ରଭୁଙ୍କ ଦର୍ଶନ କରନ୍ତି । ତେବେ ଏବର୍ଷ ଭକ୍ତଙ୍କ ଭିଡ ପରିଚାଳନାରେ ବିଫଳ ଶ୍ରୀମନ୍ଦିର ପ୍ରଶାସନ ନିଜ ଅପାରଗତା କୁ ଲୁଚାଇବାକୁ ଧର୍ମୀୟ ଭାବନା ଭକ୍ତି ଉପରେ କରିଛି ପ୍ରହାର ।
ଖୋଦ୍ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୟସ୍କମାନଙ୍କୁ ଶ୍ରୀମନ୍ଦିର ନଆସି ଘରେ ରହି ମାହାପ୍ରଭୁଙ୍କୁ ଡାକିବାକୁ ପରାମର୍ଶ ଦେଇଛନ୍ତି । ଏହାକୁ ନେଇ ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା ତୀବ୍ର ପ୍ରତିକ୍ରିୟା । ଜଗାଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କର ଯନ୍ତ୍ରଣା ଦେଖି ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଆଜି ନିଜ ବ୍ୟଥା ପ୍ରକାଶ କରିଥିଲେ । ଧାଡ଼ିଦର୍ଶନରେ ଅବ୍ୟବସ୍ଥା ନେଇ କ୍ଷୋଭ ପ୍ରକାଶ କରିବା ସହ ରାଜ୍ୟ ଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଭକ୍ତଙ୍କର ଯନ୍ତ୍ରଣା ଅନୁଭବ କରୁବୋଲି କହିଛନ୍ତି ବିଶ୍ବଭୂଷଣ ହରିଚନ୍ଦନ ।
ଏ ସମ୍ପର୍କରେ ଜଗନ୍ନାଥଙ୍କ ଦର୍ଶନ ଶୃଙ୍ଖଳିତ, ଯନ୍ତ୍ରଣା ରହିତ ହେବା ଆବଶ୍ୟକ ଶୀର୍ଷକ ତାଙ୍କ ଆଲେଖ୍ୟ ମଧ୍ୟ ଖବରକାଗଜରେ ପ୍ରକାଶିତ ହୋଇଥିଲା । ଗୋଟିଏ ପଟେ ବାରମ୍ବାର ଦାବି ସତ୍ତ୍ବେ ଶ୍ରୀମନ୍ଦିର 4 ଦ୍ବାର ନଖୋଲି ଜାଣିଶୁଣି ଭକ୍ତଙ୍କ ଭିଡ ବୃଦ୍ଧିକୁ ପ୍ରୋତ୍ସାହନ ଦେଉଥିବା ବେଳେ ବୟସ୍କମାନଙ୍କୁ ମନ୍ଦିର ନଆସିବା ପାଇଁ କେଉଁ ମୁହଁରେ ପରାମର୍ଶ ଦେଉଛନ୍ତି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ମାତ୍ର ୪ ଦିନ ପରେ ଅନିର୍ଦ୍ଦିଷ୍ଟ କାଳ ଲାଗି ବିଧାନସଭା ମୁଲତବୀ
ଆସନ୍ତା କାଲି ରାଜସ୍ଥାନ ବିଧାନସଭା ପାଇଁ ନିର୍ବାଚନ
Friday, November 24, 2023
ଆଜିର ରାଶିଫଳ
ନିର୍ବାଚନ ପୂର୍ବରୁ ମିଳିଲା ଟଙ୍କାର ପାହଡ଼ ଗଦା ଗଦା ନୋଟ୍
COASTAL NEWS
COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର
COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...