AFFILIATE MARKETING

https://binomo.com?a=90810425bb57&t=0

Wednesday, March 4, 2026

ଖରସ୍ରୋତା ନଦୀରେ ବୁଡିଗଲେ ଯୁବକ

ରଙ୍ଗ ଖେଳ ସାରି ଖରସ୍ରୋତା ନଦୀରେ ଗାଧୋଉ ଥିବା ବେଳେ ଖରସ୍ରୋତା ନଦୀରେ ବୁଡିଗଲେ ଯୁବକ 

ଆଳି- ଦୋଳ ପୂର୍ଣ୍ଣିମା ପରଦିନ ହୋଲି ପାଇଁ ଗାଁଠୁ ସହର ପର୍ଯ୍ୟନ୍ତ ଉତ୍ସବମୁଖର ଥିବାବେଳେ ହୋଲି ଖେଳି ସାରି ନଦୀରେ ସାଙ୍ଗ ପିଲାଙ୍କ ସହ ନଦୀରେ ଗାଧୋଉଥିବା ବେଳେ ଆଳି ଥାନା ଅନ୍ତର୍ଗତ ଟୁଙ୍ଗା ଗ୍ରାମର ପ୍ରକାଶ ବାରିକଙ୍କ ପୁଅ ଶୁଭ ସଂକଳ୍ପ ବାରିକ ଖରସ୍ରୋତା ନଦୀରେ ବୁଡି ନିଖୋଜ ହୋଇ ଯାଇଥିବା ଜଣାପଡିଛି l

ମିଳିଥିବା ସୂଚନା ରୁ ପ୍ରକାଶ ଯେ ଶୁଭ ସଂକଳ୍ପ ଗାଁରେ ହୋଲି ଖେଳ ସାରି ସାଙ୍ଗ ମାନଙ୍କ ସହ ଗାଁ ନିକଟରେ ପ୍ରବାହିତ ଖରସ୍ରୋତା ନଦୀରେ ଗାଧୋଉଥିବାବେଳେ ବୁଡି ଯାଇଥିଲେ l ସାଙ୍ଗ ମାନେ ତାଙ୍କୁ ଉଦ୍ଧାର କରିବା ନିମନ୍ତେ ବହୁ ଚେଷ୍ଟା କରି ମଧ୍ୟ ଉଦ୍ଧାର କରିବାରେ ବିଫଳ ହୋଇଥିଲେ  l ଖବର ପାଇ ଆଳି ଦମକଳ ବାହିନୀ ଦ୍ଵାରା ନଦୀରେ ଖୋଜାଖୋଜି ଜାରି ରହିଛି l  ଖବର ଲେଖା ହେବା ପର୍ଯ୍ୟନ୍ତ ତାଙ୍କୁ ଉଦ୍ଧାର କରାଯାଇ ପାରିନାହିଁ l

No comments:

COASTAL NEWS

ଗଭୀର ଅବପାତକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

COASTAL NEWS ଗଭୀର ଅବପାତକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ୩୩ ଓଡ୍ରାଫ୍ ଟିମ୍ ମୁତୟନ, ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ନମସ୍କାର। ଆପଣ ଦେଖୁଛନ୍ତ...