AFFILIATE MARKETING

https://binomo.com?a=90810425bb57&t=0

Tuesday, April 23, 2024

COASTAL NEWS ODIA 1830 *ଖବର ଆଜିର*

COASTAL NEWS ODIA 1830

*ଖବର ଆଜିର* 



ଭୁବନେଶ୍ବର - (CNO) 
୧-ଭୁବନେଶ୍ୱର:ସି-ଭିଜିଲ ଆପ୍ଲିକେସନରେ ୩୮୭୩ ଅଭିଯୋଗ, ବ୍ୟାନର ଓ ପୋଷ୍ଟର ଉପରେ ସର୍ବାଧିକ ଅଭିଯୋଗ ଆଣିଲେ ଜନସାଧାରଣ।

୨-ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରୁଛି ବିଜେଡି,ଏହାପୂର୍ବରୁ ଲୋକଙ୍କ ମତାମତ ଲୋଡିଲେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

୩-ବିଜେଡିରେ ମିଶିଲେ ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ,କଂଗ୍ରେସରେ ସାମିଲ ହେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡି ବିଧାୟିକା ସିପ୍ରା ମଲ୍ଲିକ।

୪-ଘରକଳିରୁ ସିଧା ନିର୍ବାଚନ ମୈଦାନରେ ମୁହାଁମୁହିଁ, ଅନୁଭବଙ୍କ ବିରୋଧରେ ପ୍ରଚାର କରିବେ ବର୍ଷା ! 

୫-ଭୁବନେଶ୍ୱର: ବିଜେଡ଼ି ପ୍ରାର୍ଥୀଙ୍କ ମଧ୍ୟରୁ ୨୧ଜଣଙ୍କ ବୟସ ୪୦ ବର୍ଷରୁ କମ୍, ଯୁବଗୋଷ୍ଠୀଙ୍କୁ ଦଳର ପ୍ରାଧାନ୍ୟ।

୬-ଆଳି: ଝିଅର ନିର୍ବାଚନୀ ଖର୍ଚ୍ଚ ପାଇଁ ଘର ଡିହ ବିକି ଦେଲେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା।

୭-ଭୁବନେଶ୍ୱର:୮୭ ସ୍ଥାନରେ ଜଳୁଛି ଜଙ୍ଗଲ,୯୯% ମନୁଷ୍ୟ କୃତ: ପ୍ରଧାନ ମୁଖ୍ୟ ବନ  ସଂରକ୍ଷକ।

୮-ବିଧାନସଭା ନିର୍ବାଚନ ପାଇଁ ୩୭ ସିଟ୍‌ରେ ଆପ୍‌ର ପ୍ରାର୍ଥୀ ଘୋଷଣା, ମାହାଙ୍ଗାରୁ ସାରଦା ପ୍ରସାଦ ଦାସ। ପାଟକୁରାରୁ ଅଶୋକ କୁମାର ତ୍ରିପାଠୀ ପ୍ରାର୍ଥୀ ଘୋଷଣା।

୯-ମାଲକାନଗିରି: ନିର୍ବାଚନ ପାଇଁ ଚିତ୍ରକୋଣ୍ଡାର ବଣ୍ଡାଘାଟୀ ସକ୍ରିୟ, ମତଦାନ କରିବେ ୫ ହଜାର ବଣ୍ଡା।

୧୦-୨୪ ନିର୍ବାଚନରେ ପୁଅଙ୍କ ପାଇଁ ସାରଥୀ ସାଜିଲେ ବାପା । ନିର୍ବାଚନ ଲଢ଼ୁଛନ୍ତି ପୁଅ, ପ୍ରଚାର କରି ଗୋଟି ଚଳାଉଛନ୍ତି ବାପା।

୧୧-ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର, ଦିନ ୨ଟା ୩୦ ସୁଦ୍ଧା ୪୩.୦୬ ଡିଗ୍ରୀ ତାପମାତ୍ରା ରେକର୍ଡ।

୧୨-ଆରମ୍ଭ ହେଲା ନାମାଙ୍କନ । ମେ’ ୧୩ରେ ୪ ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ଆସନ ପାଇଁ ପଡିବ ଭୋଟ । ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରାର୍ଥୀପତ୍ର ଦାଖଲ କଲେ ନେତା।

୧୩-IPL:ସୂର୍ଯ୍ୟଙ୍କ ପରେ ବୁମରା-କୋଏତଜିଙ୍କ ଶାଣିତ ବୋଲିଂ, ରୋମାଞ୍ଚକର ମୁକାବିଲାରେ ପଞ୍ଜାବକୁ ମାତ୍ ଦେଲା ମୁମ୍ବାଇ।

୧୪-ପ୍ରଚଣ୍ଡ ତାତିରେ ଦୁର୍ଦ୍ଦଶା ବଢ଼ାଉଛି ଅଘୋଷିତ ପାୱାର କଟ୍, ମେଣ୍ଟେନାନ୍ସ ଆଳରେ ୨ରୁ ୩ ଘଣ୍ଟା ବିଜୁଳି ଗୁଲ୍।

୧୫-ଟିକେଟ୍‌ କଟିବା ପରେ ଏକାଠି ହେଲେ ସମର୍ଥକ; ଭାବବିହ୍ବଳ ହୋଇ କାନ୍ଦିଲେ ସମୀର ଦାଶ !

୧୬-କମିଶନରେଟ୍ ପୋଲିସ ହାତରେ ସାଇବର ଠକ, ସ୍ବାମୀ ସ୍ତ୍ରୀ ଗ୍ୟାଙ୍ଗ,୪ ଗିରଫ।

୧୭-ଆଜି ୧୭ଟି ରାଜ୍ୟ ଓ ୪ଟି କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ନିର୍ବାଚନ ମଣ୍ଡଳୀରେ ମତଦାନ ହେବ।

୧୮-ଓଡ଼ିଶା କ୍ୟାଡର ଆଇପିଏସ ସଞ୍ଜୟ କୁମାର ସିଂହ ସ୍ୱେଚ୍ଛାକୃତ ଅବସର ନେଲେ।

୧୯-ଦଶପଲ୍ଲା ଆଶିର୍ବାଦ ସମାବେଶରେ ଯୋଗ ଦେଇ ଭୋଟ୍ ଭିକ୍ଷା କଲେ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ।

୨୦-ନୂଆଦିଲ୍ଲୀ:ECଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ EVM ତ୍ରୁଟି ଅଭିଯୋଗର ଅନୁଧ୍ୟାନ କର।

୨୧-କେଜ୍ରିୱାଲଙ୍କୁ ମିଳିବ କି ‘ୱାର୍କ ଫ୍ରମ୍‌ ଜେଲ୍‌’ ଅନୁମତି, ହାଇକୋର୍ଟରେ କଲେ ଗୁହାରୀ

୨୨-ପୁଣି ସମସ୍ୟାରେ ଅଭିନେତ୍ରୀ ଶିଳ୍ପା ସେଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା । ବିଟ କଏନ ସ୍କାମ ମାମଲାରେ ରାଜଙ୍କ ୯୮କୋଟି ମୂଲ୍ୟର ସମ୍ପତି ଜବତ।

    

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...