AFFILIATE MARKETING

https://binomo.com?a=90810425bb57&t=0

Monday, March 16, 2026

ରାଜ୍ୟସଭା ନିର୍ବାଚନ: ଆସିଲା ଫାଇନାଲ ରେଜଲ୍ଟବାଜି ମାରିଲେ ଦିଲ୍ଲୀପ ରାୟ

ବାଜି ମାରିଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର, ୧୬/୦୩: ରାଜ୍ୟସଭା ନିର୍ବାଚନର ଆସିଲା ଫାଇନାଲ ରେଜଲ୍ଟ। ବାଜି ମାରିଲେ ଦିଲ୍ଲୀପ ରାୟ। ପ୍ରଥମ ପସନ୍ଦ ଭୋଟ ପାଇ ଜିତିଲେ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ। ଚତୁର୍ଥ ଆସନରେ ବାଜି ମାରିନେଇଛନ୍ତି ଦିଲ୍ଲୀପ। ବିଜେପିରୁ ମନମୋହନ ସାମଲ ଏବଂ ସୁଜିତ୍‌ କୁମାର ମଧ୍ୟ ବିଜୟ ଲାଭ କରିଛନ୍ତି। ବିଜେଡ଼ିର ସଂତୃପ୍ତ ମିଶ୍ର ମଧ୍ୟ ବିଜୟୀ ହୋଇଛନ୍ତି। ଏମାନେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ବିଜେଡ଼ି ଓ କଂଗ୍ରେସର କମନ୍ କ୍ୟାଣ୍ଡିଡେଟ୍ ଦତ୍ତେଶ୍ୱର ହୋତା ପରାଜିତ ହୋଇଛନ୍ତି। ଚାରି ଆସନ ପାଇଁ ୫ ଜଣ ପ୍ରାର୍ଥୀ ଥିଲେ।

ମନମୋହନ ସାମଲ (ବିଜେପି)- ୩୫

ସୁଜିତ କୁମାର (ବିଜେପି)- ୩୫

ଦିଲ୍ଲୀପ ରାୟ (ସ୍ୱାଧୀନ)- ୩୪

ସନ୍ତୃପ୍ତ ମିଶ୍ର (ବିଜେଡ଼ି)- ୩୧

ଦତ୍ତେଶ୍ୱର ହୋତା (ବିଜେଡ଼ି ଓ କଂଗ୍ରେସ ସମର୍ଥିତ)- ୨୩

No comments:

COASTAL NEWS

jajpur cm in flood

ଯାଜପୁର ବନ୍ୟାଞ୍ଚଳ ଗସ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ .....  "ନମସ୍କାର, କୋଷ୍ଟାଲ୍ ନ୍ୟୁଜ୍‌କୁ ସ୍ୱାଗତ କରୁଛି... ଶେଖର ସୁମନ ଦାସ । .....