AFFILIATE MARKETING

https://binomo.com?a=90810425bb57&t=0

Saturday, April 5, 2025

ହିନ୍ଦୁ ଏକତା ଶୋଭାଯାତ୍ରା

                          ଜୟ ଶ୍ରୀରାମ 
ଧର୍ମରକ୍ଷା ସେନା (ଆଳି) ତରଫରୁ ଆସନ୍ତା ତା-୦୬-୦୪-୨୦୨୫ ରିଖ (ରବିବାର) ଦିନ ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ସକାଳ ୯ ଘଟିକା ସମୟରେ ଆଳିିର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଲକ୍ଷ୍ମୀବରାହଜୀଉ ମନ୍ଦିର ପ୍ରାଙ୍ଗଣରୁ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ଆରମ୍ଭ ହେବ,

ସର୍ବ ପ୍ରଥମେ ସେଠାରେ ବରାହଜୀଉଙ୍କ ଦର୍ଶନ କରିବା ସଙ୍ଗେ ସଙ୍ଗେ ପୂଜା ଅର୍ଚ୍ଚନା ସରିବା ପରେ ଶୋଭାଯାତ୍ରା କାର୍ଯ୍ୟ ଆରମ୍ଭ ହୋଇ ଗଡ଼ଗଡ଼ି ସେତୁ ନିକଟରେ ପହଞ୍ଚିବ ଓ ତାପରେ ମେନ୍ ରୋଡରେ ରାଲି  ପତ୍ରପୁର ଅଭିମୁଖେ ଶୋଭାଯାତ୍ରା ଜାରି ରହିବ, ପତ୍ରପୁର ସେତୁ ନିକଟରେ ପହଞ୍ଚିବା ପରେ ଶୋଭାଯାତ୍ରାଟି ସେଉଠୁ ପ୍ରତ୍ୟାବର୍ତ୍ତନ କରି.. ମାଳପାଟଣା ସ୍ଥିତ ବାବା ଭାତୁଆ ବଟ"ଙ୍କ ପାଖରେ ସମସ୍ତ ସେନାଙ୍କ ପାଇଁ ପ୍ରସାଦ ସେବନର ସୁ ବ୍ୟବସ୍ଥା କରାଯାଇଛି,

ଏଣୁ ସମସ୍ତ ସନାତନ ଧର୍ମାବଲମ୍ବୀ ଭାଇ ଓ ମା/ ଭଗିନୀ ମାନଙ୍କୁ ବିଶେଷ ଅନୁରୋଧ - - - 

ଏହି ବିଶାଳ ଶୋଭାଯାତ୍ରାରେ ଯୋଗଦାନ କରି ନିଜର ସାଂସ୍କୃତିକ ପରିଚୟକୁ ସୁଦୃଢ କରିବା ସଙ୍ଗେ ସଙ୍ଗେ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କର ବିଜୟ ଧ୍ଵଜା ସାରା ଭାରତ ବର୍ଷର କୋଣ ଅନୁକୋଣରେ ଉଡାଇବାରେ ଜଣେ ଜଣେ ସହଭାଗୀ ହୁଅନ୍ତୁ..

ପ୍ରତ୍ୟକ୍ଷରେ ନହେଲେ ବି ପରୋକ୍ଷରେ ଉପସ୍ଥିତ ରହି ଆମକୁ ଉତ୍ସାହିତ କରନ୍ତୁ ଓ ନିଜର ପରୋକ୍ଷ ସହଯୋଗ ମାଧ୍ୟମରେ ସହଭାଗିତା ବଜାୟ ରଖନ୍ତୁ,

ଏମିତି ଏକ ମହାନ୍ ଉଦ୍ଦେଶ୍ୟ ରଖି ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟ ନିମନ୍ତେ ନିଜ ନିଜର ସକ୍ଷମ ଅନୁସାରେ ସାହାଯ୍ୟ ସହଯୋଗ କରିବାକୁ ବିନମ୍ର ଅନୁରୋଧ..!!

                *ଜୟ ଶ୍ରୀରାମ🚩🕉️🚩*

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...