AFFILIATE MARKETING

https://binomo.com?a=90810425bb57&t=0

Wednesday, April 3, 2024

COASTAL NEWS ODIA 1800 ତିନି ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା; ଏବେ ମଇଦାନରେ ଅସଲ ଲଢେଇ, କିଏ କରିବ ସରକାର?

COASTAL NEWS ODIA 1800

ତିନି ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା; ଏବେ ମଇଦାନରେ ଅସଲ ଲଢେଇ, କିଏ କରିବ ସରକାର


ଭୁବନେଶ୍ବର _(CNO) ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ପ୍ରାର୍ଥୀ ଘୋଷଣା । ତିନି ଦଳ ନିଜକୁ ପ୍ରସ୍ତୁତ କଲେଣି। ଆଉ ସବୁ ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ବି ଆସିଲାଣି । ଏବେ ମଇଦାନରେ ଟକ୍କର । ରାଜ୍ୟର ସମସ୍ତ ଲୋକସଭା ସିଟ୍ ପାଇଁ ବିଜେପି ଆଗୁଆ ପ୍ରାର୍ଥୀ ଘୋଷଣା କରି ଦେଇଥିବାବେଳେ, ବିଜେଡି ମଧ୍ୟ ୧୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ସେହିପରି ରାଜ୍ୟର ୮ଟି ଲୋକସଭା ଆସନ ପାଇଁ ଯୋଦ୍ଧା ଘୋଷଣା କରିଛି କଂଗ୍ରେସ । ଲୋକସଭା ନିର୍ବାଚନ ୨୦୨୪ ଆସନ |  | 

ସେହିପରି ବିଜେଡ଼ି ୭୨ ବିଧାନସଭା ଆସନ, ବିଜେପି ୧୧୨ ଆସନ ଓ କଂଗ୍ରେସ ୪୯ ବିଧାନସଭା ଆସନ ପାଇଁ ଟିକେଟ ଘୋଷଣା କରିଛି। ତେବେ ଏହାରି ଭିତରେ ରାଜ୍ୟର ୫ଟି ଲୋକସଭା ଆସନରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ଭିତରେ ଲଢେଇ ସ୍ପଷ୍ଟ ହେଇଛି ।  

କଂଗ୍ରେସ ଘୋଷଣା କରିଥିବା ୮ ଲୋକସଭା କ୍ଷେତ୍ର ପ୍ରାର୍ଥୀଙ୍କ ନାଁ ବରଗଡ - ସଞ୍ଜୟ ଭୋଇ ସୁନ୍ଦରଗଡ-ଜନାର୍ଦ୍ଦନ ଦେହୁରୀ ବଲାଙ୍ଗୀର-ମନୋଜ ମିଶ୍ର କଳାହାଣ୍ଡି - ଦ୍ରୌପଦୀ ମାଝି ନବରଙ୍ଗପୁର - ଭୁଜବଳ ମାଝୀ କନ୍ଧମାଳ -ଅମୀର ଚାନ୍ଦ ନାୟକ ବ୍ରହ୍ମପୁର -ରଶ୍ମି ରଞ୍ଜନ ପଟ୍ଟନାୟକ କୋରାପୁଟ - ସପ୍ତଗିରି ସଙ୍କର ଉଲାକା ଆକାଶ, ସିଦ୍ଧାନ୍ତ ଓ ପ୍ରିୟଦର୍ଶୀଙ୍କୁ ମିଳିଲା ଟିକେଟ; କଟିଲା ଦୁଇ ବିଧାୟକଙ୍କ ଟିକେଟ l

ବିଜେପିର ୨୧ ପ୍ରାର୍ଥୀ ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରାପଡ଼ା: ବୈଜୟନ୍ତ ପଣ୍ଡା ଭୁବନେଶ୍ୱର: ଅପରାଜିତା ଷଡ଼ଙ୍ଗୀ ପୁରୀ: ସମ୍ବିତ ପାତ୍ର ବାଲେଶ୍ୱର: ପ୍ରତାପ ଷଡ଼ଙ୍ଗୀ ବ୍ରହ୍ମପୁର: ପ୍ରଦୀପ ପାଣିଗ୍ରାହୀ ସୁନ୍ଦରଗଡ଼: ଜୁଏଲ ଓରାମ ବରଗଡ଼: ପ୍ରଦୀପ ପୁରୋହିତ କେନ୍ଦୁଝର: ଅନନ୍ତ ନାୟକ ଢେଙ୍କାନାଳ: ରୁଦ୍ର ନାରାୟଣ ପାଣି ମୟୂରଭଞ୍ଜ: ନବ ଚରଣ ମାଝି ଭଦ୍ରକ: ଅଭିମନ୍ୟୁ ସେଠୀ କଳାହାଣ୍ଡି: ମାଳବିକା କେଶରୀ ଦେଓ ବଲାଙ୍ଗୀର: ସଙ୍ଗୀତା କୁମାରୀ ସିଂ ଦେଓ ନବରଙ୍ଗପୁର: ବଳଭଦ୍ର ମାଝି ଜଗତସିଂହପୁର: ବିଭୁପ୍ରସାଦ ତରାଇ ଆସ୍କା: ଅନୀତା ଶୁଭଦର୍ଶିନୀ କୋରାପୁଟ: କାଳିରାମ ମାଝୀ ପ୍ରାର୍ଥୀ ଯାଜପୁର: ରବୀନ୍ଦ୍ର ନାରାୟଣ ବେହେରା କନ୍ଧମାଳ: ସୁକାନ୍ତ କୁମାର ପାଣିଗ୍ରାହୀ କଟକ: ଭର୍ତ୍ତୃହରି ମହତାବ ବିଜେଡି ଲୋକସଭା ପ୍ରାର୍ଥୀ ବଲାଙ୍ଗୀରରୁ ଲଢ଼ିବେ ମନୋଜ ମିଶ୍ର; ବିଜେପିର ସଙ୍ଗୀତ ସିଂହ ଦେଓଙ୍କୁ ଦେବେ ଟକ୍କର l

କଳାହାଣ୍ଡି - ଲମ୍ବୋଧର ନିଆଳ ସମ୍ବଲପୁର - ପ୍ରଣବ ପ୍ରକାଶ ଦାସ ସୁନ୍ଦରଗଡ - ଦିଲ୍ଲୀପ ତିର୍କୀ ମୟୂରଭଞ୍ଜ - ସୁଦାମ ମାର୍ଣ୍ଡି କେନ୍ଦ୍ରାପଡା - ଅଂଶୁମାନ ମହାନ୍ତି ନବରଙ୍ଗପୁର - ପ୍ରଦୀପ ମାଝୀ ଭୁବନେଶ୍ୱର - ମନ୍ମଥ ରାଉତରାୟ କୋରାପୁଟ - କୌଶଲ୍ୟା ହିକ୍କକା ଆସ୍କା - ରଞ୍ଜିତା ସାହୁ

ମଙ୍ଗଳବାର ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି।

ପଦ୍ମପୁରରୁ – ଗୋବର୍ଦ୍ଧନ ଭୁଏ
ବିଜେପୁର – ସନତ କୁମାର ଗଡତିଆ
ବରଗଡ ଅଶ୍ୱିନୀ – କୁମାର ଷଡଙ୍ଗୀ
ଅତାବିରା – ନିହାର ରଞ୍ଜନ ମହାନନ୍ଦ
ଭଟଲି – ଇରାଶିଷ ଆଚାର୍ଯ୍ୟ
ବ୍ରଜରାଜନଗର – ସୁରେଶ ପୂଜାରୀ
ଝାରସୁଗୁଡା – ଟଙ୍କଧର ତ୍ରିପାଠୀ
ତଳସରା – ଭବାନୀ ଶଙ୍କର ଭୋଇ
ସୁନ୍ଦରଗଡ – କୁସୁମ ଟେଟେ
ବିରମିତ୍ରପୁର – ଶଙ୍କର ଓରାମ୍‌‌
ରଘୁନାଥପାଲି – ଶ୍ରୀ ଦୁର୍ଗାଚରଣ ତନ୍ତି
ରାଜଗାଙ୍ଗପୁର – ନରସିଂହ ମିଞ୍ଜ
ବଣାଇ – ସେବତୀ ନାୟକ
କୁଚିଣ୍ଡା – ରବି ନାରାୟଣ ନାଏକ
ରେଙ୍ଗାଲି – ନାଉରୀ ନାୟକ
ସମ୍ବଲପୁର – ଜୟ ନାରାୟଣ ମିଶ୍ର
ରେଢାଖୋଲ – ଦେବେନ୍ଦ୍ର ମହାପାତ୍ର
ଦେବଗଡ – ସୁବାଷ ଚନ୍ଦ୍ର ପାଣିଗ୍ରାହୀ
ଆନନ୍ଦପୁର – ଶ୍ରୀ ଆଲୋକ କୁମାର ସେଠୀ
କେନ୍ଦୁଝର – ମୋହନ ଚରଣ ମାଝୀ
ଜସିପୁର – ଗଣେଶ ରାମ ସିଂହ ଖୁଣ୍ଟିଆ
ଉଦଳା – ଭାସ୍କର ମଢେଇ
ବଡସାହି – ସନାତନ ବିଜୁଳି
ବାରିପଦା – ପ୍ରକାଶ ସୋରେନ
ମୋରଡା – ଡ.କୃଷ୍ଣଚନ୍ଦ୍ର ମହାପାତ୍ର
ଜଳେଶ୍ୱର – ବ୍ରଜ ପ୍ରଧାନ
ବାଲେଶ୍ୱର – ମାନସ କୁମାର ଦତ୍ତ
ରେମୁଣା – ଗୋବିନ୍ଦ ଚନ୍ଦ୍ର ଦାସ
ସୋର – ରାଜେନ୍ଦ୍ର ଦାସ
ସିମୁଳିଆ – ପଦ୍ମ ଲୋଚନ ପଣ୍ଡା
ଭଦ୍ରକ – ସିତାଂଶୁ ଶେଖର ମହାପାତ୍ର
ଧାମନଗର – ସୂର୍ଯ୍ୟବଂଶୀ ସୁରଜ
ଚାନ୍ଦବାଲି – ମନମୋହନ ସାମଲ
ବିଂଝାରପୁର – ବବିତା ମଲ୍ଲିକ
ବଡଚଣା – ଅମର କୁମାର ନାୟକ
ଧର୍ମଶାଳା – ସ୍ମୃତିରେଖା ପହି
ଯାଜପୁର – ଗୌତ୍ତମ ରାଏ
କୋରେଇ – ଆକାଶ ଦାସ ନାୟକ
ସୁକିନ୍ଦା – ପ୍ରଦୀପ ବଳସାମନ୍ତ
ଢେଙ୍କାନାଳ – କୃଷ୍ଣଚନ୍ଦ୍ର ପାତ୍ର
କାମାକ୍ଷାନଗର – ଶତ୍ରୁଘ୍ନ ଜେନା
ପରଜଙ୍ଗ – ବିଭୂତିଭୂଷଣ ପ୍ରଧାନ
ପାଲଲହଡା – ଅଶୋକ ମହାନ୍ତି
ତାଳଚେର – କାଳନ୍ଦିଚରଣ ସାମଲ
ଅନୁଗୁଳ – ପ୍ରତାପ ଚନ୍ଦ୍ର ପ୍ରଧାନ
ଛେଣ୍ଡିପଦା – ଅଗସ୍ତି ବେହେରା
ଆଠମଲ୍ଲିକ – ସଞ୍ଜୀବ ସାହୁ
ବୀରମହାରାଜପୁର – ରଘୁନାଥ ଜଗଦଳ
ସୋନପୁର – ପ୍ରମୋଦ ମହାପାତ୍ର
ଲୋଇସିଂହା – ଡ.ମୁକେଶ ମହାଲିଙ୍ଗ
ପାଟଣାଗଡ – କନକବର୍ଦ୍ଧନ ସିଂହଦେଓ
ବଲାଙ୍ଗୀର – ଗୋପାଳଜୀ ପାଣିଗ୍ରାହୀ
ଟିଟିଲାଗଡ – ନବୀନ ଜେନ୍‌‌
କଣ୍ଟାବାଞ୍ଜି – ଲକ୍ଷ୍ମଣ ବାଗ୍‌‌
ନୂଆପଡା – ଅଭିନନ୍ଦନ କୁମାର ପଣ୍ଡା
ଖଡିଆଳ – ହିତେଶ କୁମାର ବଗର୍ତ୍ତୀ
ଉମରକୋଟ – ନିତ୍ୟାନନ୍ଦ ଗଣ୍ଡ
ନବରଙ୍ଗପୁର – ଗୌରୀ ଶଙ୍କର ମାଝୀ
ଲାଞ୍ଜିଗଡ – ରମେଶ ଚନ୍ଦ୍ର ମାଝୀ
ଜୁନାଗଡ – ମନୋଜ କୁମାର ମେହେର
ଧର୍ମଗଡ – ସୁଧୀର ପାଟ୍ଟଜୋସୀ
ଭବାନୀପାଟଣା – ପ୍ରଦୀପ୍ତ କୁମାର ନାୟକ
ନର୍ଲା – ଅନିରୁଦ୍ଧ ପ୍ରଧାନ
ବାଲିଗୁଡା – କଳ୍ପନା କୁମାରୀ କହଁର
ଜି.ଉଦୟଗିରି – ମାନଗୋବିନ୍ଦ ପ୍ରଧାନ
ଫୁଲବାଣୀ – ଉମା ଚରଣ ମଲ୍ଲିକ
କଣ୍ଟାମାଳ – କହ୍ନେଇ ଚରଣ ଦଙ୍ଗା
ବୌଦ୍ଧ – ସରୋଜ ପ୍ରଧାନ
ବଡମ୍ବା – ସମ୍ବିତ ତ୍ରିପାଠୀ
ବାଙ୍କୀ – ତୁଷାରକାନ୍ତ ଚକ୍ରବର୍ତ୍ତି
ଆଠଗଡ – ଅଭୟ କୁମାର ବାରିକ
ଚୌଦ୍ୱାର- କଟକ ନୟନ କିଶୋର ମହାନ୍ତି
ନିଆଳି – ଛବି ମଲ୍ଲିକ
କଟକ – ସଦର ପ୍ରକାଶ ଚନ୍ଦ୍ର ଷେଠୀ
ମାହାଙ୍ଗା – ସୁମନ୍ତ କୁମାର ଘଡେଇ
ପାଟକୁରା – ତେଜେଶ୍ୱର ପରିଡା
ଆଳି – କୃଷ୍ଣଚନ୍ଦ୍ର ପଣ୍ଡା
ମହାକାଳପଡା – ଡ.ଦୁର୍ଗା ପ୍ରସନ୍ନ ନାୟକ
ପାରାଦୀପ – ସମ୍ପଦ କୁମାର ସ୍ୱାଇଁ
ତିର୍ତ୍ତୋଲ – ରାଜକିଶୋର ବେହେରା
ନିମାପଡା – ପ୍ରଭାତୀ ପରିଡା
ପୁରୀ – ଜୟନ୍ତ କୁମାର ଷଡଙ୍ଗୀ
ବ୍ରହ୍ମଗିରି – ଉପାସନା ମହାପାତ୍ର
ସତ୍ୟବାଦୀ – ଓମ୍‌‌ ପ୍ରକାଶ ମିଶ୍ର
ପିପିଲି – ଆଶ୍ରିତ କୁମାର ପଟ୍ଟନାୟକ
ଜୟଦେବ – ଅରବିନ୍ଦ ଢାଲି
ମଧ୍ୟ ଭୁବନେଶ୍ୱର – ଜଗନ୍ନାଥ ପ୍ରଧାନ
ଉତ୍ତର ଭୁବନେଶ୍ୱର – ପ୍ରିୟଦର୍ଶୀ ମିଶ୍ର
ଏକାମ୍ର ଭୁବନେଶ୍ୱର – ବାବୁ ସିଂହ
ଜଟଣୀ – ବିଶ୍ୱରଞ୍ଜନ ବଡଜେନା
ଚିଲିକା – ପୃଥୀରାଜ ହରିଚନ୍ଦନ
ରଣପୁର – ତାପସ ରଞ୍ଜନ ମାଥା
ଖଣ୍ଡପଡା – ଦୁଷ୍ମନ୍ତ ସ୍ୱାଇଁ
ଦଶପଲ୍ଲା – ରାଘବ ମଲ୍ଲିକ
ନୟାଗଡ – ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ
ଭଞ୍ଜନଗର – ପ୍ରଦ୍ୟୁମ୍ନ କୁମାର ନାୟକ
ପୋଲସରା – ଗୋକୁଳନନ୍ଦ ମଲ୍ଲିକ
କବିସୂର୍ଯ୍ୟନଗର – ପ୍ରତାପ ଚନ୍ଦ୍ର ନାୟକ
ଖଲ୍ଲିକୋଟ – ପୂର୍ଣ୍ଣଚନ୍ଦ୍ର ଷେଠୀ
ଛତ୍ରପୁର – କୃଷ୍ଣଚନ୍ଦ୍ର ନାୟକ
ଆସ୍କା – ସରୋଜ କୁମାର ପାଢୀ
ସୋରଡା – ନୀଳମଣି ବିଶୋଇ
ହିଞ୍ଜିଳି – ଶିଶିର ମିଶ୍ର
ଗୋପାଳପୁର – ବିଭୂତିଭୂଷଣ ଜେନା
ବ୍ରହ୍ମପୁର – କେ.ଅନିଲ କୁମାର
ଦିଗପହଣ୍ଡି – ସିଦ୍ଧାନ୍ତ ମହାପାତ୍ର
ଚିକିଟି – ମନୋରଞ୍ଜନ ଦୟାନ୍‌‌ ସାମନ୍ତରାୟ
ପାରଳାଖେମୁଣ୍ଡି – କେ.ନାରାୟଣ ରାଓ
ଗୁଣପୁର – ତ୍ରିନାଥ ଗମାଙ୍ଗ
କୋରାପୁଟ – ରଘୁରାମ ମାଛ
ପଟାଙ୍ଗୀ – ଚୈତନ୍ୟ ହନ୍ତାଳ
ମାଲକାନଗିରି – ନରସିଂହ ମାଡକାମୀ

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...