AFFILIATE MARKETING

https://binomo.com?a=90810425bb57&t=0

Sunday, June 9, 2024

COASTAL NEWS ODIA 1866 ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଲେ ମୋଦୀ

COASTAL NEWS ODIA 1866

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଲେ ମୋଦୀ 


ନୂଆଦିଲ୍ଲୀ - (CNO) ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଲେ ମୋଦୀ ଶୁକ୍ରବାର ଦିନ ସେ ଏନଡିଏ ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ । ଏହା ପରେ ସେ ରାଷ୍ଟ୍ରପତିଙ୍କ ସମ୍ମୁଖରେ ସରକାର ଗଠନ କରିବାକୁ ଦାବି କରିଥିଲେ। ରବିବାର ସରକାର ଗଠନ କରିବାକୁ ରାଷ୍ଟ୍ରପତି ତାଙ୍କୁ ନିମନ୍ତ୍ରଣ କରିଥିଲେ । ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ବହୁ ଦେଶର ମୁଖ୍ୟ ଯୋଗଦେବେ। ଯେଉଁଥି ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । 

ପ୍ରତ୍ୟେକ କୋଣ ଅନୁକୋଣରେ ପୋଲିସର ନଜର ରହିବ। ରାଷ୍ଟ୍ରପତି ଭବନଙ୍କ ସୁରକ୍ଷାକୁ ମଧ୍ୟ ବୃଦ୍ଧି କରାଯାଇଛି। 

1 ଶପଥ ନେଲେ ହରଦୀପ ସିଂହ ପୁରୀ ଶପଥ ନେଲେ ହରଦୀପ ସିଂହ ପୁରୀ 

2 ଶପଥ ନେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ 

3 ଶପଥ ନେଲେ ଜୁଏଲ ଓରାମ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲେ ଜୁଏଲ ଓରାମ  

4 ଶପଥ ନେଲେ ସର୍ବାନନ୍ଦ ସୋନବାଲ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲେ ସର୍ବାନନ୍ଦ ସୋନବାଲ 

5 ଶପଥ ନେଲେ ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲେ ଧର୍ମେନ୍ଦ୍ର ପ୍ରଧାନ 

6 ଶପଥ ଗ୍ରହଣ କଲେ ପିୟୁଷ ଗୋୟଲ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ପିୟୁଷ ଗୋୟଲ 

7 ଶପଥ ଗ୍ରହଣ କଲେ କୁମାରସ୍ଵାମୀ କ୍ୟାବିନେଟ ମନ୍ତ୍ରୀ 

8 ଶପଥ ଗ୍ରହଣ କଲେ ମନହୋର ଲାଲ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ମନହୋର ଲାଲ ଖଟର । 

9 ଶପଥ ଗ୍ରହଣ କଲେ ଜୟଶଙ୍କର କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଜୟଶଙ୍କର । 

10 ନିର୍ମଳା ସିଥାରମଣ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ନିର୍ମଳା ସିଥାରମଣ । 

11 ଶପଥ ଗ୍ରହଣ କଲେ ଶିବରାଜ ସିଂହ ଚୌହାନ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଶିବରାଜ ସିଂହ ଚୌହାନ । 

12 ଶପଥ ଗ୍ରହଣ କଲେ ଜେପି ନଡା କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଜେପି ନଡା । 

13 ଶପଥ ଗ୍ରହଣ କଲେ ନିତିନ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ନିତିନ ଗଡକାରୀ । 

14 ଶପଥ ଗ୍ରହଣ କଲେ ଅମିତ ଶାହ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଅମିତ ଶାହ । 

15 ଶପଥ ଗ୍ରହଣ କଲେ ରାଜନାଥ ସିଂହ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ରାଜନାଥ ସିଂହ । 

16 ଶପଥ ଗ୍ରହଣ କଲେ କିରଣ ରିଜିଜୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରରେ ବିଜେପି ନେତା କିରଣ ରିଜିଜୁ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।

17  ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ତୃତୀୟ ଇନିଂସ ଆରମ୍ଭ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନରେନ୍ଦ୍ର ମୋଦି । ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦେଶ, ବିଦେଶର ମାନ୍ୟଗଣ୍ୟ ଅତିଥିଙ୍କ ଉପସ୍ଥିତିରେ ନେଲେ ଶପଥ । 


No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...