AFFILIATE MARKETING

https://binomo.com?a=90810425bb57&t=0

Thursday, April 27, 2023

ରାଜ୍ୟକୁ ଫେରିଲା ମାସ୍କ

ରାଜ୍ୟକୁ ପୁଣି ଫେରିଲା ମାସ୍କ, ସ୍ବାସ୍ଥ୍ୟ ସେବା ସହ ସମ୍ପୃକ୍ତ ସମସ୍ତେ ପିନ୍ଧିବେ ମାସ୍କ


ଥଣ୍ଡାକାଶରେ ପୀଡ଼ିତ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ---
 ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଫେରୁଥିବାରୁ ପୁଣି ଫେରିଲା ମାସ୍କ। ସ୍ବାସ୍ଥ୍ୟ ସେବା ସହ ସମ୍ପୃକ୍ତ ସମସ୍ତେ ପିନ୍ଧିବେ ମାସ୍କ ପିନ୍ଧିବେ ବୋଲି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସ୍ବାସ୍ଥ୍ୟ ଅନୁଷ୍ଠାନକୁ ଆଜି ଚିଠି ଲେଖାଯାଇଛି।


ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲେଖାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ ସମସ୍ତ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଚିକିତ୍ସାଳୟରେ ଡ୍ୟୁଟିବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ନିବୁଜ ଘରେ ଏକାଧିକ ଲୋକ ଏକାଠି ହେଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। କ୍ଲିନକ ଓ ଲାବରେଟୋରିରେ କର୍ମଚାରୀ ମାସ୍କ ପିନ୍ଧିବେ। ତେବେ ଯେ କୌଣସି ବ୍ୟକ୍ତି ଥଣ୍ଡାକାଶରେ ପୀଡ଼ିତ ହେଲେ ସେମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି।

No comments:

COASTAL NEWS

ଜଗନ୍ନାଥ suprsbhat

ଶ୍ରୀ ଜଗନ୍ନାଥ ତ୍ୱରିତ କୀର୍ତନ (Nadiyā–Purī Fast Kirtan Style) [Opening Shout – Call] ହରି ବୋଲ୍! ହରି ବୋଲ୍! ଜୟ ଜଗନ୍ନାଥ! ହରି ବୋଲ୍! ହରି ...