AFFILIATE MARKETING
Monday, April 15, 2024
COASTAL NEWS ODIA 1815 ଯାଜପୁର ଜିଲ୍ଲାର କୁଆଖିଆ ନିକଟରେ ବସ୍ ଦୁର୍ଘଟଣା ଭାରସାମ୍ୟ ହରାଇ ଓଭରବ୍ରିଜ୍ ତଳକୁ ଖସିଲା ବସ୍
Sunday, April 14, 2024
COASTAL NEWS ODIA 1814 ରାଷ୍ଟ୍ରପୁରୁଷ ଭୀମରାଓ ଆମ୍ବେଦକରଙ୍କୁ ଆଜି ୧୩୪ତମ ଜୟନ୍ତୀ
COASTAL NEWS ODIA 1814 ନିର୍ବାଚନ ପାଇଁ ଜାରି ହେଲା ବିଜେପିର ସଂକଳ୍ପ ପତ୍ର ୨୦୨୪; ଆସନ୍ତା ୫ ବର୍ଷ ଯାଏଁ ମାଗଣା ରାସନ
COASTAL NEWS ODIA 1812 18 ଟି କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀ ତାଲିକାରୁ ହଟେଇ ଦେବାକୁ କରିବାକୁ ଯୋଜନା କରିଛନ୍ତି
COASTAL NEWS ODIA 1811 ଆର୍ଥିକ ବର୍ଷ ଆରମ୍ଭରୁ କମିଲା ଏଲପିଜି ଦର, ଜାଣନ୍ତୁ କେତେ ବଦଳିଲା ଦାମ୍
COASTAL NEWS ODIA 1811ଆର୍ଥିକ ବର୍ଷ ଆରମ୍ଭରୁ କମିଲା ଏଲପିଜି ଦର, ଜାଣନ୍ତୁ କେତେ ବଦଳିଲା ଦାମ୍
ନୂଆଦିଲ୍ଲୀ - (CNO) ଅପ୍ରେଲ ମାସ ପହିଲା ଅର୍ଥାତ୍ଆ ର୍ଥିକ ବର୍ଷ 2024-25 ଆରମ୍ଭରୁ ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି । ଅପ୍ରେଲ ପହିଲାରୁ କମିଲା ଏଲପିଜି ଦର । ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି । ଏହି ଦର ହ୍ରାସ ବ୍ୟବସାୟିକ ସିଲିଣ୍ଡର ଉପରେ ହୋଇଛି, କିନ୍ତୁ ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ଦର ହ୍ରାସ ପରେ ଦିଲ୍ଲୀରେ 19 କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ 30 ଟଙ୍କା, କୋଲକାତାରେ 32 ଟଙ୍କା, ମୁମ୍ବାଇରେ 31.50 ଟଙ୍କା ଏବଂ ଚେନ୍ନାଇରେ 30 ଟଙ୍କା ହ୍ରାସ ହୋଇଛି । ନୂଆ ଦର ଅନୁଯାୟୀ, ବର୍ତ୍ତମାନ ଦିଲ୍ଲୀରେ 19 କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ 1764 ଟଙ୍କା ହୋଇଛି । ଅନ୍ୟପକ୍ଷରେ କୋଲକାତାରେ ଏହାର ମୂଲ୍ୟ 1879 ଟଙ୍କା ଥିବାବେଳେ ମୁମ୍ବାଇରେ ଏହାର ଦର 1717 ଟଙ୍କା ଥିବାବେଳେ ଚେନ୍ନାଇରେ ଏହାର ମୂଲ୍ୟ 1930 ଟଙ୍କା ରେ ପହଞ୍ଚିଛି ।
ନୂଆ ଦର ଏବେ ଠାରୁ ହିଁ ଲାଗୁ ହେବ । ଆପଣଙ୍କୁ କହିରଖୁଛୁ ଯେ ମାର୍ଚ୍ଚ ପ୍ରଥମ ଦିନରେ ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଥିଲେ । ସେତେବେଳେ ଏଲପିଜି ସିଲିଣ୍ଡରର ମୂଲ୍ୟ 25.50 ଟଙ୍କା ବୃଦ୍ଧି ପାଇଥିଲା, କିନ୍ତୁ ଆଜି ମୂଲ୍ୟ ହ୍ରାସ ହେତୁ ଗ୍ରାହକ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି ।
Saturday, April 13, 2024
COASTAL NEWS ODIA 1810 ବୋମାମାଡ଼ କରି 14 ଲକ୍ଷ ଲକ୍ଷ ଟଙ୍କା ସହ ବୋଲେରୋ ଲୁଟିନେଲେ ଦୁବୃର୍ତ୍ତ
COASTAL NEWS ODIA 1809 ରାଜନୈତିକ ରାଲିରେ ଯୋଗ ଦେଇ ଶିକ୍ଷୟତ୍ରୀ ସସ୍ପେଣ୍ଡ
COASTAL NEWS ODIA ଆଜି ଆସିପାରେ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା; ୩୫ ଆସନରେ ନାଁ ଘୋଷଣା ବାକି
Friday, April 12, 2024
COASTAL NEWS ODIA 1706 କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହେଲା ବିଜେଡି
COASTAL NEWS ODIA 1806 *ଶକ୍ତିମାନ୍ ଡ୍ରାଇଭର; ଗୁଳି ଖାଇ ୩୦ କିଲୋମିଟର ଚଳାଇଲେ ଗାଡ଼ି, ବଞ୍ଚାଇଲେ ୩୫ଜୀବନ!.
COASTAL NEWS ODIA 1805 ଫିଲ୍ମ ଷ୍ଟାଇଲରେ ଗନ୍ ପଏଣ୍ଟରେ ଲୁଟ୍, ଲୁଟିନେଲେ 25 ଲକ୍ଷ ଟଙ୍କାର ସୁନା ଗହଣା
Thursday, April 11, 2024
COASTAL NEWS ODIA 1804 ରାଜ୍ୟର ୧୦ ଜିଲ୍ଲାରେ କୋହଲା ପାଗ ସହ ହାଲୁକା ବର୍ଷା; ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ଅଯୋଧ୍ୟା ରାମ ମନ୍ଦିରରେ ପୂଜା ପାଇବ ସୁନାର ରାମାୟଣ, ୫ କୋଟି ମୂଲ୍ୟରେ ଏହି ରାମାୟଣ
Tuesday, April 9, 2024
କମ୍ପୁଟର ଶିକ୍ଷା ପାଇଁ ନାମଲେଖା ସୂଚନା ବିଜ୍ଞପ୍ତି ପ୍ରକାଶ
COASTAL NEWS 1802
COASTAL INSTITUTE OF ENGINEERING AND TECHNOLOGY*
( SOFTWARE ZONE )
AT/PO-AUL DISTRICT - KENDRAPARA ODISHA PIN 754219
ଭାରତ ସରକାରଙ୍କ ଦ୍ୱାରା ପ୍ରମାଣିତ |
ଆପଣଙ୍କ ସହରରେ ପ୍ରଥମ ଥର ପାଇଁ, ଏକମାତ୍ର ଅନୁଷ୍ଠାନ ଯେଉଁଥିରେ ଛାତ୍ରମାନେ ପାଇବେ ଲାଇଫ୍ ଟାଇମ୍ ସଦସ୍ୟତା |
ଲଗଇନ୍ ଆଇଡି ପାସୱାର୍ଡ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଉପଲବ୍ଧ ହେବ |
ଆପଣ ବିଭିନ୍ନ କମ୍ପାନୀରେ ଚାକିରି କରିବାର ଅଫର୍ ପାଇପାରିବେ |
ନିଜ ଆକାଉଣ୍ଟରୁ ସହରର ରାଜ୍ଯ ଦେଶ ତଥା ବିଦେଶରେ ସମସ୍ତ ଚାକିରି ବିଷୟରେ ସୂଚନା ପାଇପାରିବେ
ଶୀଘ୍ର ଆଡମିଶନ ର ସୁଯୋଗ ନିଅନ୍ତୁ |
BPL / ST / SC ଛାତ୍ରମାନଙ୍କ ପାଇଁ ବିଶେଷ ରିହାତି |
100% ଚାକିରି ପାଇବାର ସୁଯୋଗ, ଅନଲାଇନ୍ ପାଠ୍ୟକ୍ରମ ସୁବିଧା |
ଆଜୀବନ ବ୍ୟକ୍ତିଗତ ID ପାସୱାର୍ଡ ।
JAS ଦ୍ୱାରା ସ୍ଵୀକୃତିପ୍ରାପ୍ତ |
ANZ (ଅଷ୍ଟ୍ରେଲିଆ) |
IAF ଦ୍ୱାରା ସ୍ଵୀକୃତିପ୍ରାପ୍ତ |
Sunday, April 7, 2024
ତାତିରୁ ମିଳିବ ଆଶ୍ୱସ୍ତି କାଲି ଏବଂ ପରଦିନ ଘଡ଼ଘଡ଼ି ସାଙ୍ଗକୁ କୁଆପଥର ବର୍ଷା
Wednesday, April 3, 2024
COASTAL NEWS ODIA 1800 ତିନି ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା; ଏବେ ମଇଦାନରେ ଅସଲ ଲଢେଇ, କିଏ କରିବ ସରକାର?
Sunday, March 31, 2024
COASTAL NEWS ODIA 1798 ୱାନ୍ ବାର୍ ୱାନ୍ ଇଲେକସନ କ୍ରମେ ଆଳି ବାର୍ ଆସୋସିଏସନର ନିର୍ବାଚନ
Saturday, March 30, 2024
COASTAL NEWS ODIA ଆଜି ରାଜ୍ୟବ୍ୟାପୀ ବାର ଆସୋସିଏସନ୍ ନିର୍ବାଚନ; ୱାନ ବାର୍ ୱାନ ଭୋଟ ପଦ୍ଧତିରେ ୧୫୩ଟି ବାରରେ ନିର୍ବାଚନ
COASTAL NEWS ODIA 1796 ଚାନ୍ଦବାଲି ସବୁଠୁ ଉତ୍ତପ୍ତ ସହର ଦିନ 11.30 ସୁଦ୍ଧା ଜଳିଲାଣି ଓଡ଼ିଶା
COASTAL NEWS ODIA 1790 SSC ରେ କରନ୍ତୁ ଚାକିରୀ, ତୁରନ୍ତ କରନ୍ତୁ ଆବେଦନ
Friday, March 29, 2024
COASTAL NEWS ODIA 1794 ରାସ୍ତାରେ ରିଲ୍ କରିବା ପଡିଲା ମହଙ୍ଗା, ଗିରଫ ହେଲେ ୨ ଯୁବତୀ ଓ ଜଣେ ଯୁବକ
Thursday, March 28, 2024
ଅଘୋଷିତ ମେଣ୍ଟ
COASTAL NEWS
ପ୍ରେମରେ ଧୋକ୍କା ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ରାଜକନିକା ଅଞ୍ଚଳର ଇଞ୍ଜିନିୟର
Coastal news ଉପକୁଳ ସମାଚାର ପ୍ରେମରେ ଧୋକ୍କା ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ରାଜକନିକା ଅଞ୍ଚଳର ଇଞ୍ଜିନିୟର ଭୁବନେଶ୍ଵର, (CNO) : ପାର୍ବଣ ସମୟରେ ରାଜଧା...