AFFILIATE MARKETING

https://binomo.com?a=90810425bb57&t=0

Wednesday, April 17, 2024

COASTAL NEWS ODIA 1822 ପ୍ରାକ୍ ନିର୍ବାଚନ ସର୍ଭେ କେଉଁ ଦଳକୁ ପ୍ରତି ରାଜ୍ୟରେ କେତେ ଆସନ? ଓଡ଼ିଶାରେ କିଏ ଆଗରେ ?

COASTAL NEWS ODIA 1822

ପ୍ରାକ୍ ନିର୍ବାଚନ ସର୍ଭେ କେଉଁ ଦଳକୁ ପ୍ରତି ରାଜ୍ୟରେ କେତେ ଆସନ? ଓଡ଼ିଶାରେ କିଏ ଆଗରେ ? 


ଭୁବନେଶ୍ବର - (CNO) ଇଣ୍ଡିଆ ଟିଭି ସିଏନଏକ୍ସର ସର୍ଭେ ରିପୋର୍ଟ୍ ପ୍ରକାଶ ପାଇଛି । ବିଜେପି ନେତୃତ୍ଵାଧୀନ ଏନଡିଏ ୩୯୩ ଟି ଆସନରେ ବିଜୟ ହେବାର ସମ୍ଭାବନା ରହିଛି । ସେହିପରି I.N.D.I.A ମେଣ୍ଟ ୯୯ ସିଟ ପାଇବ ବୋଲି ଆକଳନ ହୋଇଛି । 

ସର୍ଭେ ରିପୋର୍ଟ 
ତେଲେଙ୍ଗାନା - 
ବିଜେପି: ୬, କଂଗ୍ରେସ : ୮, ଅନ୍ୟାନ୍ୟ: ୪ 
ଆନ୍ଧ୍ର - 
ବିଜେପି +: ୧୫ , କଂଗ୍ରେସ୍: ୦, ୱାଇଏସଆରସି: ୧୦ 
କେରଳ - 
ବିଜେପି: ୩, କଂଗ୍ରେସ୍ +: ୧୧, ଲେଫ୍ଟ +: ୬ 


ତାମିଲନାଡୁ - 
ବିଜେପି: ୪, ବିଜେପି ସହଯୋଗୀ: 
୨, ଡିଏମକେ: ୧୭, କଂଗ୍ରେସ୍: ୮, ଏଡିଏମକେ: ୪ 
ପଞ୍ଜାବ - 
ବିଜେପି: ୩, କଂଗ୍ରେସ୍: ୧, ଆପ: ୮, ଅକାଳି ଦଳ: ୧ 

କର୍ଣ୍ଣାଟକ - 
ବିଜେପି +: ୨୩, କଂଗ୍ରେସ୍: ୫ 

ମହାରାଷ୍ଟ୍ର - 
ବିଜେପି +: ୩୯, କଂଗ୍ରେସ୍: + ୯ 

ଗୁଜୁରାଟ - 
ବିଜେପି: ୨୬, କଂଗ୍ରେସ୍: ୦ 

ରାଜସ୍ଥାନ - 
ବିଜେପି: ୨୫, କଂଗ୍ରେସ୍: ୦ ସାଂସଦ - ବିଜେପି: ୨୮, କଂଗ୍ରେସ୍: ୧ 


ଛତିଶଗଡ - 
ବିଜେପି: ୧୧, କଂଗ୍ରେସ୍: ୦ 

ଗୋଆ - 
ବିଜେପି: ୨, କଂଗ୍ରେସ୍: ୦ 

ବିହାର - 
ବିଜେପି +: ୩୪ , ଆର୍ଜେଡି + ୬ 

ଉତ୍ତରପ୍ରଦେଶ - 
ବିଜେପି +: ୭୬, ଏସପି + ୪ 

ପଶ୍ଚିମବଙ୍ଗ - 
ବିଜେପି: ୨୩, କଂଗ୍ରେସ୍: ୦, ଟିଏମସି: ୧୯ 

ଓଡ଼ିଶା - 
ବିଜେପି: ୧୧ ବିଜେଡି: ୧୦ 

ଝାଡଖଣ୍ଡ- 
ବିଜେପି +: ୧୩, କଂଗ୍ରେସ୍: ୦ , ଜେଏମଏମ: ୧ 

ହରିୟାଣା - 
ବିଜେପି: ୮, କଂଗ୍ରେସ୍: ୨ 

ଦିଲ୍ଲୀ - 
ବିଜେପି: ୭, କଂଗ୍ରେସ୍: ୦ 

ଆସାମ - 
ବିଜେପି +: ୧୨, 
କଂଗ୍ରେସ୍: ୧, ଏଆଇୟୁଡିଏଫ୍: ୧ 

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...