AFFILIATE MARKETING

https://binomo.com?a=90810425bb57&t=0

Thursday, April 27, 2023

ମେ ରୁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ


 
ମେ’ ମାସରୁ ଓଡ଼ିଶାରେ ଚାଲିପାରେ ବନ୍ଦେ ଭାରତ ଏକ୍ସପ୍ରେସ୍‌..

ଦନ୍ତେୱାଡାରେ ନକ୍ସଲ ଆକ୍ରମଣ ପରେ ହାଇଆଲର୍ଟରେ ଓଡ଼ିଶାର ୩ ଜିଲ୍ଲା.. ଛତିଶଗଡ଼ ସୀମାକୁ ଲାଗିଥିବା ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି..

ଦନ୍ତେୱାଡ଼ାରେ ବଡ଼ ଧରଣର ନକ୍ସଲ ଆକ୍ରମଣ, ୧୧ ଯବାନ ଶହୀଦ.. ଦନ୍ତେୱାଡାର ଅରଣପୁର ଜଙ୍ଗଲରେ ଆକ୍ରମଣ.. ରିଜର୍ଭ ଗାର୍ଡର ଯବାନମାନଙ୍କୁ ନେଇ ଯାଉଥିବା ଏକ ଗାଡି ଉପରେ ନକ୍ସଲମାନେ କରାଇଛନ୍ତି ଆଇଇଡି ବିସ୍ଫୋରଣ..

ଜଳେଶ୍ୱର : ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କରୁ ବଡ ଧରଣର ଲୁଟ୍‌‌.. ୭/୮ ଜଣ ଡକାୟତ ପିସ୍ତଲ ଦେଖାଇ ଲୁଟି ନେଲେ ନଗଦ ଟଙ୍କା ଓ ସୁନା..

ବୌଦ୍ଧ : ଜଙ୍ଗଲରୁ ୩.୮ କୋଟିର ଗଞ୍ଜେଇ ଜବତ..

ମନମୁଣ୍ଡା ଥାନା ନଳିକୁପା ଜଙ୍ଗଲରେ ଅବକାରୀ ବିଭାଗର ଚଢଉ..

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ୯ ହଜାର ୬୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ..

ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୧,୦୧୩କୁ ବୃଦ୍ଧି..

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...