AFFILIATE MARKETING

https://binomo.com?a=90810425bb57&t=0

Monday, February 9, 2026

ଝୁମୁକା ବାଲି

Style / : extremely electronic dance song , cheerful , young mind 
Tal : extreme , dance pattern 

Musical instrument : electronic dhol, Dholak , deep bass , Synth , fluit, whistling sound 
Vocal : male and female  (both )

🎶 Music 
(start – whistling sound , Synth sound )
ହେୟ… ହେୟ… ହେୟ…
ନାଚ ନାଚ ନାଚ ଆଜି ରାତିରେ 
ଟିକ୍ ଟିକ୍ ହୁଏ  ଛାତିରେ !
[lead – male vocal ]
ତୋ ଲଚକା ଲଚକା ଚାଲିରେ
ଝୁମକା ବାଜେ ତୋ କାନ୍‌ରେ (x2)
ଆରେ… ଟିକ୍-ଟିକ୍ କରି ଛାତି ଥରିଲା
ତୋ ରଙ୍ଗିନ ଓଠ ହସରେ…
[ Female voice ]
ମୋ ନଖରା ନଖରା ଠାଣିରେ
ତୁ ଫସିଗଲୁ ଗୋଟେ ଥରରେ 
ଆରେ… ଧକ୍-ଧକ୍ କରି ଛାତି ଥରିଲା
ମୋ ଆଖି ମାରା ଇଶାରାରେ…

[ dhrub – both voice ]
ହେ ଝୁମକା ବାଲି… (ଆହା!)
ହେ ଝୁମକା ବାଲି… (ଓହୋ!)
ତୁ ନାଚିଦେ ଟିକେ ଠୁମୁକା ଲଗାଇ
ନାଚିଦେ ଏ ଜନ୍ହ ରାତିରେ … 
ନାଚ ନାଚ ନାଚ ଆଜି ରାତିରେ 
ଟିକ୍ ଟିକ୍ ହୁଏ  ଛାତିରେ !(x2)
[instrumental music ]
(heavy dhol and electronic bass )
( max clapping )
[ antare –  | male voice ]
ଗୋରା ଗୋରା ଗାଲରେ ତୋ, କଳା ଯାଇ 
ମୋ ହୃଦୟ ଲୁଟି ନେଲୁ, ନଜର ପକାଇ !
[ girl voice ]
ହୀରୋ ଭଳି ଲାଗୁଛୁ ତୁ ,  ଜିରୋ ତୋର୍ ଠାଣି 
ମିଠା ମିଠା କଥା କହି, ମାରୁଛୁ ଫୁଟାଣି ?
[ bridge ]
ନା ନା ନା…  କରନା ଅଝଟ 
ତୋର ମୋର ଯୋଡ଼ି… ସିନା ବିଧାତା ଲିଖିତ !
[ dhrub – repeat ]
ହେ ଝୁମକା ବାଲି… (ଆହା!)
ହେ ଝୁମକା ବାଲି… (ଓହୋ!)
ତୁ ନାଚିଦେ ଟିକେ ଠୁମୁକା ଲଗାଇ
ଏଇ ରାତିଟା ଲାଗୁଛି ଖାଲି… 
ନାଚ ନାଚ ନାଚ ଆଜି ରାତିରେ 
ଟିକ୍ ଟିକ୍ ହୁଏ  ଛାତିରେ !(x2)

[ antara | male voice ]
ସେଲଫି ଗୋଟେ ଉଠେଇ ଦେ , ସ୍ମୃତି ହେବ ପକ୍କା 
ମୋ ସାଥେ ତୁ ବାନ୍ଧି ହୋଇ ଯିବୁ ଯୋଡି ହେବ ଚୋଖା 
ସବୁଠି ହେବ ଚର୍ଚ୍ଚା , !
[ female voice ]
ସିଧାସଳଖ କହିଦେ, ଲୁଚାଇ ଛୁ କାହିଁକି 
ମୋ ସୌନ୍ଦର୍ଯ୍ୟ ଦେଖିକି, ତୁ ରାଜି ହେଉ ନାହିଁ କି ?
[ Bridge ]
ହଁ ହଁ ହଁ… ଡେରି କର ନା 
ରାତି ସାରା… ନାଚିବା ଆଜି କରନାହିଁ ବାହାନା !
[ dhrub / end ]
ହେ ଝୁମକା ବାଲି…
ତୁ ନାଚିଦେ ଟିକେ ଠୁମୁକା ଲଗାଇ
ଏଇ ରାତିଟା ଅଛି ଖାଲି…
( end with extreme bass )
ଝୁମକା ବାଲି… ଝୁମକା ବାଲି…

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...