AFFILIATE MARKETING
Thursday, June 22, 2023
ଯୋଗ ଦିବସରେ ମୋଦିଙ୍କ ସମ୍ଵୋଧନ
 Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.

Wednesday, June 21, 2023
କେଉଁଠି ଅଛି ଭାରତର ନୀଳ ସହର? ଜାଣନ୍ତୁ କେତେ ବର୍ଷ ପୁରୁଣା ଏହି ସହର

ନିଶାସକ୍ତ ଯୁବକର ଉନ୍ମତ୍ତକାଣ୍ଡ, ଧାରୁଆ ଅସ୍ତ୍ରରେ ଦୁଇ ମହିଳାଙ୍କୁ ହାଣି ମାରିଦେଲା

ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ଡବଲ ମର୍ଡର। ଯୁବକର କଟୁରି ଚୋଟରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି। ବଳରାମପୁର ନ୍ୟାସନାଲ ସ୍କୁଲ ନିକଟରେ ଦୁଇ ମହିଳାଙ୍କୁ ହତ୍ୟା କରିଛି ଦୁର୍ବୃତ୍ତ । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ପ୍ରାପ୍ତଖବର ଅନୁଯାୟୀ ଆଜି ସକାଳ ସମୟରେ ବଳରାମପୁର ନ୍ୟାସନାଲ ସ୍କୁଲ ନିକଟରେ ଚିଣ୍ଟୁ ନାଥ ନାମକ ଜଣେ ଯୁବକ ସେହି ଗ୍ରାମର ଦୁଇଜଣ ମହିଳାକୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଅତିନିର୍ମମ ଭାବେ ହତ୍ୟା କରିଛି। ଏହି ଅଭାବନୀୟ ଘଟଣା ସମୟରେ ଦୁଇ ମହିଳାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ପହଞ୍ଚି ଅଭିଯୁକ୍ତକୁ କାବୁକରି ପୋଲିସକୁ ଖବର ଦେଇଥିଲେ।
ଘଟଣାସ୍ଥଳରେ କୁଜଙ୍ଗ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ହତ୍ୟା ର କାରଣ ଖୋଜିବା ପାଇଁ ଅଧିକ ତଦନ୍ତ ଚଳାଇଛି। ଅପରପକ୍ଷରେ ହତ୍ୟା ପରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ନିଶାସକ୍ତ ଅବସ୍ଥାରେ ଯୁବକ ହତ୍ୟା କରିଥିବା ଜଣାପଡିଛି । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଆକ୍ରମଣକାରୀ ଯୁବକକୁ ଅଟକ ରଖିଛି କୁଜଙ୍ଗ ପୋଲିସ । ହତ୍ୟାରେ ବ୍ୟବହୃତ କଟୁରି ଜବତ ହୋଇଛି।
 Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ମଣିଷ ବିହୀନ ପୃଥିବୀ କଥା କଣ କଳ୍ପନା କରିହେବ ?
ଯଦି ସବୁ ମଣିଷ ଗାୟବ ହୋଇ ଯାଆନ୍ତି ତେବେ ଏ ପୃଥିବୀର କଣ ହେବ
ମଣିଷ ବିହୀନ ପୃଥିବୀ କଥା କଣ କଳ୍ପନା କରିହେବ ? ଅବଶ୍ୟ ବର୍ତ୍ତମାନ ପରିସ୍ଥିତିରେ ଏକଥା ଅନେକ ଲୋକଙ୍କ ମନକୁ ଆସୁଥିବ । କାରଣ ବିଭିନ୍ନ ସ୍ଥାନରେ ଘଟୁଥିବା ବିପର୍ଯ୍ୟୟ ଏବଂ ବିପଦ ଯୋଗୁଁ ପୃଥିବୀ ଧ୍ୱଂସ ହେବା ନେଇ ଭାବନା ଆସୁଛି । ପରମାଣୁ ଯୁଦ୍ଧ ହେଲେ, କୌଣସି ବଡ଼ ପ୍ରଳୟ ଆସିଲେ କିମ୍ବା କୋଭିଡ୍ ଭଳି ମହାମାରୀ ମଣିଷ ଜୀବନ ନେଲେ ପୃଥିବୀ ହୁଏତ ମନୁଷ୍ୟ ବିହୀନ ପାଲଟିଯିବ । ତେବେ ଆମେ ମାଳିକା କିମ୍ବା ନଷ୍ଟ୍ରାଡମସ୍ଙ୍କ ଭବିଷ୍ୟବାଣୀ ବିଷୟରେ କହୁ ନାହୁଁ । ଆମେ କହୁଛୁ ବୈଜ୍ଞାନିକଙ୍କ କଳ୍ପନାର କଥା । ପୃଥିବୀରେ ସବୁଥାଇ କେବଳ ମଣିଷ ନଥିବ । ଅଚାନକ ଗାୟବ ହୋଇଯିବ ଏବଂ ବର୍ଷେ କି ଦୁଇ ବର୍ଷ ପରେ ପୁଣି ପୃଥିବୀକୁ ଫେରିବ ତେବେ କଣ ଥିବ ଏଇ ପୃଥିବୀର ସ୍ଥିତି । ସେ ସମ୍ପର୍କରେ ଆମେରିକାର ଇଓ୍ଵବା ଷ୍ଟେଟ୍ ୟୁନିଭରସିଟିର ଆସିଷ୍ଟାଣ୍ଟ ପ୍ରଫେସର ବେସମାଜିଆନ୍ ଏକ ଆଲେଖ୍ୟ ଲେଖିଛନ୍ତି । ଅନ୍ୟ କିଛି ଗବେଷକ ଓ ବୈଜ୍ଞାନିକଙ୍କ ମତାମତ ନେଇଛନ୍ତି ।
ଏଥିରେ ସେ ଲେଖିଛନ୍ତି କି ଯଦି ସବୁ ମଣିଷ ପୃଥିବୀରୁ ବର୍ଷକ ପାଇଁ ଗାୟବ ହୋଇ ଯାଆନ୍ତି ତେବେ କଣ ହେବ । ସେମାନେ ବର୍ଷେ ପରେ ନିଜ ନିଜ ଘରକୁ ଫେରିଲେ କଣ ଦେଖିବେ । ବୈଜ୍ଞାନିକଙ୍କ ମତରେ ମଣିଷ ଯେତେବେଳେ ପୃଥିବୀକୁ ପୁଣି ଫେରିବ ପ୍ରଥମେ ଆଖି ପୂରାଇ ସାରା ଅଞ୍ଚଳକୁ ଦେଖିବ । କିଭଳି ପରିବର୍ତ୍ତନ ହୋଇଛି ତାକୁ ଅନୁଭବ କରିବ । ସେତେବେଳ ଆକାଶ ଆହୁରି ନୀଳ ଦିଶୁଥିବ । ଚାରିଆଡ଼ ନିଶବ୍ଦ ଥିବ । ଅର୍ଥାତ ମଣିଷର କୋଳାହଳ ଶୁଭୁନଥିବ । କୌଣସି ଯାନବାହନ କିମ୍ବା କଳକାରଖାନାର ଶବ୍ଦ ନଥିବ । କେବଳ ଶୁଭୁଥିବ ପଶୁପକ୍ଷୀଙ୍କ କିଚିରି ମିଚିରି ଶବ୍ଦ । ସହର ଅବା ଗାଁରେ ପହଞ୍ଚିଲେ ଘରଦ୍ୱାର, ଗାଁ ଗଣ୍ଡା, ସବୁଠି ପ୍ରକୃତିର ରାଜୁତି ଚାଲିଥିବ । ଧୂଳି କି ଧୂଆଁ ନଥିବ । ହେଲେ ଘର ଓ ବିଜୁଳିଠୁ ଆରମ୍ଭ କରି ପାଣି ଏବଂ ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସବୁ ନଷ୍ଟ ହୋଇ ଯାଇଥିବ । ଗଛ ଲତା ମାଡ଼ି ପୋକଜୋକ, ସରୀସୃପ ବାସ କରୁଥିବେ । ମେସିନ୍ ସବୁ ଅକାମୀ ହୋଇ ପଡ଼ିଥିବ । ମଣିଷ ନଥିବ ଅର୍ଥ ମଣିଷର ଡର ବି ନଥିବ । ତେଣୁ ଜୀବଜନ୍ତୁ ସବୁ ଗାଁ ଓ ସହରରେ ବୁଲୁଥିବେ । ଯାନବାହନ ଓ ମେସିନ ଆଦି ପଡ଼ି ପଡ଼ି ଖରାପ ହୋଇ ସାରିଥିବ । ତେବେ ପ୍ରଦୂଷଣ ନଥିବା ଯୋଗୁଁ ଆକାଶ ଏକଦମ ସ୍ୱଚ୍ଛ ଥିବ ଠିକ୍ କୋଭିଡ୍ ସମୟ ଭଳି । ପୁଣି ସବୁ ତାରା ସ୍ପଷ୍ଟ ଦେଖା ଯାଉଥିବେ । ତେବେ ମଣିଷ ନଥିବା ଯୋଗୁଁ ମଣିଷ ପାଇଁ ଦରକାରୀ ଜିନିଷ ସବୁ ମିଳିବ ନାହିଁ । ଏମିତିକି ପାଣି ଟିକେ ପିଇବା ପାଇଁ ମଣିଷକୁ ନଦୀ, ପୋଖରୀ ଆଦି ଖୋଜିବାକୁ ପଡ଼ିବ । ଘର ଏବଂ ଅଫିସ୍ ଅବା କାରଖାନା ସବୁଠି ଲାଗିଥିବା ଲୁହା ଜିନିଷରେ କଳିଙ୍କି ଲାଗି ସାରିଥିବ ।
ମଣିଷର ଦାଉରେ ପ୍ରକୃତିର ନିୟମ ବଦଳି ଯାଇଛି । ଜଙ୍ଗଲ ଧ୍ୱଂସ ହେଉଛି ଆଉ କଂକ୍ରିଣ୍ଟ ଜଙ୍ଗଲ ବଢ଼ି ଚାଲିଛି । ରାସ୍ତାଘାଟ ଯୋଗୁଁ ବଣ, ପାହାଡ଼ ସବୁ ଧରାଶାୟୀ ହେଉଛନ୍ତି । ଠିକ୍ ସମୟରେ ବର୍ଷା ହେଉ ନାହିଁ । ତେବେ ଏସବୁ ବଦଳିଯିବ । ପ୍ରକୃତି ପୁଣି ଠିକଣା ସମୟରେ ଖରା, ବର୍ଷା ଓ ଶୀତ କରାଉଥିବ । ଦୁର୍ଘଟଣା କିମ୍ବା ରୋଗ ଆଦିରେ ମଣିଷ ମରୁନଥିବ । ଅନ୍ୟ ପ୍ରାଣୀମାନେ ମଣିଷ ଦାଉରୁ ରକ୍ଷା ପାଇ ସ୍ୱାଧୀନ ଭାବରେ ଚଳପ୍ରଚଳ କରୁଥିବେ । ଅବଶ୍ୟ ସେମାନଙ୍କ ଭିତରେ ସଂଘର୍ଷ ବଢ଼ି ଯାଇଥିବ । କାରଣ ମଣିଷର ଡର ନଥିବ । ପୁଣି କେତେକ ନୂଆ ପ୍ରଜାତିର ଜୀବ ଏ ଧରାପୃଷ୍ଠରେ ଜନ୍ମ ନେଇଥିବେ ।
ରାସ୍ତାଘାଟ ଏବଂ ପୋଲ ଆଦି ଶୂନ୍ଶାନ୍ ଲାଗୁଥିବ । ତେବେ ସେମାନଙ୍କ ରୂପ ଠିକ୍ ପୂର୍ବ ଭଳି ରହିଥିବ । ଅବଶ୍ୟ ଅନେକ ଜାଗାରେ ଏଥଇରେ ଗଛଲତା ମାଡ଼ି ଯାଇଥିବ । କେଉଁଠି କେଉଁଠି ରାସ୍ତାରେ ଫାଟ ସୃଷ୍ଟି ହୋଇଥିବ ପୃଥିବୀର ଘୂର୍ଣ୍ଣନ ଯୋଗୁଁ । ବିଜୁଳି ନଥିବା ଯୋଗୁଁ କେବଳ ସୂର୍ଯ୍ୟ ଓ ଚନ୍ଦ୍ର ଆଲୋକ ହିଁ ସାହାରା ଥିବ ।
ତେବେ ମନୁଷ୍ୟ ବିହୀନ ପୃଥିବୀକୁ କଳ୍ପନା କରିହେବ ନାହିଁ । କାରଣ ଏ ପୃଥିବୀ ହେଉଛି ମନୁଷ୍ୟ ପାଇଁ ଏବଂ ପୃଥିବୀ ବିନା ମନୁଷ୍ୟର ସତ୍ତା ନାହିଁ । କିନ୍ତୁ ଗୋଟିଏ ବର୍ଷ ପୃଥିବୀ ବାହାରେ ରହିଲେ ଯାଇ ମନୁଷ୍ୟ ଏହାର ଗୁରୁତ୍ୱ ବୁଝି ପାରିବ । ପ୍ରକୃତି ସମେତ ଏ ପୃଥିବୀର କେତେ କ୍ଷତି ପହଞ୍ଚାଉଛି ସେକଥା ବୁଝି ପାରିବ । ତେଣୁ ଶେଷ କଥା ହେଉଛି ଯଦି ଆମେ ପ୍ରକୃତି ଓ ପୃଥିବୀର ଯତ୍ନ ନନେବା ତେବେ ନିଶ୍ଚୟ ଦିଦେନା ଦିନେ ମନୁଷ୍ୟ ହିଁ ବଡ଼ ବିପଦକୁ ଡାକି ଆଣିବ । ଯାହାର ପଦଚିହ୍ନ ପଡ଼ିବା ଆରମ୍ଭ ହେଲାଣି ବିଭିନ୍ନ ପ୍ରଳୟର ସଂକେତରେ ।
 Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ବଦଳିଯିବ ପୃଥିବୀର ଘୂର୍ଣ୍ଣନ ପ୍ରକ୍ରିୟା

ପ୍ରଧାନମନ୍ତ୍ରୀ ମୋଦିଙ୍କ ତ୍ରୀଦିବସୀୟ ଆମେରିକା ଗସ୍ତ, UN ରେ ଯୋଗ ଦିବସର ନେବେ ନେତୃତ୍ବ

ଆଜି ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆପାର୍ଟମେଣ୍ଟ ଭିତର ଦେଇ ଯାଉଛି ଟ୍ରେନ୍, ହେଲେ କାନରେ ବାଜୁନି ଇଂଜିନ ଓ ହର୍ଣ୍ଣର ଶବ୍ଦ !

Tuesday, June 20, 2023
ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଭାରତର ସାମର୍ଥ୍ୟ ଉଦାହରଣ ପାଲଟୁଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଭାରତର ସାମର୍ଥ୍ୟ ଉଦାହରଣ ପାଲଟୁଥିବା କଥା ଆଜି ୧୦୨ତମ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ସେ କହିଛନ୍ତି, ଦୀର୍ଘ ବର୍ଷ ଧରି ଭାରତ ବିକଶିତ କରିଥିବା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଆଜି ଦୃଷ୍ଟାନ୍ତ ପାଲଟିଛି। ବାତ୍ୟା ‘ବିପର୍ଯ୍ୟୟ’ କଚ୍ ଜିଲ୍ଲାରେ ପ୍ରଳୟ କଲା, କିନ୍ତୁ କଚ୍ବାସୀ ଅଦମ୍ୟ ସାହସ ଓ ପ୍ରସ୍ତୁତି ସହ ତା’ର ମୁକାବିଲା କଲେ।
ଶୁକ୍ରବାର ଦିନ ପ୍ରବାହିତ ବାତ୍ୟାକୁ ପ୍ରଧାନମନ୍ତ୍ରୀ ମୋଦୀ କଚ୍ରେ ଘଟିଥିବା ଭୂମିକମ୍ପ ସହିତ ତୁଳନା କରି କହିଛନ୍ତି, ଏକଦା ଦୁଇ ଦଶନ୍ଧି ପୂର୍ବେ କଚ୍ର ପୁନରୁଦ୍ଧାର ହୋଇପାରିବ ନାହିଁ ବୋଲି କୁହାଯାଉଥିଲା। କିନ୍ତୁ, ଆଜି ସେହି ଜିଲ୍ଲା ଦେଶର ଦ୍ରୁତ ବିକାଶଶୀଳ ଜିଲ୍ଲାଗୁଡ଼କ ମଧ୍ୟରେ ରହିଛି। ମୋର ଦୃଢ଼ ବିଶ୍ବାସ ବାତ୍ୟା ‘ବିପର୍ଯ୍ୟୟ’ ଜନିତ କ୍ଷୟକ୍ଷତିକୁ କଚ୍ବାସୀ ତୁରନ୍ତ ସୁଧାରିନେବେ।
ଭାରତର ସାମୁହିକ ଶକ୍ତି ସବୁ ସମସ୍ୟାର ସମାଧାନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ସବୁଠୁ ବଡ଼ ଲକ୍ଷ୍ୟ ହେଉ କି, କଠିନତମ ଆହ୍ବାନ ହେଉ, ଭାରତୀୟଙ୍କ ସାମୁହିକ ଶକ୍ତି , ସାମୁହିକ କ୍ଷମତା, ସମସ୍ତ ଆହ୍ବାନର ସମାଧାନ କରୁଛନ୍ତି।
କ୍ରୀଡ଼ା କ୍ଷେତ୍ରରେ ଭାରତର କୃତିତ୍ବ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଥମକରି ଭାରତ ବିଭିନ୍ନ କ୍ରୀଡ଼ାରେ କୃତ୍ବିତ୍ବ ହାସଲ କରୁଛି। ଆମ କ୍ରୀଡ଼ାବିତ୍ମାନଙ୍କ କଠୋର ଅଧ୍ୟବସାୟ ଯୋଗୁଁ ଏହା ସମ୍ଭବ ହୋଇପାରିଛି।
‘ବସୁଧୈବ କୁଟୁମ୍ବକମ୍ ନିମନ୍ତେ ଯୋଗ’ ଚଳିତ ବର୍ଷର ‘ଆନ୍ତର୍ଜାତିକ ଯୋଗ ଦିବସ’ର ଥିମ୍ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ଦେଶରେ ଜାରି ହୋଇଥିବା ଜରୁରୀ ପରିସ୍ଥିତ କଥା ଉଠାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ହେଉଛି ଗଣତନ୍ତ୍ରର ଜନନୀ। ଆମେ ଆମ ଗଣତାନ୍ତ୍ରିକ ଆଦର୍ଶକୁ ଓ ସମ୍ବିଧାନକୁ ଶ୍ରେଷ୍ଠ ବୋଲି ବିବେଚନା କରନ୍ତି। ତେଣୁ ଆମେ କଦାପି ଜୁନ୍ ୨୫ ତାରିଖକୁ ଭୁଲି ପାରିବା ନାହିଁ। ଏହି ଦିନ ଦେଶରେ ଜରୁରୀ ପରସ୍ଥିତି ଜାରି କରାଯାଇଥିଲା।
ଏହା ଥିଲା ଭାରତ ଇତିହାସର କଳଙ୍କିତ ସମୟ। କୋଟି କୋଟି ଜନତା ଏହାକୁ ପ୍ରବଳ ବିରୋଧ କରିଥିଲେ। ସେ ସମୟରେ ଗଣତନ୍ତ୍ରର ସମର୍ଥକମାନେ ଯେମିତି ନିର୍ଯାତିତ ହୋଇଥିଲେ ତାହା ମନେପଡ଼ିଲେ ଆଜି ବି କଷ୍ଟଲାଗେ ବୋଲି ସେ କହିଛନ୍ତି।
ପରିଚାଳନା କ୍ଷେତ୍ରରେ ଆମେ ଛତ୍ରପତି ଶିବାଜୀଙ୍କୁ ଲକ୍ଷ୍ୟ କରିବା ଉଚିତ। ସାହସିକତା ସହିତ ତାଙ୍କ ଶାସନରୁ ବହୁତ କିଛି ଶିଖିବାକୁ ଅଛି। ତାଙ୍କର ପରିଚାଳନା ଦକ୍ଷତା, ବିଶେଷକରି ଜଳ ଓ ନୌସେନା ପରିଚାଳନା ଭାରତର ଗୌରବ ହୋଇ ରହିଛି।
୨୦୨୫ ସୁଦ୍ଧା ‘ଟିବି’ ବିଲୋପ ପାଇଁ ଭାରତ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏହି ‘ଟିବି’ ବିରୋଧୀ ଆନ୍ଦୋଳର ଦାୟିତ୍ବରେ ଅଛନ୍ତି ‘ନି-କ୍ଷୟ ମିତ୍ର’। ଗ୍ରାମାଞ୍ଚଳରେ ହଜାର ହଜାର ଲୋକ ‘ଟିବି’ ରୋଗୀମାନଙ୍କର ଦାୟିତ୍ବ ନେଉଛନ୍ତି। ଏହା ହେଉଛି ଭାରତର ବାସ୍ତବ ସାମର୍ଥ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଜାପାନର ମିୟାୱାକି କୃଷି ପଦ୍ଧତିକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଉର୍ବର ମୃତ୍ତିକା ନ ଥିବା ଅଞ୍ଚଳକୁ ସବୁଜସୁନ୍ଦର କରିବା ଲାଗି ‘ମିୟାୱାକି’ ଅତି ଉତ୍ତମ ଉପାୟ। ଧୀରେ ଧୀରେ ଭାରତରେ ମଧ୍ୟ ଏହି ପଦ୍ଧତି ଦେଖାଗଲାଣି। କେରଳର ଶିକ୍ଷକ ରାଫି ରାମନାଥ ଏହି ପଦ୍ଧତିରେ ୧୧୫ ପ୍ରକାରର ଗଛବୃଚ୍ଛ ଥିବା ‘ବିଦ୍ୟାବନମ୍’ ନାମରେ କ୍ଷୁଦ୍ର ଅରଣ୍ୟ ସୃଷ୍ଟି କରୁଛନ୍ତି। ଅନେକ ଛାତ୍ରଛାତ୍ରୀ ଓ ଲୋକେ ଏଡି ‘ମିୟାୱାକି’ ଅରଣ୍ୟକୁ ବୁଲି ଯାଉଛନ୍ତି। ଏହି ପଦ୍ଧତି ଅବଲମ୍ବନ କରିବା ଲାଗି ନଗରାଞ୍ଚଳବାସୀଙ୍କୁ ମୁଁ ଅନୁରୋଧ କରୁଛି।
ସୂଚନାଯୋଗ୍ୟ, ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ ସାଧାରଣତଃ ପ୍ରତି ମାସର ଶେଷ ରବିବାର ଦିନ ପ୍ରସାରିତ ହୋଇଥାଏ। କିନ୍ତୁ, ଜୁନ୍ ୨୧ରୁ ୨୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତରେ ଯାଉଥିବାରୁ ଏମାସର ‘ମନ୍ କୀ ବାତ୍’ ୩ୟ ରବିବାର ଦିନ ପ୍ରସାରଣ କରାଗଲା।
 Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ଦୁନିଆର ସବୁଠୁ ଦାମୀ ଆମ୍ବ , ଯାହାର କିଲୋ ୨ଲକ୍ଷ ୭୫ ହଜାର ଟଙ୍କା

ସିଲିଗୁଡ଼ି : ଆମ୍ବ କେଜି କେତେ ଟଙ୍କା ହୋଇପାରେ ? ଆମେ ହଜାରେ, ୨ ହଜାର ବା ପାଞ୍ଚ ଦଶ ହଜାର କଥା ଚିନ୍ତା କରିପାରିବା। କିନ୍ତୁ ଆମ କଳ୍ପନା ବାହାରେ ରହିଛି ଆମ୍ବ ଦର। ଦୁନିଆର ସବୁଠୁ ଦାମୀ ଆମ୍ବ । କିଲୋ ପ୍ରତି ଏହାର ଦାମ୍ ଶୁଣିଲେ ଆପଣଙ୍କର ହୋସ୍ ଉଡିଯିବ। ଏହି ଆମ୍ବର ନାଁ ମିୟାଜାକି । ଅନ୍ତର୍ଜାତୀୟ ବଜାରରେ ଏହାର ଭାଉ କିଲୋ ପ୍ରତି ୨ଲକ୍ଷ ୭୫ ହଜାର ଟଙ୍କା। ଦେଖିବାକୁ ମଧ୍ୟ ବେଶ ନିଆରା। ସିଲିଗୁଡ଼ି ମ୍ୟାଙ୍ଗୋ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଛି ଏହି ଆମ୍ବ। ୩ ଦିନିଆ ପ୍ରଦର୍ଶନୀରେ ବିଭିନ୍ନ ପ୍ରକାରର ଆମ୍ବ ପ୍ରଦର୍ଶିତ ହୋଇଛି।
ଆସୋସିଏସନ ଫର କଞ୍ଜରଭେସନ୍ ଆଣ୍ଡ ଟୁରିଜିମ୍ (ACT) ସହିତ ମୋଡେଲା କେୟାରଟେକର୍ ସେଣ୍ଟର ଆଣ୍ଡ ସ୍କୁଲ୍ (MCCS) ଦ୍ୱାରା ଏହି ଉତ୍ସବର ଆୟୋଜନ କରାଯାଇଛି ବୋଲି ଏକ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ତେବେ ଏହି ଉତ୍ସବରେ ୨୬୨ ରୁ ଅଧିକ କିସମର ଆମ୍ବ ପ୍ରଦର୍ଶିତ ହୋଇଛି ଯେଉଁଥିରେ ମିୟାଜାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।କାରଣ ଏହାକୁ ବିଶ୍ୱର ସବୁଠାରୁ ମହଙ୍ଗା ଆମ୍ବ କୁହାଯାଉଛି ।
ମିଳିଥିବା ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗର ବୀରଭୂମର ଜଣେ କୃଷକ ଯାହାଭକ ନା ଶୌକତ ହୁସେନ୍ , ସେ ଏହି ପ୍ରଦର୍ଶନୀରେ ୧୦ ଟି ମିୟାଜାକି ଆମ୍ବ ପ୍ରଦର୍ଶିତ କରିଛନ୍ତି। ମିଆଜାକି ଆମ୍ବ ଯାହା ସାଧାରଣତଃ ଜାପାନରେ ମିଳିଥାଏ, ତାହା ବର୍ତ୍ତମାନ ଭାରତର ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲାର ଦେଖିବାକୁ ମିଳୁଛି ବୋଲି ଜୁନ୍ ୩ରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ରିପୋର୍ଟ ଅନୁଯାୟୀ, ବୀରଭୂମ ଜିଲ୍ଲାର ଦୁବରାଜପୁର ସହରର ଏକ ମସଜିଦ ନିକଟରେ ମିୟାଜାକି ଆମ୍ବ ଗଛ ଲଗାଯାଇଛି ଏବଂ ଏହା ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକଙ୍କୁ ଆକର୍ଷିତ କରୁଛି।
ମିୟାଜାକି ଆମ୍ବ ମୂଳତଃ ଜାପାନର କ୍ୟୁସୁ ପ୍ରିଫେକ୍ଚରର ମିୟାଜାକି ସହରରେ ଚାଷ କରାଯାଇଥିଲା ଏବଂ ଏହାର ନାମର ଉତ୍ପତ୍ତି ଏହି ସହରରୁ ନାମ ଅନୁସାରେ ହୋଇଥିଲା । ଏହି ଆମ୍ବ ସାଧାରଣତଃ ୩୫୦ ଗ୍ରାମରୁ ଅଧିକ ଓଜନର ହୋଇଥାଏ ଏବଂ ଏଥିରେ ୧୫ ପ୍ରତିଶତ କିମ୍ବା ତାଠାରୁ ଅଧିକ ମିଠା ଲାଗିଥାଏ । ଭାରତ ଏବଂ ଦକ୍ଷିଣ ପୂର୍ବ ଏସିଆରେ ସାଧାରଣ ଆମ୍ବ ଅପେକ୍ଷା ଏହାର ରୂପ ଭିନ୍ନ ଏବଂ ଏହାର ରଙ୍ଗ ପାଇଁ ଏହି ଆମ୍ବ ଖୁବ୍ ଲୋକପ୍ରିୟ ।
ଏହି ଆମ୍ବରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଛି ଏବଂ ଏଥିରେ ବିଟା-କାରୋଟିନ୍ ଏବଂ ଫଲିକ୍ ଏସିଡ୍ ଥିବା କୁହାଯାଏ । ଯାହା କ୍ଳାନ୍ତ ଆଖି ପାଇଁ ସାହାଯ୍ୟ ଉପଯୋଗୀ। ଏହା ଲୋକମାନଙ୍କ ପାଇଁ ବେଶ୍ ଉତ୍ତମ ଅଟେ ବୋଲି ବାଣିଜ୍ୟ ପ୍ରୋତ୍ସାହନ କେନ୍ଦ୍ର କହିଛି। ଏପଟେ ଏହା ଦୃଷ୍ଟି ଶକ୍ତିକୁ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।
ଭାରତ ବ୍ୟତୀତ ବାଂଲାଦେଶ, ଥାଇଲ୍ୟାଣ୍ଡ ଏବଂ ଫିଲିପାଇନ୍ସରେ ମଧ୍ୟ ଏହି ପ୍ରକାର ଚାଷ କରାଯାଏ। ସେହିପରି ପଶ୍ଚିମବଙ୍ଗ ସହିତ ମଧ୍ୟପ୍ରଦେଶର ଜବଲପୁର ସହରରେ ଜଣେ ଦମ୍ପତିଙ୍କ ନିଜ ଉଦ୍ୟାନରେ ଏହି ପ୍ରକାର ଆମ୍ବର ଦୁଇଟି ଗଛ ବଢୁଛି ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହି ଦମ୍ପତି କହିଛନ୍ତି ଯେ ସେମାନଙ୍କୁ ଟ୍ରେନରେ ଜଣେ ବ୍ୟକ୍ତି ଏହି ଗଛର ଚାରା ଆଣି ଦେଇଥିଲେ।
 Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
Monday, June 19, 2023
ବାପାଙ୍କୁ ଚିଠି

Sunday, June 18, 2023
ମଙ୍ଗଳବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା: ଦର୍ପଦଳନ ରଥର ଅଖରେ ଫାଟ!

ପୁରୀ: ଦର୍ପଦଳନ ରଥର ଅଖରେ ଫାଟ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ରଥର ପଛପଟରେ ଥିବା ସାନ ଉଛୁଳା ଅଖରେ ଫାଟ ହୋଇଛି। ଏହି ସାନ ଉଛୁଳା ଉପରେ ରଥର ସମ୍ପୂର୍ଣ୍ଣ ଭାର ନିର୍ଭର କରିଥାଏ। ଏବେ ଫାଟ ଖବର ଜଣାପଡ଼ିବା ପରେ ଏହାକୁ ଲୁଚାଇବାକୁ ଉଦ୍ୟମ ଆରମ୍ଭ ହୋଇଛି । ଅଖରେ ଥିବା ବଟମ୍ ପ୍ୟାକିଂ ଓ କ୍ଲାମ୍ପ ଫିଟିଂ କରାଯାଇଛି। ଯେହେତୁ ଫାଟ ରହିଛି ତେଣୁ ଏବେ ଅଖଟି ଦୁର୍ବଳ ଥିବା ଜଣାପଡ଼ିଛି। କିନ୍ତୁ ମହାରଣା ସେବକମାନେ ଏହା ଏକ ସାଧାରଣ ଘଟଣା ବୋଲି କହୁଛନ୍ତି। ଏହାଦ୍ବାରା କୌଣସି ଅସୁବିଧା ହେବ ନାହିଁ ବୋଲି ସେମାନେ କହୁଛନ୍ତି। ତେବେ ରଥ ଯାଞ୍ଚ କମିଟି ଏହାର ତଦାରଖ କରିବା ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି କୁହାଯାଉଛି।
ମଙ୍ଗଳବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଛି। ଏହାପୂର୍ବରୁ ସୁଭଦ୍ରାଙ୍କ ରଥକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଏଣେ ଜିଲ୍ଲା ପ୍ରଶାସନ ବା ଶ୍ରୀମନ୍ଦିର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହାକୁ ତୁରନ୍ତ ସୁଧାରିବାକୁ ପଦକ୍ଷେପ ନେବା ଲାଗି ସାଧାରଣରେ ଦାବି ହେଉଛି।
 Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ଶବକୁ ଅସମ୍ମାନ, ସାଇକେଲରେ ବୁହାହେଲା ଶବ
ଶବକୁ ଅସମ୍ମାନ, ସାଇକେଲରେ ବୁହାହେଲା ଶବ
ଶବକୁ ଅସମ୍ମାନ। ସାଇକେଲରେ ବୁହାହେଲା ଶବ। ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ବିନିକା ମେଡିକାଲରେ। ମେଘଲା ଗାଁର ମହିଳା ରୁକ୍ମିଣୀ ସାହୁ ଅଂଶୁଘାତର ଶିକାର ହେବା ପରେ ବିନିକା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ମୃତଦେହ ନେବା ପାଇଁ ମହାପ୍ରୟାଣ ଗାଡି ଖୋଜିଥିଲେ। ମାତ୍ର ଗାଡି ନଆସିବାରୁ ଶେଷରେ ସାଇକେଲରେ ମୃତଦେହ ନେଇଥିଲେ ପରିବାର ଲୋକେ।
ରାଜ୍ୟରେ ଏଘଟଣା ନୂଆ ନୁହେଁ ସତ। କିନ୍ତୁ ବାରମ୍ୱାର ଏଭଳି ଘଟଣା ସାମ୍ନାକୁ ଆସୁଛି। ଏନେଇ ନା କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ନା କୌଣସି ସାହାଯ୍ୟ କରାଯାଉଛି। କିନ୍ତୁ ବାରମ୍ୱାର ଏଭଳି ଘଟଣା ସାମ୍ନାକୁ ଆସୁଛି।
 Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ବଢ଼ିଲା ଗ୍ରୀଷ୍ମ ଛୁଟି, ୨୧ ତାରିଖରେ ଖୋଲିବ ସ୍କୁଲ

ବଢ଼ିଲା ଗ୍ରୀଷ୍ମ ଛୁଟି । ଆଉ ଦୁଇ ଦିନ ସ୍କୁଲ ଛୁଟି ଅବଧି ବଢ଼ାଇଛନ୍ତି ସରକାର । ୧୯ ନୁହେଁ, ୨୧ ତାରିଖରେ ଖୋଲିବ ସ୍କୁଲ । ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି । ଆସନ୍ତା ୧୯ ତାରିଖ ସ୍କୁଲ ଖୋଲିବାର ଥିଲା । ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଗ୍ରୀଷ୍ମ ଅବକାଶ ବଢ଼ାଇଛନ୍ତି । ଏ ସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।
 Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ଓଡ଼ିଆ ଆଇପିଏସଙ୍କୁ ୩ ବର୍ଷ ଜେଲ୍ଦଣ୍ଡ ।
ଓଡ଼ିଆ ଆଇପିଏସଙ୍କୁ ୩ ବର୍ଷ ଜେଲ୍ଦଣ୍ଡ ।
ଓଡ଼ିଆ ଆଇପିଏସଙ୍କୁ ୩ ବର୍ଷ ଜେଲ୍ଦଣ୍ଡ । ତାମିଲନାଡୁର ପୂର୍ବତନ ସ୍ପେଶାଲ ଡ଼ିଜିପିଙ୍କୁ ଜେଲ୍ଦଣ୍ଡ । ଜେଲ୍ଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା ହୋଇଛି । ଦଣ୍ଡାଦେଶ ଦେଲେ ଭୀଲୁପୁରମ୍ ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ । ମହିଳା ଆଇପିଏସଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଜେଲ୍ ଯାଇଥିଲେ ତାମିଲନାଡୁ କ୍ୟାଡରର ଓଡ଼ିଆ ଆଇପିଏସଙ୍କୁ ରାଜେଶ ଦାସ ।
ଅଭିଯୋଗ ଅନୁସାରେ, ରାଜ୍ୟର କେନ୍ଦ୍ରୀୟ ଜିଲ୍ଲାମାନଙ୍କରେ ଦୁହେଁ ଡିୟୁଟି କରୁଥିବା ବେଳେ ଦାସ ଉକ୍ତ କନିଷ୍ଠ ପୋଲିସ ଅଧିକାରିଣୀଙ୍କ ସହିତ ଅଭଦ୍ରୋଚିତ ଆଚରଣ କରିଥିଲେ । ସେତେବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ‘ଅଲ୍ ଇଣ୍ଡିଆ ଦ୍ରାବିଡ଼ ମୁନ୍ନେତ୍ର କାଜ୍ଗମ୍’ର ନେତା ଏଡାପ୍ପଡ଼ି ପଲାନୀସ୍ବାମୀ । ମୁଖ୍ୟମନ୍ତ୍ରୀଙ୍କ ସିକ୍ୟୁରିଟି ଡିୟୁଟିରେ ଦୁହେଁ ଯାଉଥିବା ବେଳେ ଉପରୋକ୍ତ ଘଟଣା ଘଟିଥିଲା ।
 Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ଅନୁମାନର ୧୦ ବର୍ଷ ପୂର୍ବରୁ ତରଳି ଯିବ ଆର୍କଟିକ ବରଫ
ଅନୁମାନର ୧୦ ବର୍ଷ ପୂର୍ବରୁ ତରଳି ଯିବ ଆର୍କଟିକ ବରଫ, ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ
-୨୦୪୦ ଦଶକରେ ଆର୍କଟିକ ମହାସାଗରରେ ସୃଷ୍ଟି ହୋଇଥିବା ବରଫ ସ୍ତର ତରଳି ଯାଇ ସମ୍ପୂର୍ଣ୍ଣ ଶେଷ ହୋଇଯିବ ବୋଲି ବିଶେଷଜ୍ଞ ମାନେ ମତ ଦେଇଥିଲେ । ତେବେ ପୂର୍ବ ଆକଳନର ୧୦ ବର୍ଷ ପୂର୍ବରୁ ହିଁ ଅର୍ଥାତ ୨୦୩୦ ସୁଦ୍ଧା ଦ୍ରୁତଗତିରେ ତରଳୁଥିବା ଏହି ବରଫ ସମ୍ପୂର୍ଣ୍ଣ ଶେଷ ହୋଇଯିବ । କାର୍ବନ କାଢିବା ପାଇଁ ସମସ୍ତ ଚେଷ୍ଟା କରିବା ପରେ ମଧ୍ୟ ବରଫ ସ୍ତର କମିବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।
୪୦ ବର୍ଷ ଧରି ବୈଜ୍ଞାନିକମାନେ ସାଟେଲାଇଟରୁ ସଂଗ୍ରହ କରିଥିବା ତଥ୍ୟକୁ ବିଶ୍ଲେଷଣ କରିଛନ୍ତି, ଯେଉଁଥିରେ ନର୍ଥ ପୋଲ ଚାରିପାଖରେ ଥିବା ବରଫ ହ୍ରାସ ପାଉଥିବା ଅଧ୍ୟୟନ କରିଛନ୍ତି । ଅଧ୍ୟୟନରୁ ପ୍ରକାଶ ପାଇଛି ଯେ, ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ଆସନ୍ତା ୨୦୩୦ରୁ ୨୦୫୦ ମଧ୍ୟରେ କାର୍ବନ ନିର୍ଗମନ ହ୍ରାସ ପାଇବା ପରେ ମଧ୍ୟ କୌଣସି ଏକ ସେପ୍ଟେମ୍ବର ମାସରେ ଆର୍କଟିକ୍ରେ ଥିବା ସମସ୍ତ ବରଫ ଶେଷ ହୋଇଯିବ । ତେବେ ସେପ୍ଟେମ୍ବର ମାସରେ ହିଁ ବରଫ ସ୍ତର ସବୁଠାରୁ କମ ରହିଥାଏ ।
ଦକ୍ଷିଣ କୋରିଆର ପୋହାଙ୍ଗ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ୟୁନିଭର୍ସିଟିର ମିନି ସେଙ୍ଗଙ୍କ ନେତୃତ୍ୱରେ ଏହି ଅଧ୍ୟୟନର ରିପୋର୍ଟ ନେଚର କମ୍ୟୁନିକେସନ ପତ୍ରିକାରେ ପ୍ରକାଶ ପାଇଛି । ଅନୁସନ୍ଧାନକାରୀମାନେ ୧୯୭୯ରୁ ୨୦୧୯ ମଧ୍ୟରେ ପ୍ରତି ମାସରେ ଆର୍କଟିକର ବରଫ ଘନତାର ତଥ୍ୟ ଅଧ୍ୟୟନ କରିଛନ୍ତି । ଏହା ପରେ କମ୍ପ୍ୟୁଟର ସିମୁଲେସନ କରାଯାଇଥିଲା ଯେଉଁଥିରେ ଭବିଷ୍ୟତର ଆକଳନ କରାଯାଇଛି ।
ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକାରୀ କମିଟି ‘ଆଇପିସି’ ଦ୍ୱାରା ନିକଟରେ ପ୍ରକାଶିତ ରିପୋର୍ଟରେ ଫଳାଫଳ ପ୍ରକାଶ ପାଇଛି । ରିପୋର୍ଟରେ କୁହାଯାଇଛି ଏହି ଶତାବ୍ଦୀର ମଧ୍ୟ ଭାଗ ପୂର୍ବରୁ ଆର୍କଟିକରେ କୌଣସି ସେପ୍ଟେମ୍ବରରେ ବରଫ ଶେଷ ହେବ ନାହିଁ । ତେବେ ଗ୍ରୀନ ହାଉସର ଗ୍ୟାସ ନିର୍ଗମନ ପ୍ରକ୍ରିୟା ଉପରେ ବରଫ ଶେଷ ହେବା ନିର୍ଭର କରିବ ବୋଲି ଅଧ୍ୟୟନରେ କୁହାଯାଇଛି ।
ବତ୍ତର୍ମାନ ପୋହାଙ୍ଗ ୟୁନିଭର୍ସିଟିର ଅଧ୍ୟୟନ ରିପୋର୍ଟରେ କୁହାଯାଇଛି ଯେ, ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ପ୍ରକ୍ରିୟା ଯେତେ ହ୍ରାସ ପାଇଲେ ମଧ୍ୟ, ପୂର୍ବ ଆକଳନ ଠାରୁ ୧୦ ବର୍ଷ ପୂର୍ବରୁ ହିଁ ଆର୍କଟିକରେ ଥିବା ସମସ୍ତ ବରଫ ଶେଷ ହୋଇଯିବ । ଅନୁସନ୍ଧାନରେ କୁହାଯାଇଛି ଯେ, ଏହାର ପ୍ରଭାବ ମାନବ ସମାଜ ଉପରେ ପଡ଼ିବ । ଏହା ସହିତ କୁହାଯାଇଛି ଯେ, ଗରମ ଶେଷ ସୁଦ୍ଧା ଆର୍କଟିକରେ ବରଫ ସମ୍ପୂର୍ଣ୍ଣ ଶେଷ ହୋଇଯିବ ଏଥିପାଇଁ ମଣିଷ ସମାଜ ପ୍ରସ୍ତୁତ ହେବା ଉଚିତ ।
ଜିଓଫିଜିକାଲ ରିସର୍ଚ୍ଚ ଲେଟରରେ ନିକଟରେ ପ୍ରକାଶିତ ଅଧ୍ୟୟନ ରିପୋର୍ଟ ଅନୁସାରେ, ଶେଷ ବରଫ କ୍ଷେତ୍ରର ପୂର୍ବ ଏବଂ ପଶ୍ଚିମ ଅଞ୍ଚଳରେ ବରଫ ପ୍ରକୃତିରେ ଆସୁଥିବା ପରିବର୍ତ୍ତନରେ ଭିନ୍ନତା ରହିଛି । ପ୍ରତ୍ୟେକ ବର୍ଷ ଉଭୟ କ୍ଷେତ୍ରରେ ବରଫର ଘନତା ବୃଦ୍ଧି ଏବଂ ହ୍ରାସରେ ଭିନ୍ନତା ଦେଖାଯାଇଛି । ଅନ୍ୟପଟେ ବରଫ ପ୍ରବାହରେ ମଧ୍ୟ ପାର୍ଥକ୍ୟ ରହିଛି । ଆର୍କଟିକରେ ବରଫ ତରଳିବାର ପ୍ରଭାବ ସମଗ୍ର ବିଶ୍ୱରେ ଦେଖାଯିବ । ପ୍ରାୟ ୧.୨୦ ଲକ୍ଷ ବର୍ଷ ପୂର୍ବେ ଆର୍କଟିକ୍ରେ ବରଫ ଶେଷ ହୋଇଥିଲା । ପୋଲାର କ୍ଷେତ୍ରରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ତାପମାତ୍ରା ଯୋଗୁଁ ଏଭଳି ପରିସ୍ଥିତି ପୁଣି ସୃଷ୍ଟି ହୋଇପାରେ ।
ଏହି କାରଣରୁ ବ୍ରିଟେନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ । ଆମେରିକାରେ ମଧ୍ୟ ଅନେକ ସମୟରେ ଝଡ଼ ଆସିଥାଏ । ଯଦି ଆର୍କଟିକ୍ରେ ବରଫ ଶେଷ ହୁଏ ତେବେ ସମଗ୍ର ବିଶ୍ୱରେ ତାପମାତ୍ରା ବୃଦ୍ଧି ପାଇବ ଏବଂ ପାଗରେ ମଧ୍ୟ ଅନେକ ପରିବର୍ତ୍ତନ ଆସିବ । ଗ୍ଲୋବାଲ ଓ୍ଵାର୍ମିଂ ସ୍ଥିତି ମଧ୍ୟ ଖରାପ ହେବ । ଆର୍କଟିକ ଅଞ୍ଚଳରେ ଆର୍କଟିକ ମହାସାଗର, କାନାଡାର କିଛି ଅଂଶ, ଗ୍ରୀନଲ୍ୟାଣ୍ଡ,ଋଷର କିଛି ଅଂଶ, ଆମେରିକାର ଆଲାସ୍କା, ଆଇଲ୍ୟାଣ୍ଡ, ନରେଓ୍ଵ, ସ୍ୱିଡେନ ଏବଂ ଫିନଲ୍ୟାଣ୍ଡ ରହିଛି । ଯଦି ବରଫ ଏଭଳି ମାତ୍ରାରେ ତରଳିବାରେ ଲାଗେ, ତେବେ ପୋଲାର ଅଞ୍ଚଳରେ ରହୁଥିବା ଭାଲୁ, ବାଘ, ପେଙ୍ଗୁଇନ ଏବଂ ସିଲ ପରି ପଶୁମାନେ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯିବେ ।
 Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ଏହା ହେଉଛି ଦୁନିଆର ସବୁଠାରୁ ବଡ ଟ୍ରକ
ଏହା ହେଉଛି ଦୁନିଆର ସବୁଠାରୁ ବଡ ଟ୍ରକ, ଯାହାର ଗୋଟେ ଟାୟାରର ଓଜନ ୫୫୦୦ କିଲୋ
ଆପଣ କୌଣସି ବି ସମୟରେ ଘରୁ ବାହାରକୁ ଯିବେ ତ ଆପଣଙ୍କୁ ହାଇୱେରେ ଗୋଟେ କିମ୍ବା ଦୁଇଟି ଟ୍ରକ ସହଜରେ ହିଁ ମିଳିଯିବ । ଏବେ ତ ନୂଆ ନୂଆ ଡିଜାଇନର ଟ୍ରକ ବି ଆସିବାକୁ ଲାଗିଲାଣି । କେଉଁଟା ୪ ଚକିଆ ଥାଏ ତ ଆଉ କେଉଁଟା ୧୬ ଚକିଆ ଥାଏ । ଭାରତରେ ଟ୍ରକକୁ ନୂଆ କନିଆଁ ଭଳି ସଜାଇ ଦିଆଯାଏ । ଏଥିରେ କିଏ ବୁରି ନଜର ବାଲେ ତେରା ମୁଁ କାଲା ଲେଖୁଛନ୍ତି ତ ଆଉ କିଏ ହମ୍ ଦୋ ହମାରେ ଦୋ ଲେଖୁଛନ୍ତି । କିନ୍ତୁ କଣ ଆପଣ କେତେ ଭାବିଛନ୍ତି ସବୁଠାରୁ ବଡ ଟ୍ରକ କେଉଁଟା । କଣ ଆପଣ କେବେ ଦେଖିଛନ୍ତି, ଆପଣ ବା କେମିତି ଦେଖିବେ ରାସ୍ତାରେ ଏହି ଟ୍ରକ କେବେ ଚାଲିନାହିଁ ।
ମାଲ୍ ପରିବହନ କରୁଥିବା ବିଭିନ୍ନ ଆକାରର ଟ୍ରକ୍ ଆମେ ଦେଖିଛୁ। ତେବେ ବିଶ୍ବର ବୃହତ୍ତମ ଟ୍ରକ୍ର ଗଠନ ଓ ବୈଶିଷ୍ଟ୍ୟ ସମ୍ପର୍କରେ ଜାଣିଲେ କାନକୁ ବିଶ୍ବାସ କରିହେବନାହିଁ। ବେଲାରୁସରେ ନିର୍ମିତ ଏହି ସ୍ବତନ୍ତ୍ର ଧରଣର ଟ୍ରକ୍ ଗତ ଦଶ ବର୍ଷ ଧରି ବିଶ୍ବର ବୃହତ୍ତମ ଟ୍ରକ୍ର ମାନ୍ୟତା ବହନ କରି ଆସିଛି। ବେଲାରୁସ୍ର ଜୋଡିନୋ ସହରରେ ନିର୍ମିତ ‘ବେଲାଜ୍-୭୫୭୧୦’ ନାମକ ଏହି ଶକ୍ତିଶାଳୀ ପରିବହନକାରୀ ଯାନଟି ୨୦୧୩ ମସିହାରେ ବଜାରକୁ ଆସିଥିଲା। ଆମେ ଜାଣିଥିବା ସାଧାରଣ ଟ୍ରକ୍ର ଓଜନ ୨ ଟନ୍ରୁ ୪ ଟନ୍, ଅଠରଚକିଆ ବିରାଟ ଟ୍ରେଲରଯୁକ୍ତ ଟ୍ରକ୍ର ଓଜନ ୩୬ ଟନ୍ ଯାଏ ହୋଇଥିବା ବେଳେ ‘ବେଲାଜ୍-୭୫୭୧୦’ର ନିଜସ୍ବ ଓଜନ ହେଉଛି ୩୬୦ ଟନ୍। ସେଥିରେ ଖଞ୍ଜା ଯାଇଥିବା ଚାରିଟି ଟାୟାର ମଧ୍ୟରୁ ପ୍ରତ୍ୟେକଟିର ଓଜନ ସାଢ଼େ ୫ ଟନ୍।
ଟ୍ରକ୍ଟିର ଦୈର୍ଘ୍ୟ ୨୦ ମିଟର ହୋଇଥିବା ବେଳେ ଏହାର ପ୍ରସ୍ତ ୯.୭ ମିଟର ଓ ଉଚ୍ଚତା ୮.୨ ମିଟର ରହିଛି। ଏହାର ନିର୍ଦ୍ଧାରିତ ପରିବହନ କ୍ଷମତା ୪୫୦ ଟନ୍ ହୋଇଥିବା ବେଳେ ତାହା ୫୦୩.୫ ଟନ୍ ଓଜନର ସାମଗ୍ରୀ ବୋହି ଗିନିଜ୍ ରେକର୍ଡ ସ୍ଥାପନ କରିଛି। ତାହା ୨,୩୦୦ ଅଶ୍ବଶକ୍ତି (ଏଚ୍ପି) ସଂପନ୍ନ ଦୁଇଟି ଇଞ୍ଜିନ ଦ୍ବାରା ପରିଚାଳିତ। ବିଶାଳ କଳେବର ଓ ଓଜନ ସତ୍ତ୍ବେ ଏହା ଖାଲି ଥିଲା ବେଳେ ଘଣ୍ଟାକୁ ୬୦ କି.ମି. ବେଗରେ ଗତି କରିପାରୁଛି ଏବଂ ମାଲ୍ ସହ ତାହାର ସର୍ବାଧିକ ବେଗ ଘଣ୍ଟାକୁ ୪୫ କି.ମି. ରହିଛି। ବର୍ତ୍ତମାନ ସାରା ବିଶ୍ବରେ ଏହି ଧରଣର ମାତ୍ର ତିନିଟି ଟ୍ରକ୍ ରହିଛି ଏବଂ ସେଗୁଡ଼ିକ ରୁଷିଆର ଖଣି ଅଞ୍ଚଳରେ ନିୟୋଜିତ।
 Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ହିନ୍ଦୁ ଯୁବକଙ୍କ ପ୍ରତିବାଦ
ସୁପ୍ରିମକୋର୍ଟର ହିନ୍ଦୁ ବିରୋଧୀ ଓକିଲ ପ୍ରଶାନ୍ତ ଭୂଷଣଙ୍କ ଦ୍ୱାରା କାଶ୍ମୀର ବିଷୟରେ ଅତ୍ୟନ୍ତ ଆପତ୍ତିଜନକ ବକ୍ତବ୍ୟ ପରେ ଜଣେ ଜାତୀୟତାବାଦୀ ନିର୍ଭୀକ ହିନ୍ଦୁ ଯୁବକଙ୍କ ଦ୍ୱାରା ଏକ ଦୃଢ ପ୍ରତିବାଦ ର ଦ୍ରୁଶ୍ୟ ।
 Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ବିଶ୍ୱର ରହସ୍ୟମୟ ଗାଁ
ବିଶ୍ୱର ରହସ୍ୟମୟ ଗାଁ । ଏଠି ଜନ୍ମବେଳେ ସବୁ ଠିକ୍ କିନ୍ତୁ ପରେ ହୋଇଯାନ୍ତି ଦୃଷ୍ଟିହୀନ । କେବଳ ମଣିଷ ନୁହେଁ ପଶୁ ପକ୍ଷୀଙ୍କ କ୍ଷେତ୍ରରେ ବି ସମାନ ସ୍ଥିତି
-- ଦୁନିଆରେ ଅନେକ ରହସ୍ୟମୟ ଜିନିଷ ରହିଛି ଯାହା ସମ୍ପର୍କରେ ଆପଣ ଶୁଣିଥିବେ ନିଶ୍ଚୟ । ଯାହା ବିଷୟରେ ଶୁଣିଲେ ଆପଣଙ୍କୁ ହୁଏତ ସତ ନ ଲାଗିପାରେ ମାତ୍ର ଏହା ସତ୍ୟ । ଆଜି ବି ଦୁନିଆରେ ଏପରି ଅନେକ ସ୍ଥାନ ରହିଛି ଯାହା ରହସ୍ୟରେ ପରିପୂର୍ଣ୍ଣ । ଏହି ସ୍ଥାନ ଗୁଡିକରେ ରହିଛି ଅନେକ ସମାଧାନ ହୋଇନଥିବା ପ୍ରଶ୍ନ । ଯାହାର ରହସ୍ୟ ଆଜି ବି ବୈଜ୍ଞାନିକମାନଙ୍କୁ ଚକିତ କରୁଛି । ଏମିତି କିଛି ସ୍ଥାନର ରହସ୍ୟ ଯାହାକୁ ନେଇ ଆପଣମାନେ ନିଶ୍ଚୟ ଭାବିବେ ଏହା କିପରି ସମ୍ଭବ? ଆମ ବିଶ୍ୱରେ ଏମିତି ଏକ ଗାଁ ଯାହା ରହସ୍ୟଘେରରେ । ଏହି ଗାଁର ପ୍ରତ୍ୟେକ ମଣୀଷ, ପଶୁ ଏବଂ ପକ୍ଷୀ ଅନ୍ଧ । ଏହି ଗାଁକୁ ଦୃଷ୍ଟିହୀନ ଗାଁ ମଧ୍ୟ କୁହାଯାଏ । ଏହା ପଛର ଥିବା କାହାଣୀ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ତେବେ ଆସନ୍ତୁ ଜାଣିବା ଏହି ଗାଁ ବିଷୟରେ ..
ମେକ୍ସିକୋର ଘଞ୍ଚ ଜଙ୍ଗଲ ଭିତରେ ଏକ ଗାଁ ଯାହା ଅନ୍ୟକୁ ବିସ୍ମୟ ଜଡ଼ିତ କରିଦିଏ । ମେକ୍ସିକୋର ଟିଲଟେପକ୍ ଗ୍ରାମ ଯାହା ଦୃଷ୍ଟିହୀନ ଗାଁ ଭାବେ ବେଶ୍ ଜଣାଶୁଣା । ଏଠାରେ ବସବାସ କରୁଥିବା ପ୍ରତ୍ୟେକ ମଣିଷ ଠାରୁ ଆରମ୍ଭ କରି ଜୀବଜନ୍ତୁ ସମସ୍ତେ ଦୃଷ୍ଟିବାଧିତ । ଏହି ଗାଁରେ ‘ଜାପୋଟେକ’ ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଗାଁରେ ପିଲାମାନେ ଭଲ ଭାବରେ ଜନ୍ମ ହୋଇଥାନ୍ତି ମାତ୍ର ଜନ୍ମର କିଛି ଦିନ ମଧ୍ୟରେ ସେମାନଙ୍କର ଦୃଷ୍ଟି ଶକ୍ତି ନଷ୍ଟ ହୋଇଯାଇଥାଏ । ଏହା ବିଶ୍ୱର ପ୍ରଥମ ଗାଁ ଯେଉଁଠି ମଣିଷଠାରୁ ପଶୁ ସମସ୍ତେ ଦୃଷ୍ଟିବାଧିତ । ଏହି ଗାଁରେ ବାସ କରୁଥିବା ଜନଜାତିର ଲୋକମାନେ ଅଭିଶାପିତ ବୃକ୍ଷକୁ ସେମାନଙ୍କର ଦୃଷ୍ଟିହୀନ ହେବାର କାରଣ ବୋଲି ବିବେଚନା କରନ୍ତି । ଗ୍ରାମରେ ବହୁବର୍ଷଧରି ରହିଥିବା ‘ଲାଭାଜୁଏଲା’ ନାମକ ଏକ ଗଛକୁ ଦେଖିଲା ପରେ ମଣିଷଠାରୁ ଆରମ୍ଭ କରି ପଶୁପକ୍ଷୀଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଧ ହୋଇଯାଉଥିବା ବିଶ୍ୱାସ କରାଯାଏ । ବର୍ଷ ବର୍ଷ ଧରି ଗାଁରେ ଏହି ଗଛ ରହିଆସିଛି ।
ତେବେ ବିଶେଷଜ୍ଞମାନଙ୍କ କହିବା ଅନୁସାରେ , ଏହି ଗ୍ରାମରେ ଏକପ୍ରକାରର ବିଷାକ୍ତ ମାଛି ଦେଖିବାକୁ ମିଳେ । ଏହି ଗ୍ରାମରେ ଦେଖାଯାଉଥିବା ଏହି ବିଷାକ୍ତ ମାଛି କାମୁଡିବା ଦ୍ୱାରା ଲୋକମାନଙ୍କ ଦୃଷ୍ଟିଶକ୍ତି ଚାଲିଯାଏ । ମେକ୍ସିକୋ ସରକାର ଏ ସମ୍ପର୍କରେ ଜାଣିବା ପରେ ଗ୍ରାମବାସୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ଚେଷ୍ଟା କରିଥିଲେ । ହେଲେ ସରକାର ବିଫଳ ହୋଇଥିଲେ । କାରଣ ଏଠାରେ ରହୁଥିବା ଜନଜାତି ମାନଙ୍କୁ ସରକାର ସ୍ଥାନାନ୍ତରିତ କରିଥିବା ଜଳବାୟୁ ସହ ଏହି ଜନଜାତିର ଲୋକେ ଖାପଖୁଆଇ ଚଳି ନପାରିବାରୁ ତାଙ୍କୁ ପୁଣିଥରେ ଆଣି ସେହିସ୍ଥାନରେ ଛାଡି ଦିଆଯାଇଥିଲା । ଏହି ଜନଜାତିର ଲୋକେ ଏବେ ନିଜେ ନିଜର ଯତ୍ନ ନେଉଛନ୍ତି । ତେବେ ଏହି ଲୋକମାନେ ସାଧାରଣ ଜୀବନଶୈଳୀଠାରୁ ଢେର ପଛରେ ରହିଛନ୍ତି । ଏହି ଗାଁରେ ପାଖାପାଖି ୭୦ଟି କୁଡିଆ ଘର ରହିଛି । ଯେଉଁଠି ପ୍ରାୟ ୩୦୦ ଲୋକ ବାସ କରନ୍ତି । ସବୁଠାରୁ ବଡ କଥା ହେଉଛି ଏଠାରେ କୌଣସି ଘରେ ଝରକା ନାହିଁ । ମାତ୍ର ବିଶ୍ୱାସ ଅଛି କି ଏହି ଗାଁରେ କିଛି ଲୋକଙ୍କ ଦୃଷ୍ଟି ଶକ୍ତି ଠିକ୍ ରହିଛି , ଯେଉଁ କାରଣରୁ ବାକି ଲୋକମାନେ ଏଠାରେ ରହିବାକୁ ସକ୍ଷମ ଅଟନ୍ତି ।
 Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ସାମ୍ନାକୁ ଆସିଲା ମହାକାଶରୁ କଏଦ ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ର ଚମତ୍କାର ଫଟୋ

ନୂଆଦିଲ୍ଲୀ: ବାତ୍ୟା ‘ବିପର୍ଯ୍ୟୟ’ର ଭୟ ବଢିବାରେ ଲାଗିଛି ଏବଂ ଗୁରୁବାର ସନ୍ଧ୍ୟା ସୁଦ୍ଧା ଏହା ଗୁଜରାଟ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଇତି ମଧ୍ୟରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ(ଆଇଏସଏସ)ର ଜଣେ ଯାତ୍ରୀ ମହାକାଶରୁ କଏଦ ହୋଇଥିବା ଏହି ଭୟଙ୍କର ଘୂର୍ଣ୍ଣିଝଡ଼ର କିଛି ଚମତ୍କାର ଚିତ୍ର ଶେୟାର କରିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ମହାକାଶଚାରୀ ସୁଲତାନ ଅଲ ନେୟାଦୀ ନିଜ ଟ୍ୱିଟର ଆକାଉଣ୍ଟରେ ଆରବସାଗର ଉପରେ ବାତ୍ୟା ‘ବିପର୍ଯ୍ୟୟ’ର କିଛି ଫଟୋ ପୋଷ୍ଟ କରିଛନ୍ତି।
ଅଲ ନେୟାଦୀ ଲେଖିଛନ୍ତି, ‘‘ଯେମିତିକି ମୁଁ ପୂର୍ବ ଭିଡିଓରେ ପ୍ରତିଶ୍ରୁତି ଦେଇଥିଲି, ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ର କିଛି ଫଟୋ ଶେୟାର କରୁଛି, ଯାହାକୁ ମୁଁ ଦୁଇ ଦିନ ଧରି ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ କ୍ଲିକ୍ କରିଥିଲି..’’ ଦୁଇ ଦିନ ପୂର୍ବେ ଅଲ ନେୟାଦୀ ଏକ ଭିଡିଓ ଶେୟାର କରିଥିଲେ, ଯେଉଁଥିରେ ଆରବ ସାଗର ଉପରେ ଏକ ବିରାଟ ଘୂର୍ଣ୍ଣଝଡ଼ ସୃଷ୍ଟି ହୋଇ ଭାରତୀୟ ଉପକୂଳ ଆଡ଼କୁ ଗତି କରୁଥିବାର ଦେଖାଯାଇଥିଲା।
ବାତ୍ୟା ‘ବିପର୍ଯ୍ୟୟ’ କାରଣରୁ ୭୪,୦୦୦ରୁ ଅଧିକ ଲୋକଙ୍କୁ ଉପକୂଳବର୍ତ୍ତୀ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଗୁରୁବାର ସନ୍ଧ୍ୟାରେ ବାତ୍ୟା କଚ୍ଛ ଛୁଇଁବାର ସମ୍ଭାବନା ରହିଛି ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅରେଞ୍ଜ ଏବଂ ୟେଲୋ ଆଲର୍ଟ ଜାରି କରାଯାଇଛି।
 Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
ମାଂସ ଖାଇବା ପାଇଁ ବରଯାତ୍ରୀ କଲେ ଝଗଡ଼ା, ଶେଷରେ ବାହା ହେଲାନି କନ୍ୟା
ମାଂସ ଖାଇବା ପାଇଁ ବରଯାତ୍ରୀ କଲେ ଝଗଡ଼ା, ଶେଷରେ ବାହା ହେବାକୁ ରୋକ ଠୋକ ମନା କଲା କନ୍ୟା
ସମ୍ବଲପୁର: ଖାସି ମାଂସ ପାଇଁ ଭାଙ୍ଗିଗଲା ବାହାଘର । ଶିଶୁପାଳ ହୋଇ ଫେରିଲା ବର । ଏପରି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ସହର ଧମା ଅଞ୍ଚଳରେ। ଧମା ଅଞ୍ଚଳର ଜଣେ ଯୁବତୀଙ୍କ ବାହାଘର ସୁନ୍ଦରଗଡ଼ ଜିଲ୍ଲାର ଜଣେ ଯୁବକଙ୍କ ସହ ସ୍ଥିର ହୋଇଥିଲା । ସମ୍ବଲପୁରର ଏକ ବିବାହ ମଣ୍ଡପରେ ଚାଲିଥିଲା ବାହାଘର । ବାଜା, ରୋଷଣୀ ସହ କନ୍ୟା ଘରେ ପହଞ୍ଚିଥିଲେ ବରଯାତ୍ରୀ। ଆରମ୍ଭ ହୋଇଥିଲା ଖିଆପିଆ। ହେଲେ ମାଂସ ଅଧାରୁ ସରି ଯାଇଥିବାରୁ ଆରମ୍ଭ ହୋଇଯାଇଥିଲା ଝଗଡ଼ା।
କନ୍ୟା ଘର ଲୋକ ଏକ ଢାବାରୁ ମାଂସ ଆଣି ଖାଇବାକୁ ଦେଇଥିଲେ। ହେଲେ ବର ପକ୍ଷ ନ ମାନିବାରୁ ଝିଅର ବାପା ଓ ମାମୁ ବରପକ୍ଷଙ୍କ ହାତଗୋଡ଼ ଧରି ନେହୁରା ହୋଇଥିଲେ । ଏପରି ଘଟଣା ଦେଖି ବାହା ହେବାକୁ ରୋକଠୋକ୍ ମନା କରିଦେଇଥିଲା କନ୍ୟା। ଆଉ ଶିଶୁପାଳ ହୋଇ ଘରକୁ ଫେରିଥିଲା ବର। ସମ୍ବଲପୁରରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।
 Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
Coastal News Odia is an online news portal that brings you the latest news and updates from the coastal region of Odisha, India. From breaking news and current events to in-depth analysis and opinion pieces, Coastal News Odia has it all. Whether you're a local resident or just interested in the happenings of the coastal region, Coastal News Odia is your go-to source for all things news and information. Stay up-to-date on the latest developments in politics, sports, entertainment, and more with Coastal News Odia.
COASTAL NEWS
ମନ୍ଥା’ରେ ସର୍ବାଧିକ ପ୍ରଭାବିତ ଗଜପତି, କୋରାପୁଟ.
‘ମନ୍ଥା’ରେ ସର୍ବାଧିକ ପ୍ରଭାବିତ ଗଜପତି, କୋରାପୁଟ... ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ମନ୍ଥା’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲା ପ୍ରଭାବିତ ହୋ...
 
.jpg)