AFFILIATE MARKETING

https://binomo.com?a=90810425bb57&t=0

Monday, February 16, 2026

ପ୍ରାଣ ପ୍ରିୟା ମୋର ଦୁରେଇ ଗଲା


[Sound Cue: Crying Flute melody, slow Piano chords, deep cinematic atmosphere]

​[Verse 1]

(Time 0:29 - 0:55)

ଦୁଃଖର ବାଦଲ ଘେରିଗଲା ଆଜି, ଯନ୍ତ୍ରଣାର ଦିନ ମୋର ଆସିଲା (୦:୨୯)

ବଡ଼ ଲୋକଙ୍କର ସାଥେ ବନ୍ଧୁ ବାନ୍ଧି ସାଥୀ ଆଜି ମୋ ଜୀବନୁ ଦୁରେଇ ଗଲା (୦:୩୫)

ଦୁଃଖର ବାଦଲ ଘେରିଗଲା ଆଜି, ଯନ୍ତ୍ରଣାର ଦିନ ମାଡି ଆସିଲା (୦:୪୪)

ମୋତେ ଏକା କରି ଚାଲିଗଲୁ ତୁହି, ବଡ଼ ଲୋକ ତୋତେ ପସନ୍ଦ ହେଲା  (୦:୫୦)

​[Chorus]

(Time 1:01 - 1:25)

ବୁଝି ପାରୁନାହିଁ ଗୋଟିଏ କଥା (୧:୦୧)

ସୃଷ୍ଟିହେଲା କିମ୍ପା ଏହି ଦୂରତା (୧:୦୬)

ମୋ ଭାଗ୍ୟ ମୋ ପ୍ରତି ନିଷ୍ଠୁର ହେଲା (୧:୧୨)

ପ୍ରାଣ ପ୍ରୀୟା ମୋ ଠୁଁ ଦୁରେଇ ଗଲା (୧:୧୮)

ପ୍ରିୟା ମୋର ଏତେ ନିଷ୍ଠୁର ହେଲା (୧:୨୫)

​[Verse 2]

(Time 1:58 - 2:54)

ସୁନା ରୂପା ସାଥେ ଜୀବନ ତୋର, ନୂଆ କରି ଏବେ ଆରମ୍ଭ ହେଲା (୧:୫୮)

ମୁଁ କିମ୍ପା ମିଛରେ ବାଧା ଦେବୀ ତୋତେ ତୋ ଭାଗ୍ୟରେ ରାଜସୁଖ ଆସିଲା (୨:୦୫)

ଘାଣ୍ଟି ହୋଇ ତୋର ଚିନ୍ତାରେ ଜଳୁଛି ମୋ କପାଳରେ ଏବେ ନିଆଁ ଲଗିଲା (୨:୧୪)

କାହାକୁ କହିବି , ମୋର ଜୀବନରୁ ମୋର ପ୍ରାଣ ପ୍ରିୟା ଦୁରେଇ ଗଲା (୨:୨୦)

ମୋ ଛାତିରେ ଛୁରି ଆଜି ଚାଲିଲା (୨:୩୦)

ପ୍ରାଣ ପ୍ରିୟା ମୋର ଦୁରେଇ ଗଲା (୨:୩୫)

ଗରିବ ପ୍ରେମିକ ନାପସନ୍ଦ ହେଲା, ବଡଲୋକ ସଙ୍ଗେ ବନ୍ଧୁ ବାନ୍ଧିଲା (୨:୪୨)

ବୁଝି ପାରୁନାହଁ କେମିତି ହେଲା (୨:୪୮)

ପ୍ରିୟା ମୋର ଏତେ ନିଷ୍ଠୁର ହେଲା(୨:୫୪)

​[Verse 3]

(Time 3:28 - 4:24)

ଭୁଲି ପାରୁନାହିଁ ପ୍ରିୟା ମୁହିଁ ତୋତେ ଆଉ କାହାକୁ ଭଲ ପାଇବିନି ,  (୩:୨୮)

ଆଉ କାହା ସାଥେ ଭଲ ପାଇବାର, ମିଛ ଅଭିନୟ କରିବିନି (୩:୩୪)

ମିଳିବନି ଶାନ୍ତି ଏହି ଜନମରେ ପାଇବିନି ତୋର ସ୍ନେହ (୩:୪୫)

ଏଇ ଭାଗ୍ୟ ମୋର ଜଳୁଛି ଆଜି, ଲୁହରେ ଭିଜେ ମୋ ଦେହ (୪:୦୦)

ବୁଝିପାରୁନାହିଁ ଗୋଟିଏ କଥା (୪:୦୫)

ଏତେ ଦାରୁଣ ମୋ ଭାଗ୍ୟ ବିଧାତା (୪:୧୧)

ପ୍ରେମ ସୂର୍ୟ ଦିଗବଳୟେ ବୁଡ଼ିଲା (୪:୧୮)

ପ୍ରିୟା ମୋର ଏତେ ନିଷ୍ଠୁର ହେଲା (୪:୨୪)

​[Outro]

[Sound Cue: Fading Piano, soft sobbing Flute, Humane Sagar's signature vocal fade-out]

ପ୍ରାଣ ପ୍ରିୟା ମୋର ଦୁରେଇ ଗଲା... (୪:୩୫)

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...