AFFILIATE MARKETING

https://binomo.com?a=90810425bb57&t=0

Thursday, June 12, 2025

ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ ପଞ୍ଜୀକୃତ ହେବେ ବୟୋଜ୍ୟେଷ୍ଠ

ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ ପଞ୍ଜୀକୃତ ହେବେ ବୟୋଜ୍ୟେଷ୍ଠ

କାଲିଠୁ ୧୦ ଦିନିଆ ରାଜ୍ୟ ବ୍ୟାପୀ ବ୍ୟାପକ ଅଭିଯାନର ଆରମ୍ଭ

ଭୁବନେଶ୍ୱର, ୧୧/୦୬: ଆୟୁଷ୍ମାନ ବନ୍ଦନା ଯୋଜନା (ଏଭିଭିୱାଇ)ରେ ୭୦ ବର୍ଷ ରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ପଞ୍ଜୀକୃତ କରିବା ପାଇଁ ରାଜ୍ୟ ସରକାର ଜୁନ୍ ୧୨ରୁ ୨୧ ପର୍ଯ୍ୟନ୍ତ ୧୦ ଦିନିଆ ବ୍ୟାପକ ଅଭିଯାନର ଆରମ୍ଭ କରିଛନ୍ତି।

ଏହି ଯୋଜନାରେ ପ୍ରତ୍ୟେକ ବରିଷ୍ଠ ନାଗରିକଙ୍କୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ। ଏଥିରେ ଯୋଗ୍ୟ ବରିଷ୍ଠ ମାନେ ତାଲିକାଭୁକ୍ତ ହସ୍ପିଟାଲରେ କ୍ୟାସଲେସ୍ ଚିକିତ୍ସା ପାଇପାରିବେ।

ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ଏସ୍ ମଙ୍ଗଳବାର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୋଜନା ପ୍ରସ୍ତୁତ କରନ୍ତୁ। କମନ୍ ସର୍ଭିସ୍ ସେଣ୍ଟରରେ ପଞ୍ଜୀକରଣ ହେବା ସହିତ, ଆଶା କର୍ମୀ ଏବଂ ଏଏନଏମ ମାନେ ପଞ୍ଜୀକରଣ କରାଇବେ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...