AFFILIATE MARKETING

https://binomo.com?a=90810425bb57&t=0

Sunday, August 25, 2024

COASTAL NEWS ODIA 1900 ଖବର ଆଜିର

COASTAL NEWS ODIA 1900

    ଖବର ଆଜିର 


▪️ରତ୍ନ ଭଣ୍ଡାରରୁ ଖାଲି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତରଣ ଶେଷ.. ସାଧାରଣ ଦର୍ଶନ ସ୍ଵାଭାବିକ..

▪️ବିଧାନସଭାରେ ଆସିଲା ‘ସୁଭଦ୍ରା’ ଯୋଜନା ଏସଓପି.. ଏସଓପି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ.. ୨୧ରୁ ୬୦ ବର୍ଷର ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ସହାୟତା..

▪️ଏୟାରଇଣ୍ଡିଆ ବିରୋଧରେ ଡିଜିସିଏଙ୍କ ବଡ କାର୍ଯ୍ୟାନୁଷ୍ଠାନ.. ଏୟାର ଇଣ୍ଡିଆ ଉପରେ ୯୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରିବାକୁ ଡିଜିସିଏଙ୍କ ନିର୍ଦ୍ଦେଶ..

▪️ଶନିବାର ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି.. ଅପରାହ୍ନ ୨ଟାଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ..

▪️ଓଡ଼ିଶା ଉପରେ ସିରିଜ୍ ଘୂର୍ଣ୍ଣିବଳୟ.. ୪ ଦିନ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା.. କିଛି ସ୍ଥାନରେ ପ୍ରବଳ ବର୍ଷିବ.. ଶନିବାର ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ..

▪️ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର ଗିରଫ.. ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ..

▪️ରାଜ୍ୟରେ ଡାନ୍ସ ବାର୍‌ ସମ୍ପୂର୍ଣ୍ଣ ବନ୍ଦ ହେବ.. ଗୃହରେ କହିଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ.

▪️ଭାରତର ଚନ୍ଦ୍ର ବିଜୟକୁ ବର୍ଷେ.. ଆଜିର ଦିନରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇଥିଲା ଚନ୍ଦ୍ରଯାନ-୩.. ଐତିହାସିକ ସଫଳତାର ସ୍ମୃତିକୁ ଜୀବିତ ରଖିବାକୁ ଆଜି ସାରା ଦେଶ ପାଳୁଛି ଜାତୀୟ ମହାକାଶ ଦିବସ..

▪️ୟୁକ୍ରେନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. ଜେଲେନ୍‌ସ୍କିଙ୍କ ସହିତ କଲେ ଦ୍ଵିପାକ୍ଷିକ ଆଲୋଚନା..

▪️ଚିକିଟି ମଦ ମୃତ୍ୟୁ ମାମଲା.. ଗୃହରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ, ଗଞ୍ଜାମ ଜିଲାରେ ୫୦୦ ଲିଟର ପୋଚ ନଷ୍ଟ ହୋଇଛି.. ୬ ଜଣଙ୍କୁ ଗିରଫ କରାଯାଇଛି..

▪️କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହାଇକୋର୍ଟ ନୋଟିସ.. ସମ୍ବଲପୁର ଲୋକସଭା ନିର୍ବାଚନରେ ଅନିୟମିତତା ଅଭିଯୋଗ ମାମଲାରେ ନୋଟିସ୍ ଜାରି କଲେ ଉଚ୍ଚ ନ୍ୟାୟାଳୟ.. ସ୍ଵାଧୀନ ପ୍ରାର୍ଥୀ ସୁବାସ ମହାପାତ୍ର କରିଥିଲେ ଆବେଦନ..

▪️କଲକାତା ଲଜ୍ଜା: ସିବିଆଇ ହାତରେ ଲାଗିଲା ସିସିଟିଭି ଫୁଟେଜ.. ଘଟଣା ପୂର୍ବରୁ ପୀଡ଼ିତାଙ୍କୁ ଦିନସାରା ଚାହିଁ ରହୁଥିଲା ଅଭିଯୁକ୍ତ ସଞ୍ଜୟ ରଏ..

▪️ନେପାଳରେ ନଦୀକୁ ଖସିଲା ବସ୍‌.. ୧୪ ଭାରତୀୟ ମୃତ..

▪️ଜେଲରେ ଗ୍ୟାଙ୍ଗଓ୍ବାରର ଖବର ପରେ ବଲାଙ୍ଗୀର ଜେଲରେ ପୁଲିସ ବିଭାଗର ବଡଧରଣର ଚଢାଉ.. ଜେଲ ଭିତରୁ ବିଡି, ସିଗାରେଟ୍, ଦିଆସିଲି ଏବଂ ଅନ୍ୟ ନିଶାଦ୍ରବ୍ୟ ଜବତ.. କାରନାମାରେ ଜେଲ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ..

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...