AFFILIATE MARKETING

https://binomo.com?a=90810425bb57&t=0

Saturday, June 1, 2024

ଇଞ୍ଜିନିୟରିଂ ଛାତ୍ରଙ୍କ ବିଜେଡି ନିର୍ବାଚନ ଖର୍ଚ୍ଚ ପାଇଁ ଅବଦାନ

COASTAL NEWS ODIA 1860

ଇଞ୍ଜିନିୟରିଂ ଛାତ୍ରଙ୍କ ବିଜେଡି ନିର୍ବାଚନ ଖର୍ଚ୍ଚ ପାଇଁ ଭେଟି 


ଆଳି - (CNO) ଆଳି ବ୍ଲକ ଅନ୍ତର୍ଗତ କୋଳିଡିହ ପଞ୍ଚାୟତ ର ତଅଁଳାଡିଆ ଗ୍ରାମର ସମାଜସେବୀ ରବିନ୍ଦ୍ର ମହାନ୍ତି ଓ ଭଗବତୀ ମହାନ୍ତି ଙ୍କ ବଡ଼ ପୁତ୍ର  ନିହାର ରଞ୍ଜନ ମହାନ୍ତି ଭୁବନେଶ୍ୱର ଠାରେ ଥିବା ଏମ ସି ଏ (ଇଂଜିନିୟରିଙ୍ଗ) କଲେଜରେ ଅଧ୍ୟୟନ କରନ୍ତି  l ତାଙ୍କ ଘରୁ ପାଇଥିବା ତାଙ୍କର ପକେଟ ଖର୍ଚ୍ଚ ରୁ ବଞ୍ଚେଇ ରଖିଥିବା ଅର୍ଥ ରୁ ୫୦୦୦ ଟଙ୍କା ଓଡିଶା ରାଜ୍ୟ ସରକାରଙ୍କ ମନ୍ତ୍ରୀ ତଥା ଆଳିର ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରତାପ ଦେବ ଙ୍କୁ ନିର୍ବାଚନ ଖର୍ଚ୍ଚ ପାଇଁ ଛୋଟ ସାହାର୍ଯ୍ୟର ହାତ ବଢ଼ାଇ ସେ ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛନ୍ତି l 


ଏହାଦ୍ବାରା ପ୍ରାର୍ଥୀ ଶ୍ରୀଦେବ ଙ୍କ ପ୍ରତି ତାଙ୍କର ଥିବା ଶ୍ରଦ୍ଧା ଓ ଭଲପାଇବା ପ୍ରତିଫଳିତ ହୋଇଛି ଓ ସମାଜରେ ସକାରାତ୍ମକ ଚିନ୍ତାଧାରା ଉଦ୍ରେକ ହୋଇଛି ବୋଲି ଆଲୋଚନା ହେଉଛି l ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଙ୍କ ର ଲୋକପ୍ରିୟତାର ଏହା ଏକ ନମୁନା l

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...