AFFILIATE MARKETING

https://binomo.com?a=90810425bb57&t=0

Monday, June 23, 2025

ଦୁଇଫାଳ ହୀରାଖଣ୍ଡ ଏକ୍ସପ୍ରେସ

ଦୁଇଫାଳ ହୀରାଖଣ୍ଡ ଏକ୍ସପ୍ରେସ

ଅଧାରେ ଅଟକିଲା ଟ୍ରେନ

ଜୟପୁର, ୨୨/୦୬: ଏକ ବଡ଼ ରେଳ ଦୁର୍ଘଟଣାରୁ ବର୍ତ୍ତି ଗଲା ହୀରାଖଣ୍ଡ ଏକ୍ସପ୍ରେସ। ଛତିଶଗଡ଼ର ଜଗଦଲପୁରରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ହୀରାଖଣ୍ଡ ଏକ୍ସପ୍ରେସ୍‌ ଟ୍ରେନ୍‌ କୋରାପୁଟର ଜୟପୁର ନିକଟରେ ଏକ୍ସପ୍ରେସର ଦୁଇଟି ବଗି ଅଲଗା ହୋଇଯାଇଥିଲା। ଯାହା ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ସୌଭାଗ୍ୟ ବଶତଃ କୌଣସି କ୍ଷୟକ୍ଷତି ଘଟିନାହିଁ।

ସୂଚନା ଅନୁଯାୟୀ, ଟ୍ରେନର ବୈଷୟିକ ତ୍ରୁଟି ଯୋଗୁଁ ଦୁଇଟି ଇଞ୍ଜିନ ପାଶ୍ୱର୍ରେ ଥିବା ଦୁଇଟି ବଗି ଟ୍ରେନର ଅନ୍ୟ ଅଂଶରୁ ଅଲଗା ହୋଇଯାଇଥିଲା। ସୂଚନା ପାଇବା ପରେ ରେଳ ଅଧିକାରୀ ଏବଂ ବୈଷୟିକ ଟିମ୍ ଘଟଣାସ୍ଥଳକୁ ମରାମତି କରିଥିଲେ

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...